ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ବାତ୍ୟା ‘ଫନି’ ପରେ ବାତ୍ୟା ପ୍ରଭାବିତ ଜିଳ୍ଲାଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକୁ ଉଚିତ ଭାବରେ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା…
Read More...

‘ଫନି’ ପ୍ରଭାବିତ ଜିଲ୍ଲାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା

ଭୁବନେଶ୍ବର : ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଅପରାହ୍ନ ୪ଟା ପରିବର୍ତ୍ତେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟାଙ୍କ ସେବା ଜାରି ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ…
Read More...

ତେଜ ବାହାଦୁରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କରିଥିବା ବିଏସଏଫରୁ ବହିଷ୍କୃତ ଯବାନ ତେଜ ବାହାଦୁରଙ୍କୁ ଗୁରୁବାର ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଏହାସହ…
Read More...

ସୁପ୍ରିମକୋର୍ଟରେ ରାହୁଲଗାନ୍ଧୀଙ୍କ ନାଗରିକତା ବିବାଦ ଆବେଦନ ଖାରଜ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଗୁରୁବାର ରାହୁଲ ଗାନ୍ଧୀଙ୍କ ନାମରେ ଆସିଥିବା ନାଗରିକତା ବିବାଦ ଆବେଦନକୁ ଖାରଜ କରିଦେଇଛନ୍ତି। ଆବେଦନରେ…
Read More...

ନୀଳଚକ୍ରରେ ଲାଗିଲା ବାନା

ପୁରୀ : ପୁରୀ ଶ୍ରୀମନ୍ଦିରର ନୀଳଚକ୍ରରେ ୧୪ ହାତିଆ ବାନା ଲଗାଯାଇଛି। ବାତ୍ୟା ‘ଫନି’ ପାଇଁ ମେ’ ୧ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳା ଯାଇ ୫ ହାତିଆ ବାନା ଲଗାଯାଇଥିଲା। କିନ୍ତୁ ତାହା ଗୁରୁବାର ଦିନ…
Read More...

ଫନି: କ୍ୟାବିନେଟ୍ ସଚିବଙ୍କ ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବା ବିଦ୍ୟୁତ୍ ଓ ମୋବାଇଲ ସେବା ପୁନଃରୁଦ୍ଧାରରେ ଅଗ୍ରଗତି ନେଇ କ୍ୟାବିନେଟ୍ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି। ସଚିବାଳୟରୁ…
Read More...

ଅଗ୍ନିକାଣ୍ଡରେ ୫ ଶ୍ରମିକ ଜୀବନ୍ତ ଦଗ୍ଧ

ପୁଣେ: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ ଉରୁଲିର ଦେଭାଚି ଗାଁ ନିକଟରେ ଥିବା ଏକ କପଡ଼ା ଗୋଦାମରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗୋଦାମରେ କାର୍ଯ୍ୟ…
Read More...

ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

ଲଣ୍ଡନ୍‌: ବୁଧବାର ଦିନ ଲଣ୍ଡନର ଏକ ଅଦାଲତ ତୃତୀୟ ଥର ଲାଗି ନିରବ ମୋଦିଙ୍କ ଜାମିନ ଆବେଦନକୁ ଖାରଜ କରିଛି। ଶୁଣାଣିରେ ଅଦାଲତ କହିଛି ଯେ ନିରବ ତାଙ୍କ କର୍ମଚାରୀମାନଙ୍କୁ ପିରାମିଡ୍‌ ଦେଖିବା ବାହାନାରେ ଆବୁ ଧାବିରୁ…
Read More...

୩୦ ମହିଳା ମାଓବାଦୀଙ୍କୁ ନିଯୁକ୍ତି ଦେଲା ଛତିଶଗଡ଼ ପୁଲିସ

ରାୟପୁର : ମାଓପ୍ରବଣ ଛତିଶଗଡ଼ରୁ ଏକ ସକାରାତ୍ମକ ଖବର ଆସିଛି । ଛତିଶଗଡ଼ ପୁଲିସ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ଜଣ ମହିଳା ମାଓବାଦୀଙ୍କୁ ନିଜ କମାଣ୍ଡୋ ବାହିନୀରେ ନିଯୁକ୍ତି ଦେଇଛି । ଏମାନଙ୍କୁ ଛତିଶଗଡ଼ ପୁଲିସର ଏକ…
Read More...

ଖୁବଶୀଘ୍ର ଟେଲିଫୋନ୍ ଓ ମୋବାଇଲ ସେବାରେ ଉନ୍ନତି ଆସିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଫନି ବାତ୍ୟାର ପ୍ରକୋପରେ ଟେଲିକମ୍ କ୍ଷେତ୍ରରେ ବ୍ୟାପକ ଭାବେ କ୍ଷତି ହୋଇଛି । ଟେଲିକମ୍ କମ୍ପାନୀ ଗୁଡିକ ସକ୍ରିୟ ଅଛନ୍ତି । ଆଶା କରାଯାଉଛି ଖୁବଶୀଘ୍ର ଏହି ବ୍ୟବସ୍ଥାରେ ସୁଧାର ଆସିବ । ପୁରୀ, ଭୁବନେଶ୍ୱର,…
Read More...