Politics ବିଜେଡ଼ି ଛାଡ଼ିଲେ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ OPA Apr 1, 2019 0 ମୟୂରଭଞ୍ଜ: ବିଜେଡ଼ିକୁ ଆଉ ଏକ ଧକ୍କା। ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସୋମବାର ବିଜେଡ଼ି ଛାଡ଼ିଛନ୍ତି। ସେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଖାଲି ସେତିକି!-->… Read More...
National ନିଲାମ ହେଲା ଦାଉଦ ଇବ୍ରାହିମର ଭଉଣୀ ହସିନାର ଫ୍ଲାଟ OPA Apr 1, 2019 0 ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରର ମୁମ୍ବଇ ନାଗପାଡ଼ାସ୍ଥିତ ଫ୍ଲାଟ୍ ସୋମବାର ୧.୮୦ କୋଟି ଟଙ୍କାରେ ନିଲାମ ହୋଇଯାଇଛି। ବିଦେଶ ମୁଦ୍ରା ବିନିମୟ ଓ ପରିଚାଳନା ଅଧିନିୟମ (ଫେମା) ଅନୁସାରେ!-->… Read More...
Politics ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ OPA Apr 1, 2019 0 ପାରଳାଖେମୁଣ୍ଡି : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି କାଶୀନଗର ବ୍ଲକର ସିଦ୍ଧାବଡ଼ଙ୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ!-->… Read More...
National ବିକ୍ରି ହେବ ନିରବ ମୋଦିଙ୍କ ୧୩ ବିଳାସପୂର୍ଣ୍ଣ କାର୍ OPA Apr 1, 2019 0 ମୁମ୍ବାଇ: ହୀରା ବ୍ୟବସାୟୀ ନିରବ ମୋଦିଙ୍କର ୧୩ଟି ବିଳାସପୂର୍ଣ୍ଣ କାର୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଏପ୍ରିଲ୍ ୧୮ ତାରିଖ ଦିନ ନିଲାମ କରିବାର ସମ୍ଭାବନା ରହିଛି।ରୋଲ୍ସ୍ ରୟେସ୍ ଘୋଷ୍ଟ୍, ପର୍ସି ପାନାମେରା,!-->!-->!-->… Read More...
Politics ୩ ଲୋକସଭା, ୧୧ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର OPA Apr 1, 2019 0 ଭୁବନେଶ୍ୱର : ରାଜ୍ୟର ୩ଟି ଲୋକସଭା ଓ ୧୧ ଟି ବିଧାନସଭା ଆସନ ପାଇଁ ସୋମବାର ବିଜେପି ପ୍ରାର୍ଥୀ ଘୋଷଣା କରିଛି।୩ଟି ଲୋକସଭା ପାଇଁ –ଭଦ୍ରକ- ଅଭିମନ୍ୟୁ ସେଠୀଯାଜପୁର – ଅମିୟ ମଲ୍ଲିକମୟୂରଭଞ୍ଜ – ବିଶ୍ଵେଶ୍ଵର ଟୁଡ଼ୁ୧୧ଟି!-->… Read More...
Odisha ଗୁରୁଙ୍କ ସ୍ଥାନ ପୂରଣ କରିପାରିବନି ଗୁଗଲ : ଭେଙ୍କେୟା ନାଇଡୁ OPA Apr 1, 2019 0 ଭୁବନେଶ୍ୱର: ଭାରତରଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ସାଇ ଇଣ୍ଟରନେସନାଲ ସ୍କୁଲର କାର୍ଯକ୍ରମରେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଓଡିଆରେ ଜଣାଇବା ସହ ଓଡିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା!-->… Read More...
National ଭୂମିକମ୍ପରେ ଥରିଲା ଆଣ୍ଡାମାନ ନିକୋବର : ଦୁଇ ଘଂଟାରେ ୯ ଝଟକା OPA Apr 1, 2019 0 ଆଣ୍ଡାମାନ ନିକୋବର: ସୋମବାର ସକାଳେ ଦୁଇ ଘଣ୍ଟା ଭିତରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ନଅଟି ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର୍ ସ୍କେଲରେ ଏହି!-->… Read More...
National ଏନକାଂଉଟରରେ ଲସ୍କରର ୪ ଆତଙ୍କବାଦୀ ନିହତ OPA Apr 1, 2019 0 ପୁଲୱାମା: ଜାମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏନକାଉଂଟରରେ ଲସ୍କରର ୪ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏବେ ବି ସର୍ଚ ଅପରେସନ ଜାରି ରହିଛି । ଏନକାଉଂଟର ସ୍ଥଳରୁ ବିସ୍ଫୋରକ ଓ ବନ୍ଧୁକ!-->… Read More...
Odisha କାଲି ଆସିବେ ପ୍ରଧାନମନ୍ତ୍ରୀ ମୋଦୀ:୬ ରେ ସୁବର୍ଣ୍ଣପୁର ଆସିବେ OPA Apr 1, 2019 0 ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨ ତାରିଖ ଦିନ ଆସିବେ। ଭବାନୀପାଟଣା ଠାରେ ସେ ନିର୍ବାଚନୀ ପ୍ରଚାର ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ଗସ୍ତ ନେଇ!-->… Read More...
Odisha ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ OPA Apr 1, 2019 0 ଭୁବନେଶ୍ୱର: ଭାରତରଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ୍ ଏବଂ!-->… Read More...