ଆତଙ୍କବାଦୀ ସଂଗଠନ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଛାତ୍ରଙ୍କୁ ଅଟକ ରଖି ଜେରା

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତି ଥିବା ସନ୍ଦେହରେ ଓଡ଼ିଶାର ୫ ଜଣ ଛାତ୍ରଙ୍କୁ ଅଟକ ରଖି ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ଵାର୍ଡ (ଏଟିଏସ୍‌) ଆଜି ଜେରା ଚଳାଇଥିବା ସୂଚନା ମିଳବା ପରେ ଏ ନେଇ ରାଜ୍ୟରେ…
Read More...

୯୩କୁ ଛୁଇଁଲା ମଦ ମୃତ୍ୟୁ ସଂଖ୍ୟା

ଗୁଆହାଟୀ: ଆସାମରେ ଗୋଲାଘାଟ ଜିଲ୍ଲାର ଗୋଟିଏ ଚା ବଗିଚାରେ କଥିତ ରୁପରେ ବିଷାକ୍ତ ମଦ ପିଇବା ପରେ ୭ଜଣ ମହିଳାଙ୍କ ସମେତ ୯୩ ଲୋକଙ୍କ ମୃତ୍ୟୁ ହୋଇଛି । ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ ମୃତଙ୍କ…
Read More...

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ୬୦ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ନେଇ ବୈଠକ

କନ୍ଧମାଳ: ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ଶୁକ୍ରବାର ପ୍ରଶ୍ନପତ୍ର ଭାଇରାଲ୍‌କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଡି ଜିଲ୍ଳାରେ ସତର୍କତା ଅବଲମ୍ବନ କରିଛନ୍ତି। ସେ ସମୁଦାୟ ୬୦ଟି ପରୀକ୍ଷା…
Read More...

ଏରୋ-ଇଣ୍ଡିଆ ଶୋ’ ପାକିଂରେ ଅଗ୍ନିକାଣ୍ଡ: ୩୦୦ରୁ ଅଧିକ କାର ଜଳିଗଲା

ବେଙ୍ଗାଲୁରୁ: ଶନିବାର ଅପରାହ୍ଣରେ ବେଙ୍ଗାଲୁରୁର ୟେଲେହେଙ୍କା ଏୟାର୍‌ ବେସ୍‌ ଅନ୍ତର୍ଗତ ପାର୍କିଂରେ ଅଗ୍ନିକାଣ୍ଡ । ଏରୋ ଶୋ’ର ପାର୍କିଂରେ ଲାଗିଥିବା ନିଆଁ ବେଳକୁ ବେଳକୁ ବେଳ ଅଧିକ କରାଳ ରୂପ ଧାରଣ କରୁଛି । ନିଆଁ…
Read More...

ଶ୍ରୀମନ୍ଦିର ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି ରାଜ୍ୟ ସରକାର : ଗଜପତି

ପୁରୀ: ଆଜି ପୁରୀ ଆସିଥିବା ଆମିକସ କ୍ୟୁରି ରଂଜିତ କୁମାର ଗଜପତିଙ୍କ ସହ ଆଲୋଚନା କରିଛନ୍ତି । ୩ଟି ବିଷୟରେ ଆଲୋଚନା ହୋଇଥିବା ଗଜପତି କହିଛନ୍ତି । ୬୦ ବର୍ଷ ହେବ ରାଜ୍ୟ ସରକାର ଶ୍ରୀମନ୍ଦିରର ଦାୟିତ୍ୱ ନେବା ପରଠାରୁ ଅନ୍ୟ…
Read More...

ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଆଜି ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ । ଏଥିରେ ସେ ରାଜ୍ୟ ସରକାରଙ୍କର ଅସହଯୋଗ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକ ବାଧାପ୍ରାପ୍ତ ହେଉଛି କହି ସିଧାସଳଖ ରାଜ୍ୟସରକାରଙ୍କୁ ଟାର୍ଗେଟ…
Read More...

ସମୀକ୍ଷା ବୈଠକକୁ ଆସିଲେନି ମୁଖ୍ୟ ଶାସନ ସଚିବ,ଧର୍ମେନ୍ଦ୍ରଙ୍କ କଟାକ୍ଷ

ଭୁବନେଶ୍ୱର:ରାଜ୍ୟର କିଛି ଅସୁବିଧା ହେଲେ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କେନ୍ଦ୍ରକୁ ଦୋଷ ଦିଅନ୍ତି । ରାଜ୍ୟର ବିଭିନ୍ନ ପ୍ରକଳ୍ପ ହେଉ ଅବା କେନ୍ଦ୍ରୀୟ ସହାୟତା ସବୁ କ୍ଷେତ୍ରରେ…
Read More...

ମହିଳା, ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ମାଲକାନଗିରି: ପରକୀୟା ପ୍ରୀତି ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି…
Read More...

କଶ୍ମୀର ସାମ୍ବାଦିକଙ୍କୁ ଆକ୍ରମଣ

ପୁଣେ: ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ଛାତ୍ର ଓ ଯୁବକମାନଙ୍କୁ ଆକ୍ରମଣ କରାଯାଉଥିବା ଖବର ମିଳିଛି। ଏହିକ୍ରମରେ ଆଜି ମହାରାଷ୍ଟ୍ର ପୁଣେରେ କାର‌୍ୟ୍ୟ କରୁଥିବା ଜଣେ ୨୪ ବର୍ଷୀୟ କଶ୍ମୀର…
Read More...

ବୁଲେଟ୍‌ ଟ୍ରେନ୍‌ର ମାସ୍‌କଟ୍‌ ଡିଜାଇନ୍‌ ପାଇଁ ୧ ଲକ୍ଷ ଓ ନାମକରଣ ଲାଗି ୫୦ ହଜାର ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ର ନାମକରଣ ଓ ମାସ୍‌କଟ୍‌ ଡିଜାଇନ୍‌ ଲାଗି ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ନେସ୍‌ନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନ୍‌ ଏଲ୍‌ଟିଡି (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌)।…
Read More...