ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ମୋଦୀ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ଶାସନ କାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଥମ ଥର ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିବାର ନଜର ଆସିଛନ୍ତି। ଆଜି…
Read More...

ଦିଲ୍ଲୀ ବିମାନ ବନ୍ଦରରୁ ୨୬ ଲକ୍ଷ ଟଙ୍କାର ସୁନା ଓ ସିଗାରେଟ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ)ର କଷ୍ଟମ ଅଧିକାରୀମାନେ ଶୁକ୍ରବାର ସୁନା ଓ ସିଗାରେଟ ଚୋରା ଚାଲଣର ଏକ ବଡ଼ ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ମାମଲାରେ କିର୍ଗିଜିସ୍ତାନର ଜଣେ…
Read More...

ଅଭିଜିତଙ୍କ ପାଗଳାମି : ଜାତିର ପିତାଙ୍କୁ ଦେଲେ ଯୌନ ପିପାଶୁ ଆଖ୍ୟା

ଭୋପାଳ ଲୋକସଭା ଆସନ ର ବିଜେପି ପ୍ରାର୍ଥୀ ସ୍ବାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ନେଇ ସାରା ଦେଶରେ ଚର୍ଚ୍ଚା ର ପରିସରକୁ ଆସିଥିବା ବେଳେ ଏହାକୁ ନେଇ ଭିନ୍ନମତ ପ୍ରକାଶ ପାଇଛି । ପ୍ରଜ୍ଞା ମହାତ୍ମାଗାନ୍ଧୀ ଙ୍କ ହତ୍ୟାକାରୀ…
Read More...

ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ପୋଷ୍ଟ ଲେଖିଥିବା ବିଜେପି ନେତା ଅନୀଲ ସୌମିତ୍ର ଦଳରୁ ନିଲମ୍ବିତ

ଭୋପାଳ : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଫେସବୁକରେ ବିବାଦୀୟ ପୋଷ୍ଟ ଲେଖିଥିବା ମଧ୍ୟପ୍ରଦେଶ ବିଜେପି ମୁଖପାତ୍ର ଅନୀଲ ସୌମିତ୍ରଙ୍କୁ ଶୁକ୍ରବାର ଦଳରୁ ନିଲମ୍ବନ କରାଯାଇଛି।ଭୋପାଳ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା…
Read More...

ହ୍ରାସ ପାଇଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଦର ୮ରୁ୯ ପଇସା ଶସ୍ତା ହୋଇଛି । କିନ୍ତୁ ଡିଜେଲର ଦାମରେ ୫-୬ ପଇସା ଅଭିବୃଦ୍ଧି ଘଟିଛି । ପ୍ରାୟ ୭ଦିନ ପରେ ଡିଜେଲ ଦାମରେ ପରିବର୍ତନ ଦେଖିବାକୁ ମିଳିଛି । ଗତକାଲି ଡିଜେଲ ଦାମରେ ୬ ପଇସାର ବୃଦ୍ଧି…
Read More...

ଶ୍ରୀନଗର ଏୟାରବେସ ଉପରେ ହୋଇପାରେ ଆକ୍ରମଣ !

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏବେ ପ୍ରାୟ ସମୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହେଉଛନ୍ତି | ଆଉ ସେନାର ଜୋରଦାର ଅପରେସନରେ ଆତଙ୍କବାଦୀମାନଙ୍କର ମୃତ୍ୟୁ ହେଉଥିବାର ଘଟଣା ସାମ୍ନାକୁ ଆସିଛି | ଅନୁପ୍ରବେଶ କରୁଥିବା…
Read More...

ମୋଦୀଙ୍କୁ ଟାର୍ଗେଟ କରି ଫସିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜନୀତିରେ ନିଜର ଉତ୍ତମ ଛବି ସୃଷ୍ଟି କରିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି। କିନ୍ତୁ ବେଳେବେଳେ ସେ ଏଭଳି କିଛି ଭୁଲ କରୁଛନ୍ତି, ଯେଉଁଥିପାଇଁ ତାଙ୍କ ପ୍ରୟାସ ବୃଥା…
Read More...

ବଢ଼ିଲା ରାଜୀବ କୁମାରଙ୍କ ଅଡୁଆ: ଗିରଫଦାରୀ ରୋକ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସାରଦା ଚିଟ ଫଣ୍ଡ ମାମଲାରେ ପଶ୍ଚିମବଙ୍ଗର ଆଇପିଏସ ଅଧିକାରୀ ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ରୋକ ହଟାଇ ଦେଇଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏବେ…
Read More...

୬ ଆତଙ୍କବାଦୀ ନିହତ

ଶ୍ରୀନଗର: କାଶ୍ମୀର ଘାଟିରେ ଗୁରୁବାର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଏନକାଉଣ୍ଟର ଘଟିଛି। ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହ ଜଣେ ଯବାନ ଶହୀଦ ହୋଇଛନ୍ତି। ନିହତ…
Read More...

ସହିଦ ହେଲେ ସୋପିଆଁ ଏନ୍‌କାଉଣ୍ଟର୍‌ରେ ଆହତ ସେନା ଯବାନ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଜଣେ ସେନା ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।ପୁଲିସ ମୁଖପାତ୍ର କହିଛନ୍ତି, ଆହତ ସେନା ଯବାନ ରୋହିତ କୁମାର…
Read More...