Bignews ଆତଙ୍କବାଦୀ ହାଫିଜ୍ ସଇଦକୁ ୩୧ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ OPA Apr 8, 2022 0 ଜମାତ-ଉଦ-ଦାବା ମୁଖ୍ୟ ହାଫିଜ୍ ସଇଦକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଆଉ ଦୁଇଟି ମାମଲାରେ ୩୧ ବର୍ଷ ପାଇଁ ସଜ୍ଜା ଶୁଣାଯାଇଛି । ପାକିସ୍ତାନର ଆଣ୍ଟି ଟେରର୍ କୋର୍ଟ ହାଫିଜ୍ ସଇଦଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ଏ… Read More...
Odisha ରାଜଧାନୀରେ ମାଛ ଟ୍ରକ ପଛରେ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ OPA Apr 8, 2022 0 ରାଜଧାନୀର ସିଆରପି ଛକ ଓଭରବ୍ରିଜ ଉପରେ ମାଛ ଟ୍ରକ ପଛରେ ପିଟିଲା ରିଲାଏନ୍ସ କମ୍ପାନୀର ଟ୍ରକ । ଦୁର୍ଘଟଣାରେ ରିଲାଏନ୍ସ ଟ୍ରକର ଡ୍ରାଇଭର ଓ ଅନ୍ୟ ଜଣେ ରିଲାଏନ୍ସ କମ୍ପାନୀର କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସଂଗେସଂଗେ… Read More...
Odisha ଚାନ୍ଦିପୁରରୁ ଏସଏଫଡିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ OPA Apr 8, 2022 0 ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ(ଏସଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍… Read More...
National UNHRCରୁ ବାଦ ପଡ଼ିଲା ଋଷ OPA Apr 8, 2022 0 ଜାତିସଂଘର ମାନବାଧିକାର କାଉନସିଲ- UNHRCରୁ ବହିଷ୍କୃତ ହେଲା ଋଷ । ଜାତିସଂଘ ସାଧାରଣ ପରିଷଦରେ ଏନେଇ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ସପକ୍ଷରେ ୯୩ଟି ଦେଶ ଭୋଟ୍ ଦେଇଥିବା ବେଳେ ,୨୪ଟି ଦେଶ ପ୍ରସ୍ତାବକୁ ବିରୋଧ… Read More...
Odisha ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ OPA Apr 8, 2022 0 ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ। ଓଟିଇଟି ୨୦୨୧(ଦ୍ୱିତୀୟ) ର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ www.bseodisha.ac.in ରେ ରେଜଲ୍ଟ ଉପଲବ୍ଧ ହୋଇଛି।ପରୀକ୍ଷାର୍ଥୀ ମାନେ ନିଜର… Read More...
National ୧୦ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ OPA Apr 8, 2022 0 ଏପ୍ରିଲ ୧୦ ତାରିଖ ରବିବାରଠାରୁ ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିପାରିବ ବୁଷ୍ଟର ଡୋଜ୍ । ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ପାଇଁ କୋଭିଡ ଟିକାର ୩ୟ ଖୁରାକ୍ ଅର୍ଥାତ ବୁଷ୍ଟର ଡୋଜ ଦିଆଯିବ… Read More...
Corporate ଅପରିବର୍ତ୍ତିତ ରହିଲା ରେପୋରେଟ୍ OPA Apr 8, 2022 0 ନୂତନ ଆର୍ଥିକ ବର୍ଷ ୨୦୨୨-୨୩ ର ପ୍ରଥମ ବୈଠକରେ ମନିଟାରି ପଲିସି ଫଳାଫଳକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଘୋଷଣା କରିଛନ୍ତି। ରେପୋରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖାଯିବା ସହ ରିଭର୍ସ ରେପୋରେଟ୍ ମଧ୍ୟ ୩.୩୫… Read More...
Corporate ଡିଜିଟାଲ୍ ବ୍ୟାଙ୍କିଂକୁ ନେଇ ଆରବିଆଇର ନୂଆ ଗାଇଡଲାଇନ OPA Apr 8, 2022 0 ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ବ୍ୟାଙ୍କିଂକୁ ନେଇ ନୂଆ ନିୟମ ଜାରି କରିଛି । ଦେଶର ବ୍ୟାଙ୍କ ଗୁଡ଼ିକ କ୍ରମାଗତ ଭାବରେ ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ଖୋଲିପାରିବେ । ଏହି ୟୁନିଟ୍ ୨ ପ୍ରକାରର ହେବ ।ଯେଉଁଥିରେ… Read More...
Odisha ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ OPA Apr 7, 2022 0 ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ”… Read More...
Odisha ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ : ଧର୍ମେନ୍ଦ୍ର ପ୍ରଧାନ OPA Apr 7, 2022 0 ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ… Read More...