ଦଶପଲ୍ଲା : ସବୁ ଦଳକୁ କାଳ ଏକାଧିକ ଆଶାୟୀ

ରାଜନୈତିକ ଦଳମାନଙ୍କର ଆଶାୟୀ ପାର୍ଥୀ ତାଲିକା ଲମ୍ବୁଛିନୟାଗଡ : ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଦଳମାନଙ୍କର ଆଶାୟୀ ପାର୍ଥୀ ତାଲିକା ସେତିକି ଲମ୍ବୁଛି । ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସବୁ ଦଳର…
Read More...

ଛଦ୍ମନାମରେ ନାୟୀକା : ‘ତନୁଜା’ରୁ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନ୍ସୀ’ ଭାୟା ଅଙ୍କିତା

ମୁମ୍ବାଇ : ନିକଟରେ ରିଲିଜ୍ ହୋଇଛି ଫିଲ୍ମ ‘ମଣିକର୍ଣ୍ଣିକା: ଦି କ୍ୱିନ୍ ଅଫ୍ ଝାନ୍ସୀ’ । ଏଥିରେ ଝଲ୍କାରୀ ଚରିତ୍ରରେ ଦମ୍ଦାର୍ ଭୂମିକା ନିର୍ବାହ କରିଥିବା ଅଙ୍କିତା ଲୋଖଣ୍ଡେ ବଲିଉଡ୍ ଇଣ୍ଡଷ୍ଟ୍ରିରେ କ୍ୟାରିୟର୍ ଆରମ୍ଭ…
Read More...

ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ମାଘ ସପ୍ତମୀ । ସୂର୍ଯ୍ୟ ଦେବଙ୍କ ଆରାଧନାର ଦିନ । ସୂର୍ଯ୍ୟଙ୍କ ଜୟନ୍ତୀ । ଏହି ଦିନ ଚନ୍ଦ୍ରଭାଗାରେ ମହୋଦଧୀରେ ବୁଡ ପକାଇ ସୂର୍ଯ୍ୟଙ୍କୁ ଦର୍ଶନ କରି ଉପାସନା କଲେ କୋଟି ପୂଣ୍ଣ ଫଳ ମିଳେ ବୋଲି ବିଶ୍ୱାସ…
Read More...

ହୋଟେଲରେ ଅଗ୍ନି କାଣ୍ଡ ୯ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହୋଟେଲରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ଏତିରେ ୯ ଜଣଙ୍କର ମୃତ୍ୟୁ ହୋିଥିବା ଖବର ମିଳିଛି । ମଙ୍ଗଳବାର ପ୍ରତ୍ୟୁଷରେ କାରୋଲ ବାଗ୍‌ ଅଞ୍ଚଳରେ ଥିବା ହୋଟେଲ୍‌ ଅର୍ପିତ ପାଲେସ୍‌ରେ ଭୀଷଣ…
Read More...

ସନ୍ନି ଲିଓନି ବନ୍ଧୁଙ୍କୁ ପୁଲ କରି ନିଜେ ସୁଇମିଙ୍ଗ ପୁଲରେ ପଡିବାର ଭିଡିଓ ଭାଇରାଲ,ଦେଖନ୍ତୁ ଭିଡିଓ

ମୁମ୍ବାଇ : ବଲିଉଡର ବୋଲ୍ଡ ଅନେତ୍ରୀ ସନ୍ନି ଲିଓନି । ନିଜର ବୋଲ୍ଡ ଅନ୍ଦାଜକୁ ନେଇ ସନ୍ନି ଯେତିକି ଚର୍ଚ୍ଚା ତା ଠାରୁ ବେଶୀ ଚର୍ଚ୍ଚା ନିଜର ହରକତକୁ ନେଇ । ଆଇ ଏବେ ସନ୍ନି ଲିଓନିଙ୍କର ସେମିତି ଏକ ଭିଡିଓ ଭାଇରାଲ ହୋଇଛି ।…
Read More...

ମହିଳାଙ୍କ ଆଖିରୁ ଲୁହ ପୋଛି ମୁହଁରେ ହସ ଫୁଟେଇବାର ସବୁଠୁ ବଡ ଯୋଜନା ହେଲା ଉଜ୍ଜଳା – ଉମା ଭାରତୀ

ଉଜ୍ଜଳା ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳକରିପାରିଛି -ଧର୍ମେନ୍ଦ୍ର ପ୍ରଧାନଭୁବନେଶ୍ୱର : ମହିଳାଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର । ମହିଳାଙ୍କ ବିକାଶକୁ ଆଖି ଆଗରେ ରଖି…
Read More...

ନା ବାଳକକୁ ଦୁଷ୍କର୍ମ କରି ୩୬ ବର୍ଷ ବୟସ୍କ ମହିଳା ଗିରଫ

ମାଲାପ୍ପୁରମ : ମହିଳାଙ୍କୁ ଦୁଷ୍କର୍ମ କରିବା କଥା ଶୁଣିଥିଲେ, ହେଲେ ମହିଳା ପୁରୁଷଙ୍କୁ ପୁଣି ଜଣେ ୭ ବର୍ଷ ବୟସ୍କ ନାବାଳକକୁ ଦୁଷ୍କର୍ମ କରିବା କଥା ଶୁଣିବେ ତ ମୁଣ୍ଡ ଚକ୍କର ଖାଇଯିବ । ଏହିଭଳି ଘଟଣା କେରଳର ମାଲାପ୍ପୁରମ…
Read More...

“ପିଏମ କିଷାନ’ନେଯାଜନାକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ପରାମର୍ଶ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ…

ନୂଆଦିଲ୍ଲୀ: ରାଜ୍ୟରେ ‘ପିଏମ କିଷାନ’ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ସ୍ୱାଗତ ଜଣାଇବା ସହ ମୋଦିଙ୍କୁ ନବୀନ…
Read More...

ଉର୍ଜା ସଂରକ୍ଷଣ ଦିଗରେ ଆମ ଦେଶ ପ୍ରଥମ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପେଟ୍ରୋଟେକ୍ ୨୦୧୯ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସଫଳତା ଆଣିଛି -ଧର୍ମେନ୍ଦ୍ର ପ୍ରଧାନନୂଆଦିଲ୍ଲୀ : ସାମାଜିକ ଆର୍ଥିକ ବିକାଶ ଉର୍ଜା ଉପରେ ନିର୍ଭର କରେ । ଭାରତ ଏବେ…
Read More...

୧୭ଟି ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ରକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ୧୭ଟି ଜିଲ୍ଲାରେ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ସହରାଞ୍ଚଳ ଆହାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ…
Read More...