ରାଜଧାନୀରେ ଗର୍ଜିଲେ ଜମାକାରୀ

ଭୁବନେଶ୍ୱର: ଚିଟ୍ଫଣ୍ଡ ଜମାକାରୀ ମଙ୍ଗଳବାର ରାଜଧାନୀରେ ଏକାଠି ହୋଇଛନ୍ତି । ମିଳିତ ମଂଚର ଡାକରାରେ ଏକାଠି ହୋଇଥିବା ଏହି ଜମାକାରୀମାନେ ନିଜର ଦାବି ପୂରଣ ନ ହେଲେ ସରକାରଙ୍କ ବିଫଳତା ବିରୋଧରେ ସତ୍ୟାଗ୍ରହ କରିବାକୁ ଧମକ…
Read More...

ଏୟାର ଶୋ’ ବେଳେ ଦୁର୍ଘଟଣା:ଜଣେ ପାଇଲଟ୍‌ ମୃତ

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଚାଲିଥିବା ଏୟାର ଶୋ’ ସମୟରେ ୟେଲାହାଙ୍କା ଏୟାରବେସ୍‌ରୁ ଉଡ଼ାଣ ଭରିଥିବା ଟି ସୂର‌୍ୟ୍ୟକିରନ୍‌ ଏୟାରକ୍ରାଫ୍ଟ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା…
Read More...

୧୮ ଶିଳ୍ପର ଶୁଭ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ ସଚିବାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ଟି ଶିଳ୍ପ ନିର୍ମାଣର ଶୁଭ ଦେବା ସହ ଉଦ୍‌ଘାଟନ କରିଛନ୍ତି। ଏହା ୩, ୪୬୫ ଜଣ ଲୋକଙ୍କ ନିମନ୍ତେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।…
Read More...

‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ଶବ୍ଦକୁ ଜନପ୍ରିୟ କରିଥିବା ବୈଜ୍ଞାନିକଙ୍କ ପରଲୋକ

ନ୍ୟୁୟର୍କ: ‘ଗ୍ଲୋବାଲ୍‌ ଓ୍ଵାର୍ମିଙ୍ଗ୍‌’ ବା ‘ବିଶ୍ୱ ତାପାୟନ’ ଶବ୍ଦକୁ ଜନପ୍ରିୟ କରିଥିବା ଜଳବାୟୁ ସମ୍ବନ୍ଧିତ ବୈଜ୍ଞାନିକ ଓ୍ଵାଲେସ୍‌ ସ୍ମିଥ୍‌ ବ୍ରୋଇକର୍‌ଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। କଲମ୍ବିଆ…
Read More...

ଲାଲବାହିନୀର ପୋଷ୍ଟର: ମୋଦି, ନବୀନଙ୍କୁ ସମାଲୋଚନା

ବାଲିଗୁଡ଼ା: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ାରେ ଏକାଧିକ ନକ୍ସଲ ପୋଷ୍ଟର ଲାଗିଛି। ଏଥିରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ସିପିଆଇ ନକ୍ସଲ ଓଡ଼ିଶା…
Read More...

୨୧ରେ ଓଡ଼ିଶା ବନ୍ଦ

ଭୁବନେଶ୍ବର : ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ବନ୍ଦକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ପ୍ରସ୍ତୁତି…
Read More...

ପୋଖରୀରୁ ମିଳିଲା ୨ନିଖୋଜ ନାବାଳକଙ୍କ ମୃତଦେହ

ରାୟଗଡ଼ା: ସୋମବାରଠାରୁ ନିଖୋଜ ହୋଇଥିବା ୨ଜଣ ନିଖୋଜ ନାବାଳକଙ୍କର ମୃତଦେହ ମଙ୍ଗଳବାର ରାୟଗଡ଼ା ଜିଲ୍ଲାର ମାଟିକଣାର ଏକ ପୋଖରୀରୁ ଉଦ୍ଧାର କରାଯାଇଛି । ମୃତ ଦୁଇ ନାବାଳକ ସୁନୀଲ ହିମିରିକା ଓ ଆରେଶ ହିମିରିକା। ସୁନୀଲ ତୃତୀୟ…
Read More...

୨୦ରେ ଓଡ଼ିଶା ଆସିବେ ଯୋଗୀ

ଭୁବନେଶ୍ୱର: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲା…
Read More...

ବାହାଘର ଶୋଭାଯାତ୍ରା ଭିତରକୁ ମାଡି ଆସିଲା ଟ୍ରକ୍ : ୧୩ ମୃତ, ୧୫ ଆହତ

ଜୟପୁର: ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ବରଯାତ୍ରୀ ଯାଉଥିବା ସମୟରେ ସେହି ଭିତରକୁ ଏକ ଟ୍ରକ୍ ମାଡିଆସିବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ…
Read More...

ମାଟ୍ରିକ ପରୀକ୍ଷା ନେଇ ସଚିବାଳୟରେ ସମୀକ୍ଷା : ପରୀକ୍ଷା ଦିନ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର

ପରୀକ୍ଷା କେନ୍ଦ୍ରକୁ ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନ୍ ନିଷିଦ୍ଧଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ…
Read More...