ବାପା ମୁଲାୟମ୍‌ଙ୍କ ଆଜମଗଡ଼ ଆସନରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ: ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଆଜମଗଡ଼ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି ଅଖିଳେଶଙ୍କ ବାପା ମୁଲାୟମ୍‌ ସିଂହ ଯାଦବ।ରବିବାର ଦିନ ଦଳ ତା’ର…
Read More...

କଟକରୁ ଲଢିପାରନ୍ତି ପ୍ରକାଶ ମିଶ୍ର

କଟକ: ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି। ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି।ମିଳିଥିବା…
Read More...

କଂଗ୍ରେସ ଜାରି କଲା ଆଉ ଏକ ତାଲିକା , ଲିଷ୍ଟରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । କଂଗ୍ରେସର ପକ୍ଷରୁ ଗତ ରାତିରେ ଜାରି କରାଯାଇଥିବା ୩୮ ଜଣିଆ ତାଲିକାରେ ଦିଗବିଜୟ ସିଂହଙ୍କ ନାଁ…
Read More...

ଆଜିଠାରୁ ବିଜେପି ଆରମ୍ଭ କରିବ ନିର୍ବାଚନୀ ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଲାଗି ରବିବାରଠାରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଶନିବାର ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖ୍‌ତାର୍‌ ଆବ୍‌ବାସ୍‌…
Read More...

ବିଜେଡି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ପ୍ରଚାରର ମୂଳଦୁଆ ପକାଇବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାରି  କରିଛି ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏଥି ମଧ୍ୟରେ ୧ ନମ୍ବରରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିବାବେଳେ ପ୍ରଥମ ୧୦ଟି ସ୍ଥାନରେ ବରିଷ୍ଠ ନେତା…
Read More...

ତୃଣମୂଳ କଂଗ୍ରେସ ନିଜ ଚିହ୍ନରୁ ‘କଂଗ୍ରେସ’ ନାମକୁ ହଟାଇଲା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରୁ ଅଲଗା ହେବାର ୨୧ବର୍ଷ ପରେ ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମ୍‌ସି ପାର୍ଟି ନିଜ ଲୋଗରୁ କଂଗ୍ରେସ ଶବ୍ଦ ହଟାଇ ଦେଇଛି। ପାର୍ଟିର ନୂଆ ଲୋଗରେ ସବୁଜ ରଙ୍ଗରେ ତ୍ରୁଣମୂଳ…
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ, ମେ ୬ରୁ ଖରାଛୁଟି,୬ଟା୩୦ରୁ ୧୦ଟା ୩୦ ପାଠ ପଢା

ଭୁବନେଶ୍ବର : ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟର ଭଭୟ ସରକାରୀ ଓ ବେସକାରୀ ସ୍କୁଲରେ ଲାଗୁ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ଣ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଆଜି ଏହି ନିର୍ଦେଶ ନାମା ଜାରି କରିଛନ୍ତି । ସକାଳ ୬ଟା…
Read More...

୧୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେଲେଙ୍ଗାନାର ଆଦିଲାବାଦ ପାଇଁ ସୟମ ବାବୁ…
Read More...

ଭାରତୀୟ ସେନାର ଜବାବ ଆକ୍ରମଣରେ ୧୨ ପାକ୍ ସେନା ନିହତ: ପାକ୍ ସେନାକୁ ହସ୍ତାନ୍ତର କଲା ଭାରତୀୟ ସେନା

ଶ୍ରୀନଗର: ବାଲାକୋଟ ଆକ୍ରମଣ ପରେ ପ୍ରତିଦିନ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଘଂନ କରୁଛି । ଏନେଇ ଭାରତୀୟ ସେନା ଜବାବ ଦେଉଥିବା ଦେଖିବାକୁ ମିଳୁଛି । ବାରମ୍ବାର ଏଭଳି ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଘଂନ କାରଣରୁ ବହୁ…
Read More...

ପରବର୍ତ୍ତୀ ନୌସେନା ମୁଖ୍ୟ ଭାଇସ୍‌-ଆଡମିରାଲ୍‌ କରମବୀର ସିଂ

ନୂଆଦିଲ୍ଳୀ: ଭାଇସ୍‌-ଆଡମିରାଲ୍‌ କରମ୍‌ବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଡମିରାଲ୍‌ ସୁନୀଲ ଲାନ୍‌ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରୁଥିବାରୁ ଭାଇସ୍‌-ଆଡମିରାଲ୍‌ ସିଂଙ୍କୁ ପଦୋନ୍ନତି…
Read More...