Odisha ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ, ୪ ଗିରଫ OPA Feb 22, 2019 0 ରାୟଗଡ଼ା: ପଦ୍ମପୁର ଥାନା ଅନ୍ତର୍ଗତ ପାଟିଲବନ୍ଧ ଛକରୁ ଶୁକ୍ରବାର ଏକ ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗଂଜାମ, ଗଜପତି, ରାୟଗଡ଼ା ଓ!-->… Read More...
National ଜାତିସଂଘରେ ପାକିସ୍ତାନକୁ ଝଟ୍କା: ପୁଲୱାମା ଆକ୍ରମଣର ବଦ୍ଲା ନେବାକୁ ଭାରତକୁ ମିଳିଲା ସ୍ୱାଧୀନତା OPA Feb 22, 2019 0 ୱାଶିଂଟନ୍: ଜାତିସଂଘରେ ପାକିସ୍ତାନକୁ ଝଟ୍କା ମିଳିଛି । ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ଏକସ୍ୱରରେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର!-->… Read More...
Odisha ବିମାନ ବନ୍ଦରରୁ ପୁଣି ସୁନା ଜବତ OPA Feb 22, 2019 0 ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବ୍ୟାଙ୍କକରୁ କୋଲକାତା ଆସୁଥିବା ଜଣେ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୨୮୩ ଗ୍ରାମ ସୁନା ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା!-->… Read More...
Odisha ମ୍ୟାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ କଥା ମାନିଲେ ବୋର୍ଡ କର୍ତ୍ତୃପକ୍ଷ OPA Feb 22, 2019 0 ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ଅର୍ଥାତ୍ ଆଜି ପ୍ରଶ୍ନପତ୍ର ଲିକ୍ ହୋଇଥିବା କଥା ସ୍ୱୀକାର କରିଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ। ଯାହାକୁ ନେଇ ଛାତ୍ରଛାତ୍ରୀ ଓ ତାଙ୍କ!-->… Read More...
Odisha ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ OPA Feb 22, 2019 0 ଭୁବନେଶ୍ୱର: ପୁଣି ଭୁବନେଶ୍ୱରରେ ବାଘ ଆତଙ୍କ । ରାଜଧାନୀର ରଙ୍ଗମାଟିଆ ତଳସାହି ଅଂଚଳରେ ବାଘ ବୁଲୁଥିବା ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ବନବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚିଛି । ଏବଂ ସ୍ଥାନୀୟ!-->… Read More...
National ୪ବର୍ଷ ଝିଅର ଜୀବନ ବଂଚାଇଲା ହାତୀ OPA Feb 22, 2019 0 କୋଲକତା: କୁହାଯାଏ ବେଳେବେଳେ ଆମର ମୃତ୍ୟୁର କାରଣ ହେଉଥିବା ପଶୁମାନେ ମଧ୍ୟ ଆମକୁ ନୂତନ ଜୀବନ ଦେଇଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଲପାଇଗୁରୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ!-->… Read More...
National କଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣକୁ ରୋକିବା ଲାଗି ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ OPA Feb 22, 2019 0 ନୂଆଦିଲ୍ଲୀ: ପୁଲ୍ଓ୍ଵାମା ଆକ୍ରମଣ ପରେ କଶ୍ମୀରୀ ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଆକ୍ରମଣ ଘଟନାକୁ ରୋକିବା ଲାଗି ନିଆ ଯାଉଥିବା ପଦକ୍ଷେପ ସଂକ୍ରାନ୍ତ ଆବେଦନର ଶୁଣାଣି କରି ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର!-->… Read More...
National ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ OPA Feb 22, 2019 0 ନଗର: ଜମ୍ମୁ-କଶ୍ମୀରଠାରେ ଶୁକ୍ରବାର ସୁରକ୍ଷା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ!-->… Read More...
National ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ‘ସିଓଲ ଶାନ୍ତି ପୁରସ୍କାର’ OPA Feb 22, 2019 0 ଦକ୍ଷିଣକୋରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦକ୍ଷିଣ କୋରିଆ ଗସ୍ତ କରି ‘ସିଓଲ୍ ଶାନ୍ତି ପୁରସ୍କାର’ ଗ୍ରହଣ କରିଛନ୍ତି । ଏଥି ସହିତ ମୋଦି ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନ୍ନନ୍ ଏବଂ ଜର୍ମାନ୍!-->… Read More...
Odisha ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ OPA Feb 22, 2019 0 ଜୟପୁର: ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର!-->… Read More...