ଶୋ’ରୁ ବିଦାହେଲେ ସିଦ୍ଧୁ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ଘଟଣାକୁ ନେଇ ଦେଇଥିବା ମନ୍ତବ୍ୟ କଂଗ୍ରେସ ନେତା ନବଜ୍ୟୋତ ସିଦ୍ଧୁକୁ ହରଡ଼ଘଣାରେ ପକାଇଛି । ତାଙ୍କର ଏହି ମନ୍ତବ୍ୟ ପାଇଁ ତାଙ୍କୁ ଶନିବାର ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମାଙ୍କ…
Read More...

ନାରୀ ବେଶରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର: ଜଣେ ଯୁବକଙ୍କ ମୃତଦେହ ଉଦ୍ଧାରକୁ ନାରୀବେଶରେ ଉଦ୍ଧାର କରାଯାଇଛି। ଏ ଘଟଣା ଘଟିଛି କର୍ଣ୍ଣାଟକାର ବେଙ୍ଗାଲୁରୁରେ। ମୃତ ଯୁବକଙ୍କ ନାଁ ଉମାକାନ୍ତ ବେହେରା। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ ପଞ୍ଚାୟତ…
Read More...

ସହିଦ୍ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ୨ ଓଡ଼ିଆ ଯବାନଙ୍କ ପାର୍ôଥବ ଶରୀର ପହଂଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନେଇ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।…
Read More...

ଭୁବନେଶ୍ୱରରେ ପହଂଚିଲା ୨ ଓଡ଼ିଆ ସହିଦ୍ଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ୍ ସହିଦ୍ ହୋଇଥିଲେ । ସେମାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଯବାନ ଥିଲେ । ତେବେ ଏହି ୨ଜଣ ଓଡ଼ିଆ ଯବାନ୍ଙ୍କ ପାର୍ଥିବ ଶରୀର ଶନିବାର…
Read More...

୧୩୪୬ କୋଟି ଟଙ୍କା ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କଳାହାଣ୍ଡି ଜିଲ୍ଲା ଗସ୍ତ କରି ୯୧୦.୫୭କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିବା ସହ ୪୩୫.୮୨କୋଟି ମୂଲ୍ୟ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ…
Read More...

ବିଜେପି-ଏଆଇଡିଏମ୍‌କେ କରିବେ ନିର୍ବାଚନୀ ମେଂଟ

ଚେନ୍ନାଇ: ଭାରତୀୟ ଜନତା ପାର୍ଟି(ବିଜେପି)ଓ ଏଆଇଡିଏମ୍‌କେ ମଧ୍ୟରେ ନିର୍ବାଚନୀ ମେଣ୍ଟ ହେବା ନେଇ ସ୍ପଷ୍ଟ ସୂଚନା ମିଳିଛି। ଉଭୟ ଦଳର ନେତାମାନଙ୍କ ମିଳିତ ବୈଠକ ପରେ ଏହା ଜଣାଯାଇଛି। ତାମିଲନାଡୁରେ ଥିବା ୪୦ ଟି ଲୋକସଭା ଆସନ…
Read More...

ପାର୍ସଲବୋମା ବିସ୍ଫୋରଣ ଘଟଣା:ଅଭିଯୁକ୍ତ ପୁଞ୍ଜିଲାଲ ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଗିରଫ ପୁଞ୍ଜିଲାଲ ମେହେର ଅସୁସ୍ଥ ହୋଇପଡ଼ିଛି। ତେଣୁ ତାଙ୍କୁ ଭୀମଭୋଇ ମେଡିକାଲ୍ କଲେଜ୍‌ରେ ଭର୍ତ୍ତି କରାଯାଇଛି। ଖାଇ ନ ଥିବା ଯୋଗୁ ସେ ଅସୁସ୍ଥ…
Read More...

ପୁଲୱାମା ଆକ୍ରମଣ: ୧୮ରେ ବ୍ୟବସାୟୀ ସଂଘର ବନ୍ଦ ଡାକରା

ଭୁବନେଶ୍ୱର: ଗୁରୁବାର ଜମ୍ମୁ-କାଶ୍ମୀରରେ ପୁଲୱାମାଠାରେ ହୋଇଥିବା ଆକ୍ରମଣ ଦେଶବାସୀଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି । ଦେଶର ଚାରିଆଡେ ଲୋକଙ୍କ ମଧ୍ୟରେ ପ୍ରତିଶୋଧ ନେବାର ଜ୍ୱାଳା ଦେଖିବାକୁ ମିଳିଛି । ତେବେ ଏହି…
Read More...

ଓଲଟିଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୫ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼ପିଛୁଳା ଛକରେ ଗତକାଲି ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ…
Read More...

ପୁଲୱାମା ଆକ୍ରମଣ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜଣେ କୋର୍ଟ କର୍ମଚାରୀ

ନୂଆଦିଲ୍ଲୀ: ଗୁରୁବାର ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ହୋଇଥିବା ଆକ୍ରମଣ ଦେଶବାସୀଙ୍କୁ ଆନ୍ଦୋଳିତ କରିଛି । ଏହି ଆକ୍ରମଣରେ ୪୨ ରୁ ଊଦ୍ଧ୍ୱର୍ ଯବାନ ସହିଦ୍ ହୋଇଥିବାବେଳେ ବହୁ ଯବାନ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
Read More...