National ଫନି ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି OPA May 2, 2019 0 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଭୀଷଣ ସାମୁଦ୍ରିକ ବାତ୍ୟା ଫନିର ମୁକାବିଲା ପାଇଁ କରାଯାଉଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ବୈଠକରେ କ୍ୟାବିନେଟ ସଚିବ,!-->… Read More...
Odisha ପୁରୀ ଠାରୁ ୩୬୦ କି. ମି. ଦୂରରେ ଫନି OPA May 2, 2019 0 ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ଏବେ ପୁରୀ ଠାରୁ ପ୍ରାୟ ୩୬୦ କିଲୋମିଟର ଦୂରରେ ଥାଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଶୁକ୍ରବାର ମଧ୍ୟାହ୍ନ ପରେ ବାତ୍ୟା ପୁରୀ ନିକଟବର୍ତ୍ତୀ!-->… Read More...
Bignews ବିଭିନ୍ନ ବିଭାଗୀୟ ସଚିବ, ରାଜ୍ୟର ବିଭିନ୍ନ ଟେଲିକମ୍ ସର୍ଭିସ ପ୍ରୋଭାଇଡରମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା OPA May 2, 2019 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ମାନଙ୍କ ସହିତ ବାତ୍ୟା ଫନିର ମୁକାବିଲା ଓ ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା!-->… Read More...
Odisha ଫନି ପାଇଁ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ OPA May 2, 2019 0 ବାତ୍ୟା ଫନିରେ ଭୟଭୀତ ନ ହେବା ପାଇଁ ରାଜ୍ୟବାସୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ!-->… Read More...
Odisha ଓଡିଶାରେ ପହଂଚିଲେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଟିମ୍ OPA May 2, 2019 0 ଭୁବନେଶ୍ୱର :ଓଡିଶା ମୁହାଁ ହେଉଛି ବାତ୍ୟା ଫନି । ଧୀରେ ଧୀରେ ଏହା ତାଣ୍ଡବ ରୂପ ଧାରଣ କରୁଛି । ଘଂଟାକୁ ପ୍ରାୟ ୨୨ କିମି ବେଗରେ ଆସୁଥିବା ଏହି ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୋଇ ଗଲେଣି ।!-->… Read More...
National ଜିପ୍ ଓଲଟି ୫ ମୃତ, ୫ ଆହତ OPA May 2, 2019 0 ମାଣ୍ଡି : ହିମାଳଚ ପ୍ରଦେଶର ମାଣ୍ଡି ଜିଲାସ୍ଥିତ ପଧାର ଅଞ୍ଚଳରେ ଗୁରୁବାର ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ଜିପ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର!-->… Read More...
Bignews ଫନି ପାଇଁ ଅସ୍ତରଙ୍ଗରେ ହାଇଆଲର୍ଟ OPA May 2, 2019 0 ଅସ୍ତରଙ୍ଗ: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରକୋପରୁ ଲୋମାନଙ୍କୁ ନିରାପଦ ରଖିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଚାରି ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଗୁରୁବାର ସକାଳେ ତହସିଲଦାର ଅଶୋକ ସ୍ୱାଇଁ ଆଦେଶ ଦେଇଛନ୍ତି। ବୁଧବାର!-->… Read More...
National ଉପକୂଳ ଅଞ୍ଚଳରେ ଥିବା ବିମାନବନ୍ଦରକୁ କରାଗଲା ଆଲର୍ଟ OPA May 2, 2019 0 ନୂଆଦିଲ୍ଲୀ: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆଙ୍କ ପକ୍ଷରୁ ସାମୁଦ୍ରିକ ବାତ୍ୟା ଫନିକୁ ନେଇ ଦେଶର ଉପକୂଳ ଅଞ୍ଚଳରେ ଥିବା ସବୁ ଏୟାରପୋର୍ଟକୁ ଆଲର୍ଟ କରିଥିବା ଜଣାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ!-->… Read More...
Odisha ‘ଫନି’ ପାଇଁ ପ୍ରସ୍ତୁତ ଅଛନ୍ତି ଏନଡିଆରଏଫର ୨୮ଟି ଟିମ୍ OPA May 2, 2019 0 ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶା ମୁହାଁ ହେବାରେ ଲାଗିଛି। ଏହା ଧିରେ ଧିରେ ତାଣ୍ଡବ ରୂପ ଧାରଣ କରୁଛି। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ତେବେ ‘ଫନି’ ପୁରୀ ଠାରୁ ୪୩୦ କିମି!-->… Read More...
Odisha ବ୍ରହ୍ମପୁର ଓ ଗୋପାଳପୁରରେ ଆରମ୍ଭ ହେଲା ବର୍ଷା ପବନ OPA May 2, 2019 0 ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ଫନି’ ପ୍ରଭାବରେ ବ୍ରହ୍ମପୁର ଏବଂ ଗୋପାଳପୁରରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ କୌଣସି ଲୋକ କଚାଘରେ ନ ରହିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳ!-->… Read More...