ଗୁରୁବାର ୨ୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକସଭା, ୩୫ ବିଧାନସଭା କ୍ଷେତ୍ରରେ ହେବ ଭୋଟଗ୍ରହଣ

ଭୁବନେଶ୍ଵର: ୧୮ ତାରିଖ ଅର୍ଥାତ୍‌ ଗୁରୁବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ୩୫ଟି…
Read More...

ପୁଣି ଚଳାଚଳ କରିବ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବତଟ ପରିସୀମାରୁ ଓ ଏହାର ମଧ୍ୟ ଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରାଯାଉଛି। ଫଳରେ ଅଧିକ ସୁନିଶ୍ଚିତ ବର୍ଥ…
Read More...

ମାଆମାନେ ବିକାଶର ଡବଲ୍‌ ଇଞ୍ଜିନ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମାଆମାନେ ହେଉଛନ୍ତି ବିକାଶର ଡବଲ୍‌ ଇଞ୍ଜିନ୍‌। ମିସନ ଶକ୍ତି ପାଇଁ ମୋ ସରକାର କାମ କରିଚାଲିଛି ବୋଲି ବୁଧବାର ପୂର୍ବାହ୍ନରେ ମୟୂରଭଞ୍ଜରର ଠାକୁମୁଣ୍ଡା ଠାରେ ନିର୍ବାଚନୀ ପ୍ରଚାର ସଭାରେ ସମବେତ ଜନତାଙ୍କୁ…
Read More...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ମହାନ ଜନ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୨୨ତମ ଶ୍ରାଦ୍ଧ ବାର୍ଷିକୀ ଅତି ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।ରାଜ୍ୟ ବିଧାନସଭା ପରିସର ଏବଂ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ…
Read More...

ପୁଣି ରାଜଧାନୀରୁ ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ହଳଦିପଡିଆ ବସ୍ତିରୁ ପୁଣି ବ୍ରାଉନସୁଗାର ଜବତ କରାଯାଇଛି। ପୁଲିସ, ଅବକାରୀ ଫ୍ଲାଇଂ ସ୍କ୍ବାଡ ବିଭାଗ ବୁଧବାର ସକାଳେ ଚଢାଉ କରି ୨୦ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି। ଏଥିସହ ଜଣଙ୍କୁ…
Read More...

ଭାରତରେ ଟିକ୍‌ଟକକୁ ବ୍ଲକ କଲା ଗୁଗଲ

ନୂଆଦିଲ୍ଲୀ: ମାଡ୍ରାସ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାରଙ୍କ ଆଦେଶ ପରେ ଗୁଗଲ ଚୀନ ଭିଡିଓ ଆପ୍‌ ଟିକ୍‌ଟକକୁ ଭାରତରେ ବ୍ଲକ କରିଦେଇଛି। ଫଳରେ ଏଣିକି ଗୁଗଲ ପ୍ଲେ ଷ୍ଟୋରରୁ ଆଉ ଟିକ୍‌ଟକ ଆପ୍‌କୁ ଡାଉନଲୋଡ୍‌…
Read More...

ଚୀନ୍‌ରେ ୩୫୦ କୋଟି ଟଙ୍କା ବ୍ୟବସାୟ କରିବ ‘ଅନ୍ଧାଧୁନ୍‌’!

ମୁମ୍ବାଇ: ଆୟୁଷ୍ମାନ୍‌ ଖୁରାନା ଓ ତବୁଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅନ୍ଧାଧୁନ୍‌’ ଚୀନରେ ବକ୍ସ ଅଫିସରେ ବି ଧମାଲ୍‌ କରୁଛି। ମିଳିଥିବା ସୂଚନା ଅନୁଯାୟୀ ‘ଅନ୍ଧାଧୁନ୍‌’ ରିଲିଜ୍‌ ହେବାର ଦୁଇ ସପ୍ତାହ ମଧ୍ୟରେ ୨୦୦ କୋଟି…
Read More...

ପ୍ରଚାର ମଇଦାନରେ ନବୀନ : ଆଜି କରଞ୍ଜିଆରୁ ଆରମ୍ଭ, କଟକରୁ ଭୁବନେଶ୍ୱର ରୋଡ୍ ସୋ’ରେ ଶେଷ

ଭୁବନେଶ୍ୱର :ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ଏବଂ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର ଆଜି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରୁ ଆରମ୍ଭ ହେବ…
Read More...

ନ୍ୟୁୟର୍କ ଟାଇମ୍ସ, ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ : ପ୍ରମୁଖ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଓ ୱାଲଷ୍ଟ୍ରିଟ ଜର୍ଣ୍ଣାଲକୁ ସମ୍ମାନଜନକ ପୁଲିଜର ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପରିବାର ବିରୋଧରେ ପୃଥକ…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ବୁଥ୍ ଅଭିମୁଖେ ପୁଲିଂ ପାର୍ଟି

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ସନ୍ଧ୍ୟାରୁ ପୁଲିଂ ପାର୍ଟି ସମସ୍ତ ନିର୍ବାଚନ ସାମଗ୍ରୀ ଧରି ମତଦାନ…
Read More...