ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଉପଲକ୍ଷେ ଟୁଇଟ୍‍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଟୁଇଟ୍‍ କରି…
Read More...

ଫ୍ଲାଇଂ ସ୍କ୍ଵାର୍ଡ-ପୁଲିସର ଚଢ଼ାଉ: ୨ ସ୍ଥାନରୁ ୨ ଲକ୍ଷ ୯୫ ହଜାର ଟଙ୍କା ଜବତ

ବାରିପଦା: ଫ୍ଲାଇଂ ସ୍କ୍ଵାର୍ଡ ଓ ସ୍ଥାନୀୟ ପୁଲିସ ମିଳିତ ଚଢ଼ାଉ କରି ଶନିବାର ୨ଟି ସ୍ଥାନରେ ଅତର୍କିତ ଭାବେ ଚଢ଼ାଉ କରି ୨ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି। ସୂଚନା ଅନୁସାରେ ପୁଲିସ ଟିମ ସଦର ଥାନା ଅନ୍ତର୍ଗତ ଗୁଞ୍ଜସାହି…
Read More...

ମୋଦିଙ୍କ ବିପକ୍ଷରେ ବାରାଣାସୀରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧି !

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ହୋଇ ସକ୍ରିୟ ରାଜନୀତିରେ ଯୋଗ ଦେବା ପରେ ଏବେ ରାଲି କରି ସମର୍ଥକ ବଢ଼ାଇବାରେ ପ୍ରିୟଙ୍କା ଗାନ୍ଧି ଲାଗି ପଡ଼ିଛନ୍ତି। ତେବେ ସମ୍ପ୍ରତି ଖବର ମିଳିଛି କି ପ୍ରିୟଙ୍କା ଗାନ୍ଧି ବାରାଣାସୀରୁ…
Read More...

ଜଙ୍ଗଲରୁ ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ନୂଆପଡା ଜିଲା ଲଖନା ଥାନା ପୁଟକେଲପଡା ଗ୍ରାମ ନିକଟ ଜଙ୍ଗଲରୁ ଶନିବାର ନିଖୋଜ ଥିବା ୨ଯୁବତୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ଏପର୍ଯ୍ୟନ୍ତ ୨ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବଳେ ଏନେଇ…
Read More...

ଧର୍ମେନ୍ଦ୍ରଙ୍କ ଘୋଷଣା: ଟଙ୍କାକରେ ମିଳିବ ଡାଲି, ଚାଉଳ ଏବଂ ଲୁଣ

ଭୁବନେଶ୍ବର : ବିଜେପି କ୍ଷମତାକୁ ଅସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର ୧ ଟଙ୍କାରେ ମିଳିବ । ୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଏବଂ ୫ କୋଜି ଚାଉଳ ମାତ୍ର ୧ ଟଙ୍କାରେ ମିଳିବ ।…
Read More...

ଶେଷ ନିଶ୍ୱାସ ଥିବା ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି: ନବୀନ

ବ୍ରହ୍ମପୁର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନ ଚଳାଇଛନ୍ତି ମାରାଥନ ପ୍ରଚାର । ଧରାକୋଟ, ତୁମୁଡ଼ିବନ୍ଧ ଓ ସୋରଡ଼ା ରୋଡ୍ ସୋ’ ପରେ ଆସିକା ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡି…
Read More...

ନବୀନଙ୍କ ପାଖରେ ନାହିଁ ଗତ ୧୯ ବର୍ଷର ହିସାବ ଏବଂ ଆଗାମୀ ୫ ବର୍ଷର ତାଲିକା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଦୀର୍ଘ ୧୯ ବର୍ଷ ଶାସନରେ ଥିବା ବିଜେଡି ଓ ଏହାର ମୁଖିଆ ନବୀନ ପଟ୍ଟନାୟକଙ୍କର ଚଳିତ ନିର୍ବାଚନରେ ଲୋକମାନଙ୍କ ସାମ୍ନାରେ କୌଣସି ପ୍ରସଙ୍ଗ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ମନ୍ତବ୍ୟ…
Read More...

ରାହୁଲ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଅପମିଶ୍ରଣ କରୁଥିବା ବନ୍ଧୁ ମଧ୍ୟ ମାନୁ ନାହାଁନ୍ତି:ନରେନ୍ଦ୍ର ମୋଦି

ତାମିଲନାଡୁ: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାମିଲନାଡୁର ତେନୀ ଅଂଚଳରେ ପହଂଚିଛନ୍ତି । ସେଠାରେ ସେ ଡିଏମକେ ଏବଂ କଂଗ୍ରେସର ମହାମେଂଟକୁ ଆକ୍ରମଣ କରିଛନ୍ତି । ଏହି ମଧ୍ୟରେ ମୋଦୀ କହିଛନ୍ତି କି,…
Read More...

ବିଜେପିକୁ ଫେରିବାକୁ ଦିଲ୍ଳୀପଙ୍କୁ ଜୁଏଲଙ୍କ ଆହ୍ବାନ୍

ରାଉରକେଲା : ଦିଲ୍ଲୀପ ରାୟଙ୍କ ସମସ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି । ଖୁବ୍ ଶୀଘ୍ର ଦ୍ବିତୀୟ ବ୍ରାହ୍ମଣୀସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଦିଲ୍ଲୀପ ବାବୁଙ୍କୁ ଅନୁରୋଧ…
Read More...

ରାହୁଲଙ୍କୁ ଜେଟ୍‌ଲୀଙ୍କ ପ୍ରଶ୍ନ: ପିଜି ନ କରି ଏମ୍‌ଫିଲ କେମିତି କଲ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଦେଇଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯିବା ପରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ…
Read More...