ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ୯ ଦକ୍ଷ ବ୍ୟକ୍ତିଙ୍କୁ ଯୁଗ୍ମ ସଚିବ ପାହ୍ୟାରେ ନିଯୁକ୍ତି

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୯ଜଣ ଦକ୍ଷ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଧାରଣତଃ କେନ୍ଦ୍ରୀୟ…
Read More...

ନମୋ ଟିଭିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ଆଗ ଅନୁମତି, ପରେ ପ୍ରସାରଣ

ନୂଆଦିଲ୍ଲୀ: ନମୋ ଟିଭିରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ପୂର୍ବ-ପ୍ରମାଣିତ ହେବ ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି କୁ ନିର୍ଦ୍ଦେଶ ପ୍ରଦାନ କରି…
Read More...

ଜାଲିଆନାୱାଲାବାଗର ନରସଂହାର ଘଟଣାକୁ ୧୦୦ ବର୍ଷ ପୁରିଲା

ଅମୃତସର : ପଞ୍ଜାବର ଅମୃତସରର ଜାଲିଆନାୱାଲାବାଗରେ ହୋଇଥିବା ଗଣ ନରସଂହାର ଘଟଣାକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି । ଏହି ସମୟରେ ସେଠାରେ ଏକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି , ଯେଉଁଥିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି…
Read More...

ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେବେ ଶୀଲା ଦୀକ୍ଷିତ!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀର ସାତଟି ଯାକ ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ ସ୍ଥିର କରିସାରିଲେଣି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ…
Read More...

ଜିଲ୍ଲାପାଳମାନଙ୍କୁ ତାଗିଦ୍‌ କଲା ଅବକାରୀ ବିଭାଗ : ନିର୍ବାଚନ, ଭୋଟଗଣତିର ୪୮ ଘଣ୍ଟା ହେବ ‘ଡ୍ରାଏ ଡେ’

ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହି ସମୟରେ ବୁଥ୍‌ର ୭ରୁ ୧୦ କି.ମି. ବ୍ୟାସାର୍ଧ ମଧ୍ୟରେ ଅବସ୍ଥିତ…
Read More...

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍‌ ନଦୀମ୍‌ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ଛକ ଠାରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ ନଦିମ୍ ଆହତ ହୋଇଛି। ତାର ବାମ ଗୋଡରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ…
Read More...

ମୋଦି ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ନଅଦିନର ବ୍ରତ ରଖିଛନ୍ତି ଅଞ୍ଚଳବାସୀ

ବାରାଣାସୀ:୨୦୧୯ ଲୋକସଭା ନିର୍ବାଚନା ପୂର୍ବରୁ ଉତ୍ତରପ୍ରଦେଶର ବଲିୟାର ଏକ ଦୁର୍ଗା ମନ୍ଦିରରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନ୍‌ ବୋଲି ମନେ କରି ପୂଜାର୍ଚ୍ଚନା କରୁଛନ୍ତି। ମୋଦୀ ଦ୍ୱିତୀୟ ଥର ଲାଗି…
Read More...

ଜେଟ୍‌ ଏୟାରୱେଜ୍‌ ସଙ୍କଟ ବଢ଼ିଲା, ବିମାନ ଉଡ଼ାଣ ସଂଖ୍ୟା ୧୧କୁ ହ୍ରାସ

ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଋଣ ବୋଝରେ ବୁଡ଼ିଥିବା ଏହି ସଂସ୍ଥା ବର୍ତ୍ତମାନ ଦେବାଳିଆ ଅବସ୍ଥାକୁ ଚାଲିଆସିଛି। ଋଣ…
Read More...

ଅମିତାଭ ବଚ୍ଚନ ଦେଲେ ୭୦ କୋଟି ଟଙ୍କା ଟିକସ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଖ୍ୟାତ ଅଭିନେତା ଅମିତାଭ ୭୦ କୋଟି ଟଙ୍କା ଟିକସ ଦେଇଥିବା କଥା ଏକ ବିବୃତି ଦେଇ ତାଙ୍କ ମୁଖପାତ୍ର କହିଛନ୍ତି। ନିକଟ ଅତୀତରେ ଅମିତାଭ ବିହାରର ମୁଜାଫରପୁରର ୨, ୦୮୪ ଚାଷୀ କରିଥିବା…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲାର ଗହଣ୍ଡ ଅଞ୍ଚଳରେ କେତଜେଣ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା। ଏହାପରେ ଯବାନମାନେ…
Read More...