ରାସ୍ତାରେ ଯୁବକଙ୍କୁ ହାଣିଦେଲେ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଚିନ୍ମୟ ସାହୁ। ତାଙ୍କ ଘର ଦେଉଳି ଗାଁରେ। ଚିନ୍ମୟଙ୍କ ମୃତ୍ୟୁକୁ ନେଇ…
Read More...

ଦୁବାଇରେ ଆୟୋଜିତ ହେଲା ଓଡିଆ ଫୁଡ ଫେଷ୍ଟିଭାଲ ‘ହାଣ୍ଡିଶାଳ’

ଦୁବାଇ:ବିଦେଶୀ ମାଟିରେ ଓଡିଆ ଖାଦ୍ୟର ମହକ । ଲଗାତାର ଷଷ୍ଠ ବର୍ଷ ପାଇଁ ବିଦେଶୀ ମାଟି ଦୁବାଇରେ ଓଡିଆ ଖାଦ୍ୟକୁ ନେଇ ଆୟୋଜିତ ହୋଇଛି ଓଡିଆ ଫୁଡ ଫେଷ୍ଟିଭାଲ ହାଣ୍ଡିଶାଳ । ଏହି ମହୋତ୍ସବ ଦୁବାଇର ଏରିଟେରସ ଇଂଲିଶ…
Read More...

ନାଲ୍‌କୋ ଆଇ ହସ୍‌ପିଟାଲ୍‌ ଉଦ୍‌ଘାଟିତ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନଗୁଳ: ସୋମବାର ପୂର୍ବାହ୍ନରେ ଅନଗୁଳ ଠାରେ ଅତ୍ୟାଧୁନିକ ନାଲ୍‌କୋ-ଏଲ୍‌. ଭି. ପ୍ରସାଦ ସେକେଣ୍ଡାରି ପ୍ଲସ୍‌ ଚକ୍ଷୁ ଚିକିତ୍ସାଳୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉଦ୍‌ଘାଟିତ କରିଛନ୍ତି ଉଦ୍‌ଘାଟନୀ ଉତ୍ସବରେ ଅଧ୍ୟକ୍ଷତା…
Read More...

ପଦ୍ମ ଛାଡି ହାତ ଧରିଲେ କୀର୍ତ୍ତି ଆଜାଦ୍

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟି ଥିବା କୀର୍ତ୍ତି ଆଜାଦ୍ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ କୀର୍ତ୍ତି ବିଜେପିରୁ ନିଲମ୍ବିତ ହୋଇଥିଲେ। ୨୦୧୪ ସାଧାରଣ…
Read More...

ହ୍ୟାକ୍ ହେଲା ପାକିସ୍ତାନର ଶତାଧିକ ସରକାରୀ ୱେବସାଇଟ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପରେ ପାଖାପାଖି ୨ ଶହ ପାକିସ୍ତାନୀ ୱେବସାଇଟକୁ ହ୍ୟାକ୍ କରିଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ହ୍ୟାକରମାନେ ଏହି ସମସ୍ତ ୱେବସାଇଟକୁ ହ୍ୟାକ୍ କରି ଲେଖିଛନ୍ତି କି…
Read More...

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଗାଜି ରସିଦ ନିହତ

ଶ୍ରୀନଗର:ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ସେମାନଙ୍କ ଭିତରୁ ଜଣେ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ଓରଫ କାମରାନ ବୋଲି ଜଣାପଡିଛି ।…
Read More...

ଆରମ୍ଭ ହେଲା ବିଜେପିର “ମୋ ଘର ବିଜେପି ପରିବାର” କାର୍ଯ୍ୟକ୍ରମ

ଭୁବନେଶ୍ୱର: ସୋମବାରଠାରୁ ଭାରତୀୟ ଜନତା ପାର୍ଟି(ବିଜେପି)ର ନୂତନ କାର୍ଯ୍ୟକ୍ରମ “ମୋ ଘର ବିଜେପି ପରିବାର” ଆରମ୍ଭ ହୋଇଛି । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱରସ୍ଥିତ ବାସଭବନଠାରୁ ଶୁଭାରମ୍ଭ…
Read More...

‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉପରେ ଆତଙ୍କବାଦୀଙ୍କ ନଜର

ଗୁଜୁରାଟ: ପୁଲୱାମା ଆକ୍ରମଣ ପରେ ଏବେ ଗୁଜୁରାଟରେ ଥିବା ଦେଶର ପ୍ରଥମ ଗୃହମନ୍ତ୍ରୀ ଏବଂ ଉପ-ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଉପରେ ଆକ୍ରମଣ କରିବାର ଯୋଜନା ରଖିଛି…
Read More...

ମାଟ୍ରିକ୍‌ ସ୍କ୍ବାଡ୍‌ରେ ରହିବେ ଅଧ୍ୟାପକ

ଭୁବନେଶ୍ବର : ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୮ ତାରିଖ ପର‌୍ୟ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି, ଏଥିରେ କପି ରୋକିବା ପାଇଁ ଏଥର ସ୍କ୍ବାଡ୍‌ ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଏଥର ଫ୍ଲାଇଂ…
Read More...

ଭୁବନେଶ୍ୱର ମଂଚେଶ୍ୱର ଗ୍ୟାସ୍ କଂଟେନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳରେ ଥିବା ଇଣ୍ଡେନ ଗ୍ୟାସ କଂଟେନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ କଂଟେନର ତିଆରି ଚାଲିଥିବାବେଳେ…
Read More...