ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କଲା ଜେଟ୍‌ ଏୟାରୱେଜ୍‌

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ିଥିବା ଜେଟ୍‌ ଏୟାରୱେଜ୍‌ ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ବୁଧବାର ରାତିରୁ ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିବା ଜେଟ୍‌ ଏୟାରୱେଜ୍‌ ପକ୍ଷରୁ…
Read More...

ଭୋଟ ଦେବାକୁ ଆସି ଟଳିପଡିଲେ ବୃଦ୍ଧ

ଆସିକା :ଆସିକା ଲୋକସଭା ଅଧିନରେ ଆସୁଥିବା ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଭୋଟ୍ ଦେବାକୁ ଆସି ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ନଟବର ବେହେରା ବୋଲି…
Read More...

ଆରମ୍ଭ ହେଲା ହିଙ୍ଗୁଳା ଯାତ୍ରା

ଅନୁଗୁଳ: ଆଜିଠାରୁ ତାଳଚେରର ଗୋପାଳପ୍ରସାଦଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କର ଯାତ୍ରା ଆରମ୍ଭ ହୋଇଛି । ଚଳିତବର୍ଷ ମା’ ହିଙ୍ଗୁଳା ମନ୍ଦିରର ପଛ ପାଖରେ ଅଗ୍ନି ରୂପରେ ଉଭା ହୋଇଛନ୍ତି । ମା’ଙ୍କର ଏହି ଅଗ୍ନିରୂପକୁ…
Read More...

ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ : ୨୭୯ ପ୍ରାର୍ଥୀ,୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ରେ ମକ୍ ପୋଲ ପରେ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।…
Read More...

କେନ୍ଦ୍ରାପଡ଼ା ରାଜନୀତିରେ ନୂଆ ମୋଡ଼: ପାଟକୁରାରେ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲୀପ ରାୟ

କେନ୍ଦ୍ରାପଡ଼ା: ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ପାଟକୁରାରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରେ ଦିଲୀପ ରାୟ କହିଛନ୍ତି…
Read More...

ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହା

ବଡମ୍ବା: କଟକ ବଡମ୍ବାରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହି ପ୍ରଚାର କାର୍ଯ୍ୟକ୍ରମରେ ସେ ଉଭୟ ବିଜେଡି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ।ସେ କହିଛନ୍ତି କି, ଉପକୂଳ…
Read More...

କଟକରେ ଅମିତ ଶାହାଙ୍କ ରୋଡ୍‌ ସୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଲେ

କଟକ: କଟକରେ ବୁଧବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହା ରୋଡ ସୋ’ କରିଛନ୍ତି । ଅମିତ ଶାହାଙ୍କ ରୋଡ୍‌ ସୋ ଦରଘା ବଜାରରୁ ଆରମ୍ଭ ହୋଇ ଚୌଧୁରୀ ବଜାର ଓ ଚଣ୍ଡୀମନ୍ଦିର ଯାଏଁ ହୋଇଥିବା ଜଣାପଡ଼ିଛି। ଶାହା ଦଳୀୟ…
Read More...

ପୁଣି ମାତିଲେ ମାଓବାଦୀ: ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା

ଫୁଲବାଣୀ : କନ୍ଧକାଳ ଜିଲା ଗୋଛାପଡ଼ା ଥାନା ବାରାଲା ଗ୍ରାମ ନିକଟରେ ବୁଧବାର ମାଓବାଦୀଙ୍କ ଗୁଳିମାଡ଼ରେ ଜଣେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ପୋଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ।…
Read More...

ଢ଼େଙ୍କାନାଳରେ ବର୍ଷିଲେ ଅମିତ ଶାହା: ମଙ୍ଗୁଳି ଜେନା ହତ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ

ଢେଙ୍କାନାଳ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବୁଧବାର ଓଡ଼ିଶା ଗସ୍ତରେ ଆସି ଢେଙ୍କାନାଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ମହିଷାପାଟ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଶାହା…
Read More...

ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ତାଲିକା: କଟିଲା ସୁଷମାଙ୍କ ଟିକେଟ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ୪ଟି ଲୋକସଭା ଆସନ ପାଇଁ ବିଜେପି ବୁଧବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିର ଭୋପାଳ ଲୋକସଭା ଆସନ ପାଇଁ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ଟିକେଟ୍‍ ପ୍ରଦାନ କରାଯାଇଛି। ତେବେ କେନ୍ଦ୍ର ବିଦେଶ…
Read More...