ନବୀନଙ୍କ କନ୍ଧମାଳ ଗସ୍ତ, ୫ ଜିଲ୍ଲାର ଉନ୍ନତି ଲାଗି ୨୫୦ କୋଟିର ପ୍ରକଳ୍ପର ଦେଲେ ଭେଟି

କନ୍ଧମାଳ : ନିର୍ବାଚନ ପୂର୍ବରୁ କନ୍ଧମାଳକୁ ନବୀନଙ୍କ ଭେଟି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୪ଟି ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ସାଲୁଙ୍କି ନଦୀ ଉପରେ ନଦୀପଦର ଠାରେ ୧୫ କୋଟି ଟଙ୍କା ବ୍ୟୟରେ…
Read More...

ଓଡିଶା ମୁହାଁ ବିଜେପି କେନ୍ଦ୍ରୀୟ ନେତା : ୧୫ରେ ଅମିତ,୨୦ରେ ଯୋଗୀଙ୍କୁ ମିଶାଇ ସପ୍ତାହକରେ ଆସିବେ ୭ ନେତା

ଭୁବନେଶ୍ବର : ସାଧାରଣ ନିର୍ବାଚନରେ ବିଜେପି ଟାଗେର୍ଟରେ ରହିଛି ଓଡିଶା । ମିଶନ ୧୨୦ ପ୍ଲସ ଲକ୍ଷ୍ୟ ନେଇ ଓଡିଶାରେ ସଂଗଠନ ବଢାଇ ଚାଲିଛି ଦଳ । ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ସେତିକି ବଢି…
Read More...

କେନ୍ଦ୍ର ପ୍ରତିଶୃତି ପ୍ରତାରଣା ପାଲଟିଛି- ବିଜେଡି

ଭୁବନେଶ୍ବର : ଓଡିଶାକୁ ପ୍ରତାରଣା କରିଛି କେନ୍ଦ୍ରର ବିଜେପି ସରକାର । ଶାସନକୁ ଆସିବା ଆଗରୁ ରାଜ୍ୟକୁ ଦେଇଥିବା କୈଣସି ପ୍ରତିଶ୍ରୃତି ପୁରଣ କରିପାରିନି କେନ୍ଦ୍ରର ବିଜେପି ସରକାର । ବିଜେପିର ନିର୍ବାଚନୀ ପ୍ରତିଶୃତି ବି…
Read More...

ବେରୋଜଗା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜବାବ ମାଗିବ ଯୁବମୋର୍ଚ୍ଚା

ଫେବୃଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ରାଜ୍ୟର ୮୩୯୦ ପୋଷ୍ଟ ଅଫିସରୁ ଲେଖା ହେବଚିଠିଭୁବନେଶ୍ୱର : ଦୀର୍ଘ ୧୯ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କରୁଥିବା ବେଳେ ଓଡିଶାରେ ଯୁବକମାନଙ୍କୁ କାହିଁକି ରୋଜଗାର…
Read More...

କୁମ୍ଭ ମେଳା : ଶ୍ରୀପଞ୍ଚମୀରେ ଶେଷ ଶାହି ସ୍ନାନ, ବୁଡ ପକାଇଲେ ୨ କୋଟି ଶ୍ରଦ୍ଧାଳୁ

ପ୍ରୟାଗରାଜ : ଆଜି ହେଉଛି ଶ୍ରୀପଞ୍ଚମୀ । କୁମ୍ଭ ମେଳାରେ ତୃତୀୟ ତଥା ଶେଷ ଶାହି ସ୍ନାନ । ଏଥିଲାଗି ପ୍ରୟାଗରାଜରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଆଜି କୁମ୍ଭ ମେଳାରେ ବସନ୍ତ ପଞ୍ଚମୀରେ ତୃତୀୟ ଶାହି ସ୍ନାନ ।…
Read More...

ରାଜ୍ୟକୁ ଙ୍ଗନବାଡି କର୍ମୀଙ୍କ ବର୍ଧିତ ପାରିଶ୍ରମିକ ଅର୍ଥ ପ୍ରଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ…

ଭୁବନେଶ୍ୱର : ଦେଶର ଓଡିଶା ସମେତ ସବୁ ରାଜ୍ୟରେ ଅଙ୍ଗନବାଡି ସେବା ଅଧୀନରେ କାମ କରୁଥିବା ଅଙ୍ଗନବାଡୀ କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ…
Read More...

କୁରକୁରେ ହେଲା କାଳ : କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଛାତ୍ରୀଙ୍କ ମୃତ୍ୟୁ

ଝାରସୁଗୁଡ଼ା : କୁରକୁରେ ଖାଇବା ହେଲା କାଳ । କୁରକୁରେ ଖାଉଥିବାବେଳେ ତାହା ତଣ୍ଟିରେ ଲାଗି ଯିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡରେ । ଝାରସୁଗୁଡ଼ା ଜିଲା ବେଲପାହାଡ ସହରରେ…
Read More...

ଆଜି ଶ୍ରୀପଞ୍ଚମୀ, ମା’ସରସ୍ୱତୀଙ୍କ ପୂଜା

ଭୁବନେଶ୍ୱର : ଆଜି ମା'ସରସ୍ୱତୀଙ୍କ ପୂଜା । ବିଦ୍ୟାଦାତ୍ରୀ ମା'ଙ୍କ ଆରାଧାନର ଦିନ । ସବୁ ଠି ମାଙ୍କ ଆରାଧନା ଆରମ୍ଭ ହୋଇଛି । ଧରାବତରଣ କରିଛନ୍ତି ବୀଣା, ପୁସ୍ତକ ଧାରିଣୀ ମା' ସରସ୍ୱତୀ । ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର…
Read More...

ବାହାଘର ତିନି ମାସ ପରେ ପ୍ରିୟଙ୍କାଙ୍କୁ ନେଇ ଶାଶୁଘରୁ ଆସିଲା ଖୁସିଖବର,ଜାଣନ୍ତୁ କଣ

ମୁମ୍ବାଇ : ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ବର ନିକଙ୍କୁ ନେଇ ସବୁବେଳେ କିଛି ନା କିଛି ଚର୍ଚ୍ଚା ଥାଏ । ଉଭୟଙ୍କ ପ୍ରେମ, ବିବାହକୁ ନେଇ ଢେର ଚର୍ଚ୍ଚା ରହିଥିଲା । ଏମିତିକି ଦୁହେଁ କେଉଁଠିକୁ ହନିମୁନ…
Read More...

“କାଳିଆ ‘ଯୋଜନାର ଦ୍ୱିତୀୟ ପ୍ରର୍ଯ୍ୟାୟ ଅର୍ଥ ଖୁବ ଶିଘ୍ର ମିଳିବ,୧୩ ଲକ୍ଷ ଚାଷୀ ୫ ଲକ୍ଷ ଭୂମିହୀନ ଚାଷୀ…

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ଖୁବଶୀଘ୍ର ଦ୍ୱିତୀୟ ପର‌୍ୟ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ। ଏହା ଦ୍ବାରା ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ…
Read More...