ପଶ୍ଚିମବଙ୍ଗରୁ ଓଡ଼ିଆ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ପଶ୍ଚିମବଙ୍ଗର ଦାନ୍ତୁନ୍‌ ଥାନା ଅନ୍ତର୍ଗତ ରାଜନଗରରୁ ଜଣେ ଓଡ଼ିଆ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟବସାୟୀଙ୍କ ନାମ ବାପୁନ ଭୂୟାଁ ବୋଲି ଜଣାପଡ଼ିଛି। ଜଳେଶ୍ୱର…
Read More...

ରାଜ୍ୟର ୧୦ ଜିଲ୍ଲାରେ ଘଡଘଡି ସହ ବର୍ଷାର ସମ୍ଭାବନା

ଭୁବନେଶ୍ୱର:  ୧୦ ଜିଲ୍ଲାକୁ ବଜ୍ରପାତ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସନ୍ଧ୍ୟା ୭ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି…
Read More...

ପଦ୍ମ ଧରିଲେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ବିଜେପିରେ ସାମିଲ ହେଲେ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଗମ୍ଭୀର । ଚଳିତ ନିର୍ବାଚନରେ ଦିଲ୍ଲୀରୁ ନିର୍ବାଚନ…
Read More...

୩ ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ନିପାତ, ୧୨ ବର୍ଷ ବୟସ୍କ ନାବାଳକ ମୃତ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀର ଉପତ୍ୟକାର ସୋପର ଅଞ୍ଚଳରେ ଆଜି (ଶୁକ୍ରବାର) ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ତିନିଟି ପୃଥକ୍‌ ପୃଥକ ଏନ୍‌କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିବା…
Read More...

ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ନିଆଁ : ୩ଟି ବଗିରେ ଅଗ୍ନିକାଣ୍ଡ

ପୁରୀ: ତପସ୍ୱିନୀ ଏକ୍ସପ୍ରେସରେ ନିଆଁ । ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଏକ୍ସପ୍ରେସର ୩ଟି ବଗିରେ ନିଆଁ ଲାଗିଛି । ପୁରୀ ଷ୍ଟେସନରେ ଟ୍ରେନଟି ଛିଡା ହୋଇଥିବାବେଳେ ଅଗ୍ନିକାଣ୍ଡ ଘଟିଛି । ଦମକଳ…
Read More...

ରାଉରକେଲା ଷ୍ଟେସନ୍‌ରୁ ୨କୋଟି ୨୩ ଲକ୍ଷ ଟଙ୍କା ଜବତ, ୩ ଗିରଫ

ଭୁବନେଶ୍ବର : ରାଉରକେଲା ଷ୍ଟେସନ୍‌ରୁ ଆରପିଏଫ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ ଶ୍ରୀବାସ୍ତବଙ୍କ ଠାରୁ ଟଙ୍କା ଜବତ ହୋଇଥିବା…
Read More...

ଗିରଫ ହେଲା ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ସଜ୍ଜାଦ ଖାନ

ନୂଆଦିଲ୍ଲୀ: ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଜ୍ଜାଦ ଖାନକୁ ଶୁକ୍ରବାର ଦିଲ୍ଲୀ ପୁଲିସ ଗିରଫ କରିଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ତାକୁ ଠାବ କରି ଗିରଫ କରିଛି। ପୁଲଓ୍ବାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ…
Read More...

କର୍ଣ୍ଣାଟକ ଧାରୱାର୍ଡରେ କୋଠା ଭୁଷୁଡ଼ିବା ଘଟଣା : ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୫୬ ଆହତ

କର୍ଣ୍ଣାଟକ: କର୍ଣ୍ଣାଟକର ଧାରୱାର୍ଡରେ ଥିବା କୁମାରେଶ୍ବରନଗରରେ ଗତ ମଙ୍ଗଳବାରଦିନ କୋଠା ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା…
Read More...

ଜମ୍ମୁ-କାଶ୍ମୀରରେ ୨୪ଘଂଟାରେ ୪ ଏନକାଉଂଟରେ ୫ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଗତ ୨୪ଘଂଟା ମଧ୍ୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ୪ଟି ଏନକାଉଂଟର ହୋଇଛି । ଏଥିରେ ୫ ଜଣ ଆତଙ୍କାବଦୀଙ୍କୁ ନିହତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ସୋପିୟାଁ ଜିଲ୍ଳାର…
Read More...

ଓଡିଶା ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ୨୦୧୯ ନିର୍ବର୍ଚନ ମହାସମର ପାଇଁ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ଘୋଷଣା କରିଥିବା ବେଳେ ଓଡିଶାର ୧୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା…
Read More...