ଦେଶରୁ କଂଗ୍ରେସ ହଟାଅ, ଗରିବ ହଟିବ: ନରେନ୍ଦ୍ର ମୋଦି

ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହମଦନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ପ୍ରଚାର ପାଇଁ ଏକ ଜନସଭାରେ ସମ୍ବୋନ୍ଧିତ କରୁଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରକୁ ଆକ୍ରମଣ କରିଛନ୍ତି । ମୋଦି କହିଛନ୍ତି, ଦେଶରୁ…
Read More...

ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୮ ପୂର୍ବତନ ସେନାପ୍ରମୁଖ

ନୂଆଦିଲ୍ଲୀ: ଭାରତର ଆଠଜଣ ପୂର୍ବତନ ସେନା ପ୍ରମୁଖ ସେନାର ରାଜନୈତିକ ବ୍ୟବହାର ରୋକିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି। ଏହି ସେନା ପ୍ରମୁଖମାନେ ସମସ୍ତେ ସୁପ୍ରିମ କମାଣ୍ଡର ଥିଲେ। ସେମାନେ ଚିଠିରେ ଜଣାଇଛନ୍ତି ଯେ…
Read More...

ନବୀନଙ୍କୁ ଓପାଡ଼ି ଫିଙ୍ଗି ଦିଅ, ୫ବର୍ଷରେ ଓଡ଼ିଶା ୧ ନମ୍ବର ହେବ:ଅମିତ ଶାହ

କେନ୍ଦୁଝର: ନବୀନ ସରକାର ଓଡ଼ିଶାରେ ୧୯ ବର୍ଷ ଶାସନ କଲାଣି। କିନ୍ତୁ ରାଜ୍ୟର କିଛି ଉନ୍ନତି ହୋଇନାହିଁ। ରାଜ୍ୟବାସୀଙ୍କୁ ପିଇବାକୁ ଟୋପେ ବିଶୁଦ୍ଧ ପାଣି ମିଳନୁାହିଁ। ଥରେ ବିଜେପି ସରକାର ଆଣ। ୫ ବର୍ଷରେ ଓଡ଼ିଶାକୁ ୧ ନମ୍ବର…
Read More...

ନିର୍ବାଚନ ରୋକିବାକୁ ନକ୍ସଲଙ୍କ ଉଦ୍ୟମ: ଓଡିଶା-ଝାଡଖଣ୍ଡ ସୀମାନ୍ତରେ ବିସ୍ଫୋରଣ

ରାଉରକେଲା : ନିର୍ବାଚନ ଭଣ୍ଡୁର କରିବା ପାଇଁ ନକ୍ସଲଙ୍କ ଚେଷ୍ଟା ଜାରି ରହିଛି । ଗୋଟିଏ ପଟେ ସ୍ବାଭିମାନ ଅଞ୍ଚଳରେ ନକ୍ସଲମାନେ ମୋଟର ଲଞ୍ଚ ଅଟକ ରଖିଥିବା ବେଳେ ଅନ୍ୟ ପଟରେ ଓଡିଶା-ଝାଡଖଣ୍ଡ ସୀମାନ୍ତରେ ଲଙ୍କାକାଣ୍ଡ…
Read More...

ଇଲେକ୍ଟୋରାଲ୍‌ ବଣ୍ଡ୍‌ ମାଧ୍ୟମରେ ମିଳୁଥିବା ଅନୁଦାନର ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ କହିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍‌ ବଣ୍ଡ୍‌ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବାକୁ ହୋଇଥିବା ଆବେଦନକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପ୍ରତି ବିଜ୍ଞପ୍ତି ଜାରି କରି ଶୀର୍ଷ ଅଦାଲତ…
Read More...

ଗୋଟିଏ ଲଞ୍ଚ ଛାଡିଲେ: ଏବେ ବି ଅନ୍ୟ ୩ଟି ଲଞ୍ଚ ନକ୍ସଲ କବଜାରେ

ଚିତ୍ରକୋଣ୍ଡା: କିଛି ଦିନର ନୀରବତା ପରେ ମାଲକାନାଗିରି ଜିଲା ଚିତ୍ରକୋଣ୍ଡାରେ ପୁଣି ନକ୍ସଲମାନେ ନିଜର ସ୍ଥିତି ଜାହିର କରିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ନକ୍ସଲମାନେ ଦୁଇ ଦିନ ହେଲା ସ୍ବାଭିମାନ ଅଞ୍ଚଳରେ ୪ଟି…
Read More...

ପାକିସ୍ତାନ କ୍ୱେଟ୍ଟା ସହରରେ ବୋମା ବିସ୍ଫୋରଣ: ୧୪ ମୃତ, ଅନେକ ଆହତ

କରାଚି: ଶୁକ୍ରବାର ପ୍ରତ୍ୟୁଷରେ ପାକିସ୍ତାନର କ୍ୱେଟ୍ଟା ସହରର ଏକ ପରିବା ହାଟରେ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୪ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଅନ୍ୟାନ୍ୟ ଅନେକ ଆହତ ହୋଇଛନ୍ତି।ବାଲୋଚିସ୍ତାନର ପ୍ରାଦେଶିକ…
Read More...

ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା: ସ୍ଥାନୀୟ ଅଂଚଳରେ ଉତ୍ତେଜନା

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ଥାନା ଅଞ୍ଚଳରେ ଏକ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମଭାବରେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରକାଶ ପାଇଛି ତୀବ୍ର…
Read More...

ଆଜି ଇଲେକ୍ଟୋରାଲ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଇଲେକ୍ଟୋରାଲ ବଣ୍ଡ ପ୍ରଚଳନ ଜାରି ରହିବାକୁ ଦିଆଯାଉ ବୋଲି କେନ୍ଦ୍ର ସରକାର କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏ ସମ୍ବନ୍ଧୀୟ…
Read More...

ସୁଦାନ ରାଷ୍ଟ୍ରପତି ଗିରଫ: ସେନାର କ୍ଷମତା ଦଖଲ

ଖାର୍ଟୁମ: ସୁଦାନର ରାଷ୍ଟ୍ରପତି ଓମାର ଅଲ ବାସିରଙ୍କୁ ଗୁରୁବାର ସେନା କ୍ଷମତାଚ୍ୟୁତ କରିବା ସହ ଗିରଫ କରିଛି। ରାଷ୍ଟପତି ଓମାରଙ୍କ ଗିରଫ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଅୱାଦ ଇନୌଫ ଟେଲିଭିଜନରେ ଘୋଷଣା କରିଛନ୍ତି।…
Read More...