National କୁମ୍ଭମେଳାର ଦ୍ୱିତୀୟ ସାହି ସ୍ନାନ : ସଂଙ୍ଗମରେ ବୁଡ ପକାଇଲେ ୩କୋଟିରୁ ଅଧିକ ଶ୍ରଦ୍ଧାଳୁ OPA Feb 4, 2019 0 ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ପ୍ରୟାଗ ରାଜରେ ଚାଲିଥିବା ପ୍ରସିଦ୍ଧ କୁମ୍ଭମେଳାର ଆଜି ଦ୍ୱିତୀୟ ସାହି ସ୍ନାନ । ମାଘ ଅମାବାସ୍ୟା ବା ମୌନି ଅମାବାସ୍ୟା ଭାବେ ପରିଚିତ ଏହି ପୁର୍ଣ୍ଣ ତିଥିରେ ହଜାର ହଜାର!-->… Read More...
Politics କଲୋକତା ରାଜନୀତିର ଗରମ ହାୱାରେ ତାତୁଛି ଓଡିଶା ରାଜନୀତି, ଛକାପଞ୍ଝା ଆରମ୍ଭ OPA Feb 4, 2019 0 ଭୁବନେଶ୍ବର : ମମତା ଓ ସିବିଆଇ ହାଇଡ୍ରମାକୁ ନେଇ ଉଠୁଛି ପଡୁଛି ଦେଶ। ତାକୁ ନେଇ ଜାତୀୟ ରାଜନୀତି ଦୁଇ ଭାଗରେ ବିଭକ୍ତ ହେବାକୁ ବସିଲାଣି । ଏତିକି ବେଳେ ଓଡିଶାରେ ବି ରାଜନୀତି ପାଣି ଛିଟା ପଡ଼ିଛି। କଂଗ୍ରେସ ଖୋଲାଖୋଲିଭାବେ!-->… Read More...
National ସିବିଆଇ ବନାମ ପଶ୍ଚିମ ବଙ୍ଗ ପୋଲିସ : ସଂସଦରୁ ସଡ଼କ ଯାଏଁ ଚାଲିଛି ହଲ୍ଲାବୋଲ। OPA Feb 4, 2019 0 କମ୍ପୁଛି କୋଲକତାତାରୁ ଦିଲ୍ଲୀ, ଅନଶନରେ ଦିଦିକୋଲାକତା : ସିବିଆଇ ପ୍ରସଙ୍ଗରେ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏ ଜୋର ଧରିଛି ରାଜନୀତି । ସିବିଆଇର କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ମମତା ବାନାର୍ଜୀ ଧାରଣା!-->!-->!-->… Read More...
Politics ରାଜ୍ୟପାଳଙ୍କ ଅଭିଭାଷଣରେ ଅସନ୍ତୁଷ୍ଟ ବିରୋଧୀ : କଂଗ୍ରେସର କକ୍ଷ ତ୍ୟାଗ,ବିଜେପି କହିଲା ମିଛ କୁହାଇଛନ୍ତି ସରକାର OPA Feb 4, 2019 0 ଭୁବନେଶ୍ବର : ରାଜ୍ୟପାଳଙ୍କ ଅଭିଭାଷଣ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । କଂଗ୍ରେସ ଅଯଥା ସରକାରଙ୍କ ଗୁଣଗାନ କରିବା ଅନୁଚିତ ବୋଲି କହି କକ୍ଷତ୍ୟାଗ କରିଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଜଣେ ବ୍ୟକ୍ତି!-->… Read More...
Odisha ବଜେଟ ଅଧିବେଶନ ଅଭିଭାଷଣରେ “ମୋ ସରକାର”ର ସଫଳତାର କାହାଣୀ ବଖାଣିଲେ ରାଜ୍ୟପାଳ OPA Feb 4, 2019 0 ଭୁବନେଶ୍ବର : ବଜେଟ ଅଧିବେଶନ ଅଭିଭାଷଣରେ "ମୋ ସରକାର"ର ସଫଳତାର କାହାଣୀ ବଖାଣିଛନ୍ତି ରାଜ୍ୟପାଳ । ରାଜ୍ୟସରକାରଙ୍କ ସଫଳତାର ଚିତ୍ର ଦେଖାଇଛନ୍ତି। ଆଜିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନ। ରାଜ୍ୟପାଳ ଗଣେଶୀଲାଲ ପ୍ରଥମ!-->… Read More...
More News ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ସପ୍ତାହକ ମଧ୍ୟରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟରେ ଛାତ୍ର ବିଜେଡି OPA Feb 3, 2019 0 ପ୍ରଥମ ଦିନରେ ୬୭୩ ୟୁନିଟ୍ ରକ୍ତ ସଂଗ୍ରହଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ!-->!-->!-->… Read More...
National ସବୁ ଗରିବଙ୍କ ଘର ଉପରେ ପକ୍କା ଛାତ ରହିବ , ଏହା ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ-ଧର୍ମେନ୍ଦ୍ର ପ୍ରଧାନ OPA Feb 3, 2019 0 ପ୍ଲମ୍ବିଂ ସ୍କିଲ୍ ମହୋତ୍ସବରେ ଯୋଗଦେଲେ କେନ୍ଦ୍ରମବୀନୂଆଦିଲ୍ଲୀ : ୨୦୨୨ ସୁଦ୍ଧା ଭାରତରେ ଏମିତି ଘର ରହିବନି ଯେଉଁ ଘର ପକ୍କା ହୋଇନଥିବ । ସମସ୍ତ ଗରିବଙ୍କ ଘର ଉପରେ ପକ୍କା ଛାତ ରହିବା ପ୍ରଧାମନ୍ତ୍ରୀଙ୍କ ସ୍ୱପ୍ନ ଅଛି!-->!-->!-->… Read More...
Crime ବାହାଘର ୨୦ ଦିନ ପରେ ବରକୁ ଛାଡି ପ୍ରେମକ ସହ ନବବଧୂ ଫେରାର, ଥାନାରେ ଫେରାଦ ହେଲେ ଶାଶୁଘର OPA Feb 3, 2019 0 ହରିଦ୍ଵାର : ବାହା ଅଳତା ପାଦରୁ ଲିଭିନି । ମୁଣ୍ଡରୁ ଓଢଣା ଖସିବାର ବେଳ ବି ହୋଇନି । ହେଲେ ସ୍ୱାମୀକୁ ଛାଡି ଛୁ ମାରିଲା ନବବଧୂ । ବାହାଘରର ୨୦ ଦିନ ହୋଇନି, ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହେଲା ନୂଆ ବୋହୁ ।!-->… Read More...
Politics ନିର୍ବାଚନ ରେଜଲ୍ଟ କହିବ କିଏ ପୋଡା ଟ୍ରାନ୍ସଫରମର- ନବୀନ OPA Feb 3, 2019 0 ଭୁବନେଶ୍ବର : ଅମିତ ଶାହାଙ୍କ ପୋଡା ଟ୍ରାନ୍ସଫର୍ମର ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ନିର୍ବାଚନ ପରେ ଜଣାପଡିବ କିଏ ପୋଡା ଟ୍ରାନ୍ସଫର୍ମର । ନିର୍ବାଚନ ପରେ ଲୋକେ କାହାକୁ ଫିଙ୍ଗିଦେବେ ତାହା ମଧ୍ୟ ଜଣାପଡିବ । ପ୍ରକୃତରେ!-->… Read More...
Bignews ଚିଟ ଫଣ୍ଡ ଘଟଣାର ତଦନ୍ତରେ ଯାଇଥିବା ସିବିଆଇ ଅଧିକାରୀଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ OPA Feb 3, 2019 0 ପଶ୍ଚିମବଙ୍ଗରେ ଦିଦିଗୀରିକୋଲକାତା : କମ୍ପୁଛି କୋଲକାତା । ପଶ୍ଚିମବଙ୍ଗ ଦିଦିରୀରି ଆଗରେ ଅଡୁଆରେ ପଡିଛି ସିବିଆଇ । ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଚିଟଫଣ୍ଡ ମାମଲାରେ ପଚରାଉଚୁରା!-->!-->!-->… Read More...