ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୬୦ଲକ୍ଷରୁ ଉର୍ଦ୍ଧ୍ୱ ମତଦାତା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ୟ୍ୟାୟ ନିର୍ବାଚନରେ ୭,୨୩୩ ବୁଥରେ ୨୯,୭୨,୯୨୫ ପୁରୁଷ ଭୋଟର, ୩୦,୩୦,୨୨୨ ମହିଳା ଭୋଟର ଓ ୫୬୦ ତୃତୀୟ ଲିଙ୍ଗ…
Read More...

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଏପ୍ରିଲ୍‌ ୬ ତାରିଖ ଶନିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଅବସରରେ ଦଳର ଅଧ୍ୟକ୍ଷ ଅମିତ ଶାହା କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ୟାମା ପ୍ରସାଦ ମୁଖାର୍ଜୀ,…
Read More...

ବିଧାନସଭା ପାଇଁ ୪୯ ଓ ଲୋକସଭା ପାଇଁ ୫ ନାମାଙ୍କନ ଦାଖଲ

ଭୁବନେଶ୍ୱର: ଚତୁର୍ଥ ପର୍ୟ୍ୟାୟ ବିଧାନସଭା ଆସନ ନିମନ୍ତେ ଶୁକ୍ରବାର ୧୭ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଲୋକସଭା ଆସନ ପାଇଁ ଆଜି କେବଳ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଚତୁର୍ଥ ପର୍ୟ୍ୟାୟ…
Read More...

ଏପ୍ରିଲ ୮ରୁ ନିମ୍ନ ଅଦାଲତ ସକାଳୁଆ

କଟକ : ଏପ୍ରିଲ ୮ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସକାଳୁଆ ହେବ। ସକାଳ ୭ରୁ କୋର୍ଟ କାର୍ଯ୍ୟ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟା ୩୦ରେ କୋର୍ଟ ବସିବେ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ…
Read More...

କନ୍ଧମାଳରେ ଆରମ୍ଭ ହୋଇଛି ରାଜନୀତି : ଆଜି ଆସୁଛନ୍ତି ଯୋଗୀ, ୯ରେ ରାହୁଲ ଓ ୧୧ରେ ନବୀନ

ଫୁଲବାଣୀ : କନ୍ଧମାଳରେ ଆରମ୍ଭ ହୋଇଛି ରାଜନୀତି ତାତି। ଆଉ ମାତ୍ର ୧୨ ଦିନ ପରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରମୁଖ ଦଳର ପ୍ରାର୍ଥୀ ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ପ୍ରଚାରକୁ ଜୋରଦାର କରି ଦେଇଛନ୍ତି। ପ୍ରମୁଖ…
Read More...

ଓଡ଼ିଶା ଗସ୍ତପୂର୍ବରୁ ଟୁଇଟ୍‌ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦୀ ସୁନ୍ଦରଗଡର ରୁପିଢ଼ିହି ଛତାବର ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ…
Read More...

୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସୁରେନ୍ଦ୍ର ପରମାଣିକଙ୍କୁ ସୋର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେହିପରି ଚାନ୍ଦବାଲିରୁ ଦିଗମ୍ବର ଦାସଙ୍କ…
Read More...

ଆଇଏଏସ୍‍ ଟପ୍ପର ହେଲେ କନିଷ୍କ କାଟାରିଆ,୧୧୮ ର‍୍ୟାଙ୍କ୍‌ରେ ଓଡ଼ିଶାର ସୌମ୍ୟରଞ୍ଜନ ରାଉତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୧୮ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ। ଏଥର ଆଇଏଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି କନିଷ୍କ କାଟାରିଆ। କନିଷ୍କଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅକ୍ଷତ ଜୈନ୍‌। ତୃତୀୟ ସ୍ଥାନ ଅକ୍ତିଆର…
Read More...

ବିଜେପିରେ ଯୋଗଦେଲେ ପୂର୍ବତନ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ଦଳ ଛାଡ଼ିବା ପରେ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ…
Read More...

ମେ’ ମାସ ଶେଷ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ୍‌ ପରୀକ୍ଷା ଫଳ ଆଗାମୀ ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ। ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶନ ନେଇ ଶୁକ୍ରବାର ବୋର୍ଡ ସଂପାଦକ…
Read More...