Odisha ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା OPA Apr 26, 2019 0 ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ନବରଙ୍ଗପୁର, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର!-->… Read More...
National ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ନିଆଁ ଲାଗି ଲେପ୍ଟନାଣ୍ଟ୍ କମାଣ୍ଡର୍ ସହିଦ OPA Apr 26, 2019 0 ବେଙ୍ଗାଲୁର: କର୍ଣ୍ଣାଟକର ତରଓ୍ଵାର ଉପକୂଳରେ ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନ୍ଏସ୍ ବିକ୍ରମାଦିତ୍ୟରେ ଆଜି ଏକ ଅଘଟଣ ଘଟିଛି। ଏହି ଅଘଟଣରେ ଭାରତୀୟ ନୌସେନାର ଲେପ୍ଟନାଣ୍ଟ୍ କମାଣ୍ଡର୍ ଡି ଏସ୍ ଚୌହ୍ଵାନ ସହିଦ!-->… Read More...
National ପୁଣି ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ OPA Apr 26, 2019 0 ଲଣ୍ଡନ : ଆଜି ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ପଳାତକ ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କା ବିଶିଷ୍ଟ ପିଏନବି ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିର ଜାମିନ ଆବେଦନକୁ ପୁଣି ଥରେ ଖାରଜ!-->… Read More...
National ଫନି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ଆଶଙ୍କା OPA Apr 26, 2019 0 ନୂଆଦିଲ୍ଲୀ : ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଡିପ୍ରେସନ ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୧୧୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୪୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ!-->… Read More...
National ରାହୁଲଙ୍କ ବିମାନରେ ଯାନ୍ତ୍ରିକ ସମସ୍ୟାର ତଦନ୍ତ ନିର୍ଦେଶ ଦେଲା ଡିଜିସିଏ OPA Apr 26, 2019 0 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିମାନରେ ଶୁକ୍ରବାର ଯାନ୍ତ୍ରିକ ସମସ୍ୟା ଦେଖାଦେବା ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏପରି ତ୍ରୁଟି ଦେଖାଦେଲା ତାହାର ତଦନ୍ତ ପାଇଁ ବେସାମରିକ!-->… Read More...
Politics ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ଓଡ଼ିଶାରେ ୧୭ ଜଣ କୋଟିପତି ପ୍ରାର୍ଥୀ OPA Apr 26, 2019 0 ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ ତରଫରୁ ପ୍ରକାଶିତ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ ଜଣ!-->… Read More...
National ସୁରଟ୍ ଦୁଷ୍କର୍ମ ମାମଲା : ଦୋଷୀ ସାବ୍ୟସ୍ତ ହେଲେ ଆଶାରାମଙ୍କ ପୁଅ ନାରାୟଣ ସାଇ OPA Apr 26, 2019 0 ସୁରଟ୍ : ଧର୍ମଗୁରୁ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଶୁକ୍ରବାର ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁରଟ୍ ସେସନ କୋର୍ଟ। ନାରାୟଣ ସାଇଙ୍କ ବିରୋଧରେ ସୁରଟ୍ର ଦୁଇ ଭଉଣୀ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ!-->… Read More...
National ଶ୍ରୀଲଙ୍କାରେ ପାକିସ୍ତାନୀ ଶରଣାର୍ଥୀଙ୍କୁ ଆକ୍ରମଣ OPA Apr 26, 2019 0 କଲୋମ୍ବୋ: ଶ୍ରୀଲଙ୍କାରେ ଆଶ୍ରୟ ନେଇଥିବା ପାକିସ୍ତାନୀ ଶରଣାର୍ଥୀମାନଙ୍କୁ ଆକ୍ରମଣ କରାଯାଉଛି। ଖ୍ରୀଷ୍ଟିୟାନମାନଙ୍କୁ ଟାର୍ଗେଟ କରି ହୋଇଥିବା ସିରିଜ ବିସ୍ଫୋରଣ ଘଟଣା ପରେ କେତେକ ଅଞ୍ଚଳରେ ସ୍ଥାନୀୟ ଲୋକମାନେ ମୁସଲମାନ!-->… Read More...
Politics ମହାକାଳପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ’ ଆରମ୍ଭ OPA Apr 26, 2019 0 କେନ୍ଦ୍ରାପଡ଼ା: ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧: ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଖରିନାସିର ହରିଆବାଙ୍କ ଗାଁରୁ ନିର୍ବାଚନୀ ପ୍ରଚାର ରୋଡ୍ ସୋ’ରେ ବାହାରିଛନ୍ତି।!-->!-->!-->… Read More...
Odisha ଯୁବକଙ୍କ ଗୁପ୍ତାଙ୍ଗ କାଟି ପକାଇଲେ ଦୁର୍ବୃତ୍ତ OPA Apr 26, 2019 0 କେନ୍ଦୁଝର: ଶୁକ୍ରବାର ସକାଳେ ପାଟଣା ଥାନା ମୁଖ୍ୟାଳୟ ଅନ୍ତର୍ଗତ ସଁରାପଶି ଗ୍ରାମରେ ଥିବା ଗୋଟାଏ ପରିତ୍ୟକ୍ତ ଶିଶୁ ମନ୍ଦିର କକ୍ଷରୁ ଗୁପ୍ତାଙ୍ଗ କଟାଯାଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରା ଯାଇଛି।!-->… Read More...