National ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ OPA Mar 25, 2019 0 ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍ ହିମା କୋହଲି ଏବଂ!-->… Read More...
Politics କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା OPA Mar 25, 2019 0 ଭୁବନେଶ୍ୱର: ଓଡିଶା ପାଇଁ କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପ୍ରଚାର ମୈଦାନରେ!-->… Read More...
National ଆଇଏସ୍ ଓ ଅଲ୍ କାଏଦା ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ମୁମ୍ବାଇ, ଦିଲ୍ଲୀ ଓ ଗୋଆରେ ହାଇଆଲର୍ଟ OPA Mar 25, 2019 0 ନୂଆଦିଲ୍ଲୀ: ଇସ୍ଲାମିକ ଷ୍ଟେଟ୍ସ(ଆଇଏସ୍) ଓ ଅଲ୍ କାଏଦାର ଆତଙ୍କବାଦୀମାନେ ନିକଟ ଭବିଷ୍ୟତରେ ଭାରତରେ ଆକ୍ରମଣ କରିପାରନ୍ତି ବୋଲି ଦୁଇଟି ଜାତୀୟ ଗୁଇନ୍ଦା ସଂସ୍ଥା ସର୍ତକ ସୂଚନା ଦେବା ପରେ ମୁମ୍ବାଇ, ଗୋଆ ଓ ଦିଲ୍ଲୀରେ!-->… Read More...
National କଂଗ୍ରେସର ବଡ଼ ଘୋଷଣା: ଗରିବ ପରିବାରଙ୍କ ଖାତାରେ ପ୍ରତିବର୍ଷ ଜମା ହେବ ୭୨ ହଜାର ଟଙ୍କା OPA Mar 25, 2019 0 ନୂଆଦିଲ୍ଲୀ : ନିର୍ବାଚନ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶରୁ ଦାରିଦ୍ର୍ୟ ହଟାଇବା ପାଇଁ ବଡ଼ ଘୋଷଣା କରିଛି। ସୋମବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି,!-->… Read More...
Politics ବିଜେପିରେ ଯୋଗ ଦେଲେ ଜୟପ୍ରଦା: ରାମପୁରରେ ଆଜମ ଖାନ୍ଙ୍କୁ ଦେବେ ଟକ୍କର OPA Mar 25, 2019 0 ଲକ୍ଷ୍ନୌ : କିଛି ଦିନ ହେଲା ବଲିଉଡ୍ ଫିଲ୍ମ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଆଜି ସେ ବିଜେପିରେ ଯୋଗ ଦେଇ ହେଉଥିବା ଚର୍ଚ୍ଚାକୁ ସତ!-->… Read More...
Politics ବିଜେପୁର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ OPA Mar 25, 2019 0 ବରଗଡ଼: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମଧ୍ୟାହ୍ଣ ୨.୪୦ରେ!-->… Read More...
Politics କନ୍ଧମାଳ ଲୋକସଭା ପ୍ରାର୍ଥୀଙ୍କ ଭିତରେ ହେବ କଡା ଟକ୍କର OPA Mar 25, 2019 0 ଫୁଲବାଣୀ : ଏଥର ନିର୍ବାଚନରେ କନ୍ଧମାଳ ଲୋକସଭା ପ୍ରାର୍ଥୀଙ୍କ ଭିତରେ ହେବ କଡା ଟକ୍କର । ଆଜି ୨ ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । କନ୍ଧମାଳ ପାଇଁ ପୂର୍ବରୁ ବିଜେଡି ଏବଂ!-->… Read More...
Politics ହିଞ୍ଜିଳିରେ ନବୀନଙ୍କ ବିପକ୍ଷରେ ଲଢ଼ିବେ ପୀତାମ୍ବର OPA Mar 25, 2019 0 ଭୁବନେଶ୍ୱର: ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାମ୍ନା କରିବେ ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପୀତାମ୍ବର ଆଚାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ତାଲିକାରେ ହିଞ୍ଜିଳି ବିଧାନସଭା!-->… Read More...
Politics ପ୍ରମିଳା, ପ୍ରସନ୍ନ ଓ ସୁରେଶ କଲେ ପ୍ରାର୍ଥିପତ୍ର ଦାଖଲ OPA Mar 25, 2019 0 ଭୁବନେଶ୍ୱର: ଆସିକା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଆଜି ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରମିଳାଙ୍କ ସାଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା!-->… Read More...
Politics ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ OPA Mar 25, 2019 0 କନ୍ଧମାଳ: ସୋମବାର ମଧ୍ୟାହ୍ନରେ କନ୍ଧମାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମାଜିକୁଦା ଛକରୁ ସମର୍ଥକ ଓ ବିଜେଡି କର୍ମୀମାନଙ୍କ!-->… Read More...