‘ଫନି’ ପାଇଁ କଟକର ୧୪ଟି ବ୍ଲକରେ ଖୋଲାଗଲା କଣ୍ଟ୍ରୋଲ୍‌ ରୁମ୍‌

କଟକ : ସାମୁଦ୍ରିକ ଝଡ ‘ଫନି’ର ମୁକାବିଲା ପାଇଁ କଟକ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧନ ଜୀବନ ସୁରକ୍ଷିତ ରଖିବା ପାଇଁ କଟକ ଜିଲାର ୧୪ଟି ବ୍ଲକରେ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ସେହି କଣ୍ଟ୍ରୋଲ୍‌…
Read More...

ଫନି ପାଇଁ ବିଏମ୍‌ସି ଖୋଲିଲା ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫନି’ ସମ୍ବନ୍ଧୀୟ ସୂଚନା ପାଇଁ ବିଏମ୍‌ସି ତରଫରୁ ଏକ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ଖୋଲାଯାଇଛି। ନମ୍ବରଟି ହେଉଛି: ୦୬୮୦୨୨୫୦୨୯୦
Read More...

ଶ୍ରୀମନ୍ଦିରରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ : ପୁରୀ ଶ୍ରୀମନ୍ଦିର ଉପରୁ ଗୁରୁବାର ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଥିବା ଜଣାପଡ଼ିଛି। ସାମୁଦ୍ରିକ ଝଡ଼ ‘ଫନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ବୁଧବାର ନୀଳଚକ୍ରରେ ୫ ହାତ ଲମ୍ବର…
Read More...

ପୁରୀ ଠାରୁ ୪୩୦ କିମି ଦୂରରେ ରହିଛି ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ବର : ସାମୁଦ୍ରିକ ଝଡ ‘ଫନି’ ପୁରୀ ଠାରୁ ୪୩୦ କିମି ଦୂରରେ ରହିଥିବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଜିଲା ପାଇଁ ରେଡ୍, ଅରେଞ୍ଜ ଓ ୟଲୋ ୱାର୍ଣ୍ଣିଂ ଜାରି…
Read More...

ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ଓ୍ଵାସିଂଟନ : ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । ଜାତିସଂଘରେ…
Read More...

ଶୁକ୍ରବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଫନି

ନୂଆଦିଲ୍ଲୀ : ଅତି ଭୟଙ୍କର ସାମୁଦ୍ରିକ ମହାବାତ୍ୟା ଫନି ଆସନ୍ତା ୩ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୩୦ ମିନିଟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବା ଲାଣ୍ଡଫଲ କରିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣପଦ ସେଠୀ ସୂଚନା…
Read More...

ଆରମ୍ଭ ହେଲା ସମୁଦ୍ରକୂଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା

ଭୁବନେଶ୍ୱର : ବାତ୍ୟା ‘ଫନି’ର ପ୍ରକୋପକୁ ଦୃଷ୍ଟିରେ ରଖି କ୍ଷୟକ୍ଷତି ହ୍ରାସ କରିବା ଲାଗି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପୂର୍ବାନୁମାନ ଅନୁସାରେ, ‘ଫନି’ ପୁରୀ ନିକଟସ୍ଥ କୌଣସି…
Read More...

ଫନି ଯୋଗୁଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶାର ଭୂପୃଷ୍ଠକୁ ସ୍ପର୍ଶ କରିବା ପୂର୍ବରୁ ପୂର୍ବତଟ ରେଳବାଇ ପକ୍ଷରୁ ୭୪ଟି ଟ୍ରେନ୍‌ ବାତିଲ କରାଯାଇଥିବା ସୂଚନା ମିଳିଛି। ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍‌…
Read More...

ଫନି ମୁକାବିଲା ପାଇଁ ଜିଲ୍ଲାମାନଙ୍କର ଦାୟିତ୍ୱ ନେବେ୧୧ ଆଇପିଏସ୍

ଭୁବନେଶ୍ୱର : ଅତି ଭୀଷଣ ବାତ୍ୟାର ରୂପ ନେଉଥିବା ଫନି ଓଡ଼ିଶା ଆଡ଼କୁ ଘଣ୍ଟାକୁ ୧୪କିଲୋମିଟର ବେଗରେ ମାଡ଼ି ଆସୁଛି । ଏବେ ପୁରୀଠାରୁ  ୬୨୦କିଲୋମିଟର ଦୂରରେ ରହିଛି ଫନି । ପରିସ୍ଥିତିର ମୁକାବିଲା ଲାଗି ୧୧ଜଣ ଆଇପିଏସ୍‌…
Read More...

ମହାରାଷ୍ଟ୍ରରେ ମାଓବାଦୀ ଆକ୍ରମଣ: ୧୬ ଯବାନ ଶହୀଦ

ମହାରାଷ୍ଟ୍ର: ମହାରାଷ୍ଟ୍ର ଗଢ଼ଚିରୌଲୀର କୁରଖେଡ଼ାରେ ବୁଧବାର ସୁରକ୍ଷା କର୍ମୀଙ୍କ ଗାଡି ଉପରେ ମାଓବାଦୀଙ୍କ ଆକ୍ରମଣ ଫଳରେ ୧୫ ଜଣ ଯବାନ ଶହୀଦ ହୋଇଥିବା ବେଳେ ଗୁରୁତର ଆହତ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି। ଗଢ଼ଚିରୌଲୀର ଘନ…
Read More...