Bignews ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ OPA Apr 11, 2022 0 ପୁରୀରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି। ଏହି ଅବସରରେ… Read More...
Bignews ଶାହାବାଜ ସରିଫ ହେଲେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ OPA Apr 11, 2022 0 ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ପାଓ୍ୱାର୍ ଗେମ୍ରେ ଇମ୍ରାନ୍ ଆଉଟ୍ ପରେ ବିରୋଧୀ ଦଳର ଶାହାବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଦେଶର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।… Read More...
National ବଦଳିବ ‘ରୁଚି ସୋୟା’ର ନାମ, ହେବ ‘ପତଞ୍ଜଳି ଫୁର୍ଡସ’ OPA Apr 11, 2022 0 ଯୋଗଗୁରୁ ବାବା ରାମଦେବଙ୍କ ମାଲିକାନାରେ ଥିବା ହରିଦ୍ୱାରସ୍ଥିତ ପତଞ୍ଜଳି ଗ୍ରୁପର ଫାର୍ମ ରୁଚି ସୋୟା ତରଫରୁ ଘୋଷଣା କରାଯାଇଛିକି ତାହାର ନିର୍ଦ୍ଦେଶକ ମଣ୍ଡଳୀ ମୂଳ କମ୍ପାନୀର ନାଁ ପରିବର୍ତ୍ତନ କରି ପତଞ୍ଜଳି ଫୁର୍ଡସ କରିବା… Read More...
Odisha ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା; ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ OPA Apr 11, 2022 0 ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା । ଫଳରେ ପୁଣି ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି। ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିଥିବା ଜଣାଯାଇଛି। ମହାସ୍ନାନ ନୀତି ସରିବା… Read More...
National ୧୫ ବର୍ଷ ପରେ ସାଉଦି ଆରବରେ ଏଭଳି ଘଟିଲା ଘଟଣା; ରମଜାନ ଦିନ ଖୋଲିବ ସମସ୍ତ ସ୍କୁଲ OPA Apr 11, 2022 0 ସାଉଦି ଆରବରେ ରମଜାନ ଦିନ ସମସ୍ତ ସ୍କୁଲ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛି ସାଉଦି ଶିକ୍ଷା ମନ୍ତ୍ରଣାଳୟ । ସରକାରଙ୍କ ଏହି ନିଷ୍ପତ୍ତି କିନ୍ତୁ ଲୋକଙ୍କୁ ପସନ୍ଦ ଆସିନାହିଁ । ଯେଉଁଥିପାଇଁ ଲୋକେ ନାରାଜ ହୋଇ ଯାଇଥିବା… Read More...
National ରାସାୟନିକ କାରଖାନାରେ ବିସ୍ଫୋରଣ; ୬ ମୃତ OPA Apr 11, 2022 0 ଗୁଜରାଟର ଭାରୁଚରେ ସୋମବାର ଏକ ରାସାୟନିକ କାରଖାନାରେ ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।… Read More...
Bignews ଆର୍. ପି. କୋଚେ ହେଲେ ନୂଆ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ OPA Apr 11, 2022 0 ବଦଳିଲେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ । ପୂର୍ବରୁ ଗୁଇନ୍ଦା ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଆର୍. ପି. କୋଚେଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିିଳିଛି ।… Read More...
Odisha ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ OPA Apr 10, 2022 0 ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ । ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ… Read More...
National ଆସନ୍ତାକାଲି ମୋଦି-ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ OPA Apr 10, 2022 0 ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହେବ ଭର୍ଚୁଆଲ ବୈଠକ। ଏହି ବୈଠକରେ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କୁହାଯାଉଛି। ୟୁକ୍ରେନ ଏବଂ ରୁଷ… Read More...
Odisha ବସ୍-ହାଇଓ୍ୱା ମୁହାଁମୁହିଁ; ୭ ଯାତ୍ରୀ ଗୁରୁତର OPA Apr 10, 2022 0 ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଅଘଟଣ। ଦର୍ଶନ ସାରି ଫେରିଲା ବେଳେ ବସ୍-ହାଇଓ୍ୱା ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା… Read More...