Odisha ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତୀଙ୍କୁ ଅସମ୍ମାନ OPA Mar 31, 2019 0 ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆସିଛି । କଥାଟା ହେଉଛି, ଜଣେ ଅଜଣା ଯୁବକ ପ୍ରଥମେ ଫେସବୁକରେ ଫ୍ୟାନ୍ ଭାବେ ଦୂତୀଙ୍କୁ ପଠାଇଲା ଫ୍ରେଣ୍ଡ!-->… Read More...
Odisha କଟକରେ ବାର୍ଡ ଫ୍ଲୁ ଆତଙ୍କ:ବିକ୍ରି ଉପରେ ଜାରି ହେଲା ନିଷିଦ୍ଧାଦେଶ OPA Mar 31, 2019 0 କଟକ: କଟକରେ ବାର୍ଡ ଫ୍ଲୁ ଆତଙ୍କ । ଏ ନେଇ ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ, କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ!-->… Read More...
National ଚୀନ କାରଖାନାରେ ବିସ୍ଫୋରଣ: ୭ ମୃତ OPA Mar 31, 2019 0 ନାନଜିଙ୍ଗ: ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ରବିବାର ସକାଳେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର!-->… Read More...
Odisha ପୁରୀରେ ତପସ୍ୱୀନି ଏକ୍ସପ୍ରେସରେ ନିଆଁ ଲଗାଇଥିବା ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍ OPA Mar 31, 2019 0 ପୁରୀ: ପୁରୀରେ ହୋଲି ଦିନ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ସଂପୃକ୍ତ ଅଭିଯୁକ୍ତ ବ୍ରହ୍ମପୁରର ଅଶୋକ ପ୍ରଧାନ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଗିରଫ!-->… Read More...
National ମିଗ୍ ୨୭ ୟୁପିଜି ବିମାନ ଦୁର୍ଘଟଣାଗ୍ରସ୍ତ OPA Mar 31, 2019 0 ନୂଆଦିଲ୍ଲୀ: ଆଜି ସକାଳେ ରାଜସ୍ଥାନର ଯୋଧପୁରରୁ ନିୟମିତ ଅଭିଯାନରେ ଥିବା ଗୋଟାଏ ମିଗ୍ ୨୭ ୟୁପିଜି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସିରୋହି ଅନ୍ତର୍ଗତ ଶେଓଗଞ୍ଜ ନିକଟବର୍ତ୍ତୀ ଗୋଦାନା ନିକଟରେ ବିମାନଟି ଖସି ପଡ଼ିଛି। Read More...
Odisha ଏପ୍ରିଲ୍ ୨ରେ କଳାହାଣ୍ଡି ଓ ୬ରେ ସୁନ୍ଦରଗଡ଼ ଆସିବେ ପ୍ରଧାନମନ୍ତ୍ରୀ OPA Mar 31, 2019 0 ନୂଆଦିଲ୍ଲୀ: ଏପ୍ରିଲ୍ ୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଓଡ଼ିଶା ଆସୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ରବିବାର ଦିନ ସୂଚନା ଦେଇଛନ୍ତି। ସେ ଦିନ ମୋଦି ସୁନ୍ଦରଗଡ଼ରେ ଗୋଟିଏ ସାଧାରଣ!-->… Read More...
Odisha ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି OPA Mar 31, 2019 0 ଭୁବନେଶ୍ବର : ଆସନ୍ତାକାଲି ଭାରତର ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ବର ଆସୁଛନ୍ତି। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏସସିବି ମେଡିକାଲର ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ହେବାକୁ ମନୋନୀତ!-->… Read More...
National ଚୀନ୍ ର ଦ୍ୱିତୀୟ ବିଆରଆଇ ବୈଠକରେ ସାମିଲ ହେବେ ୧୦୦ ରୁ ଅଧିକ ଦେଶର ପ୍ରତିନିଧି:ବୈଠକକୁ ବହିଷ୍କୃତ କରିବ ଭାରତ OPA Mar 31, 2019 0 ନୂଆଦିଲ୍ଲୀ: ଚୀନ୍ ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ର ଦ୍ୱିତୀୟ ବୈଠକରେ ୧୦୦ ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ । ଜଣେ ବରିଷ୍ଠ ଚୀନ୍ ଅଧିକାରୀ ଶନିବାର କହିଥିଲେ ଏଥିରେ ୪୦ ଟି ଦେଶର ସରକାର ତଥା ନେତା!-->… Read More...
Politics ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ରାହୁଲ OPA Mar 31, 2019 0 ନୂଆଦିଲ୍ଲୀ: ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲଙ୍କ ପାରମ୍ପାରିକ ସିଟ ଆମେଥି ବ୍ୟତୀତ କେରଳର ୱାଇନାଡ଼ରୁ ନିର୍ବାଚନ ଲଢ଼ିବେ ରାହୁଲ । ଲୋକସଭା ନିର୍ବାଚନରେ ଦୁଇଟି!-->… Read More...
Odisha ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିବ ବିମାନ OPA Mar 31, 2019 0 ଝାରସୁଗୁଡ଼ା : ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେଉଥିବା ନେଇ ବନ୍ଦର କତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିବ। ଏଥିପାଇଁ!-->… Read More...