ପଶ୍ଚିମବଙ୍ଗରେ ହେଲିକପଟର ଓହ୍ଲାଇ ଦେଲେନି ମମତା, ଟେଲିଫୋନରେ ରାଲିକୁ ସମ୍ବୋଧନ କଲେ ଆଦିତ୍ୟନାଥ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ରାଜନୀତି ଏବେ ଉଠୁଛି ପଡୁଛି। ମୁହାଁମୁହିଁ ହେବାରେ ଲାଗିଛନ୍ତି ବିଜେପି ଏବଂ ଟିଏମସି । ଆଜି ଯୋଗୀ ଆଦିତ୍ୟନାଥଙ୍କ ହେଲିକପଟର ଅବତରଣ ଉପରେ କଟକଣାକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା…
Read More...

ବିହାରର ବୈଶାଳୀରେ ସୀମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ : ୬ ଯାତ୍ରୀ ମୃତ ୩୬ରୁ ଆହତ

ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ପୀୟୂଷ ଗୋୟଲରାଞ୍ଚି : ପୁଣି ଟ୍ରେନ୍‌ ଦୁର୍ଘଟଣା ନେଲା ନୀରିହ ଯାତ୍ରୀଙ୍କର ଜୀବନ । ବିହାରର ବୈଶାଳୀ ନିକଟରେ ସୀମାଞ୍ଚଳ ଏକ୍ସପ୍ରେସ…
Read More...

ପୁରୀରେ ଗର୍ଜିଲେ ଅମିତ ଶାହ : ବିଜେଡି ସରକାରଙ୍କୁ ପୁଣି ପୋଡା ଟ୍ରାନ୍‌ସଫର୍ମର କହି ଉପାଡି ଫୋପାଡି ବାକୁ ଦେଲେ ଆହ୍ବାନ

ପୁରୀ : ପୁରୀ ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ବିଜେପି ସଭାପତି ଅମିତ ଶାହା ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହା ପୁଣି ପୋଡା…
Read More...

ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ନିଜ ମାଟିରେ ଧୁଳି ଚାଟିଲା କିୱି ଟିମ୍‌ୱେଲିଂଟନ୍‌: ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ ।ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌କୁ ଭାରତୀୟ ଟିମ୍ ୩୫ ରନ୍‌ରେ ଜିତି…
Read More...

ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଚିଟଫଣ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଚିଟ ଫଣ୍ତ…
Read More...

ହାତୀ ପିଠିରେ ବସିଲେ କୃଷ୍ଣଚନ୍ଦ୍ର ସଗରିଆ, ଆଗରୁ ଛାଡିଥିଲେ ହାତ

ଭୁବନେଶ୍ବର : BSPରେ ମିଶିଲେ ସଗରିଆ। ଆଜି ବହୁଜନ ସମାଜ ପାର୍ଟିରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ବିଏସପିର ରାଜ୍ୟପ୍ରଭାରୀ ଧରମଜୀତ ସିଂଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସଗରିଆ । ଲୋୟର…
Read More...

“କାଳିଆ” ଯୋଜନାର ହିତାଧୀକାରୀଙ୍କ ଛାତ୍ର ଛାତ୍ରୀଙ୍କୁ ମିଳିବ “କାଳିଆ ଛାତ୍ରବୃତ୍ତି”

ଭୁବନେଶ୍ବର : ରାଜ୍ୟ ସରକାରଙ୍କର ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ୍‌ "କାଳିଆ"କୁ ଆହୁରି ବ୍ୟାପକ କରାଯାଇଛି ।କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି "କାଳିଆ ଛାତ୍ରବୃତ୍ତି" କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି…
Read More...

ବିଜେଡିର ଜବାବ : ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କ ନିକଟରେ ବିଶ୍ୱସନୀୟତା ହରାଇସାରିଛନ୍ତି- ପ୍ରତାପ ଜେନା

ଭୁବନେଶ୍ୱର : ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । ସେ ଅଭ୍ୟାସଗତ ଭାବେ ଜଣେ ମିଛୁଆ…
Read More...

କାଳିଆ ଯୋଜନାକୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ପଧାନ କହିଲେ ମୁଖ୍ୟମନ୍ତ୍ରୀ ମିଛ କହିବାରେ ସିଦ୍ଧହସ୍ତ

ଭୁବନେଶ୍ୱର: ଲୋକସଭାରେ କେନ୍ଦ୍ର ସରକାର ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ସବୁ ବର୍ଗଙ୍କୁ ସୁହାଇଲା ଭଳି ହୋଇଥିବା ବଜେଟକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ବଜେଟ୍‌ରେ ଚାଷୀମାନଙ୍କ ପାଇଁ ହୋଇଥିବା…
Read More...

ରାଜ୍ୟ କ୍ୟାବିନେଟରେ ତିନି ପ୍ରସ୍ତବରେ ମୋହର, ଜାଣନ୍ତୁ କଣ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ଶନିବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପୁଲିସ ସେବା ବିଭାଗୀୟ ପଦୋନ୍ନତି କମିଟି…
Read More...