ବିଜେଡିର ତିନି ନୂତନ ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ମାନ୍ୟବର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପ୍ରିୟଦର୍ଶୀ ମିଶ୍ର, ଜନ୍ମେଜୟ ଲେଙ୍କା ଏବଂ ମୀନକେତନ ଅମାନ୍ତଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି।ବିଜୟ ନାୟକ…
Read More...

୪୦ ଦିନରେ ଯବାନ ତିଆରି କଲେ ୨୬୦ ଫୁଟ୍‌ ଝୁଲା ସେତୁ

ଲେହ : ଭାରତୀୟ ସେନା ଯବାନମାନେ ସିନ୍ଧୁ ନଦୀ ଉପରେ ମାତ୍ର ୪୦ ଦିନରେ ୨୬୦ ଫୁଟ ଦୀର୍ଘ ଏକ ଝୁଲା ସେତୁ ନିର୍ମାଣ କରିଛନ୍ତି। ‘ମୈତ୍ରି ସେତୁ’ ନାମକ ଏହି ସେତୂ କେବୁଲ ସାହାଯ୍ୟରେ ନିର୍ମିତ ହୋଇଛି। ଏତେ କମ୍‌ ସମୟ ମଧ୍ୟରେ…
Read More...

୪ଟି ସଭା ସହ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ

କୋରାପୁଟ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ କୋରାପୁଟ ଜିଲ୍ଲାରେ ୪ଟି ସାଧାରଣ ସଭାରେ ଉଦବୋଧନ ଦେବା…
Read More...

ରେଳବାଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ମୋବାଇଲ ଆପ୍‌ ‘କାଇଜାଲା’

ଭୁବନେଶ୍ବର: ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଭାରତୀୟ ରେଳବାଇ କର୍ମଚାରୀମାନେ ମାଇକ୍ରୋସଫ୍ଟ କାଇଜାଲା ମୋବାଇଲ ଆପ୍‌ ସହ ଯୋଡ଼ି ହେବେ। ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଆଜି ସିକନ୍ଦରାବାଦଠାରେ ଏହି ଆପ୍‌କୁ…
Read More...

ଆଜି ନୂଆଦିଲ୍ଲୀ ଠାରେ ନିର୍ବାଚନ କମିସନ୍‌ଙ୍କୁ ଭେଟିବେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ଣ ୪: ୩୦ରେ ବିଜୁ ଜନତା ଦଳର ସ୍ୱତନ୍ତ୍ର ପ୍ରତିନିଧି ଦଳ ନୂଆଦିଲ୍ଲୀ ଠାରେ ଭାରତର ନିର୍ବାଚନ କମିସନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଉପସ୍ଥାପନ କରିବା ନିମନ୍ତେ ଭେଟିବେ।ବିଜୁ ଜନତା ଦଳର…
Read More...

ଏପ୍ରିଲ ୭ରେ ପ୍ରକାଶ କରିପାରେ ବିଜେପି ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ: ଏପ୍ରିଲ୍‌ ୭ ତାରିଖ, ରବିବାର ଦିନ ଭାରତୀୟ ଜନତା ପାର୍ଟି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିପାରେ।ଇସ୍ତାହାର ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଅଧ୍ୟକ୍ଷ ଅମିତ ଶାହା,…
Read More...

ଭୁବନେଶ୍ବରର ତିନି ଆସନ ପାଇଁ ୪୫ ପ୍ରାର୍ଥୀ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଭୁବନେଶ୍ବର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏଥିରେ ଭୁବନେଶ୍ବରର ତିନିଟି ଆସନରୁ ୪୫ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ…
Read More...

ବିଜେଡିରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ

ଭୁବନେଶ୍ୱର: ପୁଣି ଜଣେ ବିଜେଡିର ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। ଆଜି କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ବିଜେଡିର ବରିଷ୍ଠ…
Read More...

ପଦ୍ମ ଧରିଲେ ବିଭୁପ୍ରସାଦ

ଭୁବନେଶ୍ୱର : ବୁଧବାର କଂଗ୍ରେସରୁ ଇସ୍ତଫା ଦେଇଥିବା ନେତା ବିଭୁପ୍ରସାଦ ତରାଇ ଗୁରୁବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଭୁପ୍ରସାଦ ଯୋଗ ଦେଇଛନ୍ତି।…
Read More...

୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି । ଏହିପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖ ଦିନ ୧୨ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୧୧୫ଟି ଆସନରେ…
Read More...