Politics ପଦ୍ମ ଧରିଲେ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, କଟକରୁ ଏମପି ଲଢିବେ ! OPA Mar 24, 2019 0 ଭୁବନେଶ୍ବର : ପଦ୍ମ ଧରିଲେ ପ୍ରକାଶ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି!-->… Read More...
National ପତ୍ନୀଙ୍କ କଷ୍ଟ ସହି ନ ପାରି ସ୍ୱାମୀ ବନାଇଲେ ରିମୋଟଯୁକ୍ତ ଟଏଲେଟ ବେଡ: ନ୍ୟାସନାଲ ଆଓ୍ଵାର୍ଡରେ ହେଲେ ପୁରସ୍କୃତ OPA Mar 24, 2019 0 ଚେନ୍ନାଇ: ତାମିଲନାଡୁର ଜଣେ ବ୍ୟକ୍ତି ବିଛଣାରେ ପଡ଼ିଥିବା ପତ୍ନୀଙ୍କ କଷ୍ଟକୁ ଦେଖି ରିମୋଟରେ ଚାଲୁଥିବା ଟଏଲେଟ ବେଡ ବନାଇଥିଲେ। ଚେନ୍ନାଇର ୪୨ବର୍ଷୀୟ ଏସ୍.ସର୍ବନା ମୃଥ୍ୟୁଙ୍କୁ ଏଥିପାଇଁ ନ୍ୟାସନାଲ ଇନୋଭେସନ୍!-->… Read More...
National ଚାଇନାରେ ରାସାୟନିକ କାରଖାନାରେ ବିସ୍ଫୋରଣ : ୪୪ ମୃତ, ୩୨ ଗୁରୁତର OPA Mar 24, 2019 0 ଚାଇନା :ପୂର୍ବ ଚାଇନାର ୟାଞ୍ଚେଙ୍ଗ୍ ସହରରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ!-->… Read More...
National ଜମ୍ମୁ- କଶ୍ମୀରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଯବାନ ସହିଦ OPA Mar 24, 2019 0 ଜମ୍ମୁ: ରବିବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି।ଶନିବାର ସନ୍ଧ୍ୟା ପ୍ରାୟ ୫: ୩୦ ସମୟରେ ପୁଞ୍ଚ୍ର ଶହାପୁର ଏବଂ କେର୍ଣ୍ଣି!-->… Read More...
National ପାକିସ୍ତାନରେ ହିନ୍ଦୁ ବାଳିକା ଅପହରଣ ଘଟଣା : ସୁଷମାଙ୍କ ହସ୍ତକ୍ଷେପ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଇମ୍ରାନ ଖାଁ OPA Mar 24, 2019 0 ଇସ୍ଲାମାବାଦ : ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ ଓ ବଳପୂର୍ବକ ଧର୍ମପରିବର୍ତ୍ତନ ଘଟଣାରେ ଭାରତର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ପାକିସ୍ତାନ ସରକାରଙ୍କ ଚେତା ପଶିଛି ।!-->… Read More...
Politics ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ OPA Mar 24, 2019 0 ନୟାଗଡ: ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭରୁ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ନୟାଗଡରୁ ଆରମ୍ଭ ହେଲା ବିଜେଡିର ପ୍ରଚାର ଅଭିଯାନ । ୨୧ ରୁ!-->… Read More...
Politics ବିଜେପିକୁ ଫେରିବେ ବିଜୟ OPA Mar 24, 2019 0 ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେଇଥିବା ନେତା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏ ସଂକ୍ରାନ୍ତରେ ରବିବାର ଦିନ ବୈଠକ ବସି ନିଷ୍ପତ୍ତି ପ୍ରାୟ ଚୂଡ଼ାନ୍ତ ହୋଇ ଯାଇଛି।!-->… Read More...
Politics ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା OPA Mar 24, 2019 0 ଭୁବନେଶ୍ୱର: ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୟପୁର ଓ କଳାହାଣ୍ଡିରେ ନିର୍ବାଚନୀ ସଭା କରିବେ ମୋଦି । ମୋଦି ମାର୍ଚ୍ଚ ୨୯ରେ ଜୟପୁର ଏବଂ ଏପ୍ରିଲ ୧ ତରିଖରେ କଳାହାଣ୍ଡିରେ!-->… Read More...
Politics ସପାର ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା: ପ୍ରଚାରର ମଙ୍ଗ ଧରିବେ ଅଖିଳେଶ OPA Mar 24, 2019 0 ଲକ୍ଷ୍ନୌ: ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ସପା ତଥା ସମାଜବାଦୀ ପାର୍ଟି ଘୋଷଣା କରିଛି ୧୭ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ତେବେ ସପା ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ!-->… Read More...
Entertainment ଫିଲ୍ମଫେୟାର ପୁରସ୍କାର : ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ OPA Mar 24, 2019 0 ମୁମ୍ବାଇ : ଗତ ସଂଧ୍ୟାରେ ଘୋଷିତ ହୋଇଛି ଫିଲ୍ମଫେୟାର ପୁରସ୍କାର ୨୦୧୯ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ!-->… Read More...