୧୨ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍‌ଙ୍କୁ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ ସରିଥିବା ୧୨ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍‌ଙ୍କୁ ସୁପାରିସ କରାଯାଇଛି।ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୯୬ ଝଜିଆ…
Read More...

ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ

ଭୁବନେଶ୍ୱର : ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । କେତେକ ସର୍ତ୍ତ ସହ ୫୦ ହଜାର ଟଙ୍କା ଲେଖାଏଁ ଦୁଇଜଣ ଜାମିନଦାରଙ୍କ ବଦଳରେ ଏହି ଜାମିନ ପ୍ରଦାନ…
Read More...

ଜନସନ୍‌ ଆଣ୍ଡ୍‌ ଜନସନ୍‌ ସାମ୍ପୁ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଆମେରିକାର ବେବି ପ୍ରଡକ୍ଟ ପ୍ରସ୍ତୁତ କରୁଥିବା ଜନସନ୍‌ ଆଣ୍ଡ୍‌ ଜନସନ୍‌ କମ୍ପାନି ବିବାଦ ଘେରକୁ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରିପାରୁନାହିଁ। ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର)…
Read More...

ମୋଦୀ ଓ ପରିବର୍ତ୍ତନ ନାଁ ଶୁଣିଲେ ନବୀନ ବିରକ୍ତ ହୋଇଯାଉଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାବାସୀ ଆପଣଙ୍କୁ ୧୯ ବର୍ଷ ଶାସନ କରିବାକୁ ସୁଯୋଗ ଦେଇଥିଲେ। କିନ୍ତୁ, ରାଜ୍ୟରେ ଯେପରି ବିକାଶ ହେବା କଥା ସେଭଳି ବିକାଶ ହୋଇନାହିଁ। ରାଜ୍ୟରେ ଶିଶୁ ମୃତ୍ୟୁହାର, କୁପୋଷଣ ଭଳି ସମସ୍ୟା ରହିଛି। ୧୯ବର୍ଷ…
Read More...

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ରୋଡ୍‌ ସୋ’

କେନ୍ଦ୍ରାପଡ଼ା: ଶନିବାର ଦିନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ଦିନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ରୋଡ୍‌ ସୋ’ ଆରମ୍ଭ କରିଛନ୍ତି।ସକାଳ ୯: ୪୦ ମିନିଟ୍‌ରେ…
Read More...

କଂଗ୍ରେସ ୫୦ଟି ଆସନ ବି ଜିତିପାରିବ ନାହିଁ : ମୋଦୀ

ମୁମ୍ବଇ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ୫୦ଟି ଆସନ ଜିତିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ମୁମ୍ବଇରେ ଶୁକ୍ରବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏକ…
Read More...

ଅବପାତରେ ପରିଣତ ହେଲା ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଭୀଷଣ ସାମୁଦ୍ରିକ ଝଡ଼

ନୂଆଦିଲ୍ଲୀ: ଭାରତ ମହାସାଗରର ପୂର୍ବ ବିଷୁବରୈଖୀୟ ଓ ଦକ୍ଷିଣପୂର୍ବ ବଙ୍ଗୋପ ସାଗର ଉପରେ ସୃଷ୍ଟ ଲଘୁଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୦ କି. ମି. ବେଗରେ ଆହୁରି ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ଅବପାତରେ ପରିଣତ…
Read More...

ଇଭିଏମ୍‌ ଟାମ୍ପରିଙ୍ଗ୍‌ ଅଭିଯୋଗ, ଷ୍ଟ୍ରଙ୍ଗ୍‌ରୁମ୍‌ ସାମ୍ନାରୁ ଇଞ୍ଜିନିୟରଙ୍କୁ ଧରିଲେ ବିଜେପି କର୍ମୀ

କେନ୍ଦୁଝର: ଶୁକ୍ରବାର ମଧ୍ୟରାତ୍ରୀରେ ଇଭିଏମ୍‌ ରଖାଯାଇଥିବା ସ୍ଥାନୀୟ ଓଏସ୍‌ଏମ୍‌ଇ ସ୍କୁଲ୍‌ ପରିସରରେ ବୁଲୁଥିବା ଜଣେ ଇଞ୍ଜିନିୟର୍‌ଙ୍କୁ ବିଜେପିର କର୍ମୀମାନେ ଧରି ପକାଇଥିବା ବେଳେ ଆଉ ୪ ଜଣ ଅପରିଚିତ ବ୍ୟକ୍ତି…
Read More...

ଏୟାର ଇଣ୍ଡିଆ ସର୍ଭର ଡାଉନ: ବିଶ୍ଵବ୍ୟାପୀ ବିମାନ ଉଡ଼ାଣ ଠପ୍‌, ବିମାନବନ୍ଦରରେ ଯାତ୍ରୀ ହଟହଟା

ନୂଆଦିଲ୍ଲୀ: ସରକାରୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆର ସର୍ଭର ଡାଉନ ହେବା କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସମେତ ବିଦେଶରେ ବି ଏୟାର ଇଣ୍ଡିଆର ସର୍ଭର ଡାଉନ ରହିଥିବାରୁ ବିମାନ ଉଡ଼ାଣ ଠପ୍‌…
Read More...

କେନ୍ଦ୍ରାପଡ଼ାରେ ଏଥର ଫଳାଫଳ ଇତିହାସ ରଚିବ ଏବଂ ବିଜେପି ବିଜୟୀ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ନବୀନ ୧୯ ବର୍ଷ ଧରି ଶାସନ କରିଛନ୍ତି । ଏହି ସମୟ ମଧ୍ୟରେ ସେ…
Read More...