ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବାଲେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର  ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି  । ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ସମୟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଥିବା ସୂଚନା ମିଳିଛି ।ବାଲେଶ୍ୱରର…
Read More...

ମହାନଦୀ ଜଳ ବିବାଦ ମାମଲା: ଜୁଲାଇ ୧୩ ତାରିଖ ଯାଏଁ ଶୁଣାଣି ଘୁଞ୍ଚାଇଲେ ଟ୍ରିବ୍ୟୁନାଲ୍‌

ନୂଆଦିଲ୍ଲୀ: ମହାନଦୀ ଜଳ ସମ୍ବନ୍ଧରେ ଓଡ଼ିଶା ଓ ଛତିଗଡ଼ ଚାଲିଥିବା ବିବାଦ ମାମଲାର ଶୁଣାଣି ତାରିଖକୁ ଜୁଲାଇ ୧୩ ଯାଏଁ ଘୁଞ୍ଚାଇ ଦେଇଛନ୍ତି ଟ୍ରିବ୍ୟୁନାଲ୍‌।ବୈଠକ ବସାଇ ଆପୋସ ସମାଧାନ ଲାଗି ଦୁଇ ରାଜ୍ୟକୁ ଅଦାଲତ…
Read More...

କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ…
Read More...

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚି ଗାର୍ଡିଆନ୍‌ ଆଟାକ୍‌ ହେଲିକପ୍ଟର୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ତା’ର ପ୍ରଥମ ଆପାଚି ଗାର୍ଡିଆନ୍‌ ଆଟାକ୍‌ ହେଲିକପ୍ଟର୍‌ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଏରିଜୋନାସ୍ଥିତ ହେଲିକପ୍ଟର୍‌ ଉତ୍ପାଦନ କାରଖାନରେ ମେ ୧୦ ତାରିଖ ଦିନ ଆନୁଷ୍ଠାନିକ ଭାବେ ଆପାଚି…
Read More...

କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ ଏକ ୧୮ ଜଣିଆ ଭାରତୀୟ ଦଳ…
Read More...

ଶ୍ରୀମନ୍ଦିର ମରାମତି ପାଇଁ ଆଇଓସିଏଲ ଦେଲା ୫କୋଟି ସହାୟତା

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ‘ଫନି’ଜନିତ କ୍ଷୟକ୍ଷତି ପୁନରୁଦ୍ଧାର ପାଇଁ ଭାରତୀୟ ତୈଳ ନିଗମ(ଆଇଓସିଏଲ)ପକ୍ଷରୁ ୫କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ନିଗମର ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ ଗୁରୁବାର…
Read More...

୩୪ଟି ବୁଥରେ ୧୯ ତାରିଖରେ ହେବ ସାନି ମତଦାନ

ଭୁବନେଶ୍ବର: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହୋଇଥିବା ମତଦାନ ବେଳେ ୩୪ଟି ବୁଥରେ ବିଭିନ୍ନ କାରଣରୁ ଭୋଟ ଗ୍ରହଣରେ ଅସୁବିଧା ହୋଇଥିଲା । ତେଣୁ ସେ ସବୁ ମତଦାନ କେନ୍ଦ୍ରଗୁଡ଼ିକରେ ୧୯ ତାରିଖରେ ପୁନଃ ଭୋଟ ଗ୍ରହଣ କରାଯିବ ବୋଲି…
Read More...

ରାଫେଲ ପୁନର୍ବିଚାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ରାଫେଲ ରାୟର ପୁନର୍ବିଚାର ସଂପର୍କିତ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୋର୍ଟ ଏହା ସହିତ ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା ମାନହାନୀ ମକଦ୍ଦମା ସଂପର୍କିତ ରାୟକୁ ମଧ୍ୟ…
Read More...

ସାତକୋଶିଆ ଅଭୟାରଣ୍ୟରୁ ଦନ୍ତାର ଗଳିତ ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରୁ ଶୁକ୍ରବାର ସକାଳୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଂଜ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ଜଙ୍ଗଲ ନିକଟରେ ହାତୀର ଗଳିତ ମୃତଦେହ…
Read More...

ପୁଣି ଥରେ ଚାଲିଲା ମେମୁ ଟ୍ରେନ୍‌

ଭୁବନେଶ୍ୱର: ବାତ୍ୟା ଯୋଗୁଁ ବାତିଲ ଥିବା ପୁରୀ-ଅନୁଗୁଳ ଏବଂ ପୁରୀ-ତାଳଚେର ମେମୁ ଟ୍ରେନ୍‌ ଶୁକ୍ରବାର ଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହି ଟ୍ରେନ୍‌ ଚାଲିବା ଦ୍ୱାରା ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ…
Read More...