Odisha ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ OPA Feb 17, 2019 0 ଭଦ୍ରକ: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜନାଥ ଭଦ୍ରକ ଉପକଣ୍ଠ ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ଏଥିରେ ସେ ବୁଥ୍ସ୍ତରୀୟ କର୍ମୀ ଓ କାର୍ୟ୍ୟକର୍ତ୍ତାଙ୍କୁ ସେ ସମ୍ୱୋଧିତ!-->… Read More...
Odisha ଜନ୍ମ ମାଟିରେ ଜଳିଲା ଚିତା : ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡିଆ ଯବାନ ମନୋଜ OPA Feb 16, 2019 0 କଟକ : ଜନ୍ମ ମାଟିରେ ଜଳିଲା ଜୁଇ । ଚିର ଦିନ ପାଇଁ ଅମର ହୋଇଗଲେ ଓଡିଆ ଯବାନ ସହିଦ ମନୋଜ ବେହେରା । ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ସହିଦ ହୋଇଥିବା ଓଡ଼ିଆ ଯବାନ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର!-->… Read More...
Crime ବୋହୂକୁ ହାଣି ଆତ୍ମହତ୍ୟା କଲେ ଶ୍ବଶୁର OPA Feb 16, 2019 0 ଯାଜପୁର : ପାରିବାରିକ କଳହକୁ ନେଇ ଶ୍ବଶୁର ବୋହୁକୁ ହାଣି ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଧିନସ୍ଥ ବରୁଣେଇପଦା ଗ୍ରାମରେ । ବାରୁଣେଇପଦା ଗ୍ରାମର ଦାମୋଦର!-->… Read More...
Odisha ୧୮ରେ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ, ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦ OPA Feb 16, 2019 0 ସକାଳ୬ରୁ ସଂଧ୍ୟା ୬ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦଭୁବନେଶ୍ୱର : ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଆସନ୍ତା ୧୮ ତାରିଖ ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ରାଜ୍ୟର ସମସ୍ତ!-->!-->!-->… Read More...
National ପୁଲୱାମା ଘଟଣା : ସର୍ବଦଳୀୟ ବୈଠକରେ ରଣନୀତି ପ୍ରସ୍ତୁତ, ଏକ ଘରକିଆ ହେବ ପାକିସ୍ତାନ ! OPA Feb 16, 2019 0 ନୂଆଦିଲ୍ଲୀ : ପୁଲୱାମା ଘଟଣା ପୂରା ଦେଶକୁ ଏକ କରିଦେଇଛି। ଆତଙ୍କବାଦୀଙ୍କୁ ଉଚିତ୍ ଶାସ୍ତି ଦେବା ଲାଗି ଜୋର ଧରିଛି ପ୍ରକ୍ରିୟା। ଆଜି ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ସେପଟେ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି!-->… Read More...
Entertainment ସହିତଙ୍କ ଲାଗି ଲୁହ ଗଡାଉଛି ଦେଶ : ଲାଜ ସରମ ଛାଡି ନିଜ ସ୍ତ୍ରୀ ସହ ଅର୍ଦ୍ଦନଗ୍ନ ଫଟୋ ସେୟାର କଲେ ପ୍ରତୀକ ବବ୍ବର OPA Feb 16, 2019 0 ମୁମ୍ୱାଇ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମାନଙ୍କ ଲାଗି ସାରା ଦେଶ ଲୁହ ଗଡାଉଛି । ଦେଶବାସୀ ଶୋକ ପାଳନ କରୁଛନ୍ତି । ହେଲେ ଦେଶର ଏଭଳି ସ୍ଥିତିରେ ଲାଜ ସରମ ଭୁଲି ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ସହ ଅର୍ଦ୍ଧନଗ୍ନ!-->… Read More...
Odisha ଏୟାର ପୋର୍ଟରେ ଓଡିଆ ସହିଦଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Feb 16, 2019 0 ଭୁବନେଶ୍ୱରରେ ଦୁଇ ଓଡିଆ ସହିଦଙ୍କୁ ଗାର୍ଡ୍ ଅଫ୍ ଅନର୍ଭୁବନେଶ୍ୱର : ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଦୁଇ ଓଡିଆଙ୍କ ମରଶରୀର ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଁଚିଛି । ବିମାନ!-->!-->!-->… Read More...
Bignews କଳାହାଣ୍ଡି ମିଶନଶକ୍ତି ସମାବେଶରେ ମହିଳାଙ୍କୁ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ OPA Feb 16, 2019 0 ୧୩୪୬ କୋଟିର ପ୍ରକଳ୍ପ କଲେ ଘୋଷଣା, ଭବାନୀପାଟଣା ସରକାରୀ ଅଟୋନମସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତାଭବାନୀପାଟଣା : କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଏଚଚି ଗୋଷ୍ଟିର ସଦସ୍ୟଙ୍କୁ ସହାୟତା!-->!-->!-->… Read More...
Politics କଂଗ୍ରସେ ସ୍କିନିଂ କମିଟି କସରତ : ୨୫ ସୁଦ୍ଧା ସରିବ ପିସିସି ପ୍ରାର୍ଥୀ ଚୟନ OPA Feb 16, 2019 0୨୨ରୁ ସୁଦ୍ଧା ଶେଷ ହେବ ଆବେଦନ ଓ ପ୍ରାର୍ଥୀ ଚୟନର ସବୁ ପ୍ରକ୍ରିୟାଭୁବନେଶ୍ବର : କଂଗ୍ରେସର ପ୍ରାର୍ଥୀ ଚୟନ ଲାଗି ପ୍ରଥମ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ସରିଲା । ଏଆଇସିସି ସ୍କ୍ରିନିଂ କମିଟିରେ ପ୍ରାର୍ଥୀ ଚୟନ ଲାଗି!-->!-->!-->… Read More...
Entertainment କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ଉପରେ ବାୟୋପିକ୍ OPA Feb 16, 2019 0 ମୁମ୍ବାଇ: ବଲିଉଡରେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ। କିଛିଦିନ ପୂର୍ବରୁ ଶିବସେନା ମୁଖ୍ୟ ବାଲା ସାହେବ ଠାକ୍ରେଙ୍କ ଉପରେ ଏକ ଫିଲ୍ମ ରିଲିଜ୍ ହୋଇଥିଲା। ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓ କଂଗ୍ରେସ ଅଧକ୍ଷ ରାହୁଲ!-->… Read More...