ସରକାର ଶେଷ ବଜେଟ : ଭୋଟରଙ୍କ ପାଇଁ ଦିଲ୍ଲ ଖୋଲିଦେଲେ ମୋଦି

ନୂଆଦିଲ୍ଲୀ  : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ଲୋକସଭାରେ ୨୦୧୯-୨୦ ଆର୍ଥିକ ବର୍ଷପାଇଁ ଏକ ମଧ୍ୟବର୍ତିକାଳୀନ ବଜେଟ୍ ଆଗତ କରିଛନ୍ତି । ନୂତନ ବଜେଟ୍ରେ ମୋଟ ବ୍ୟୟ ପରିମାଣ ୨୭, ୮୪, ୨୦୦ କୋଟି ଟଙ୍କା…
Read More...

ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଭୁବନେଶ୍ବରୁ : ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗଦେଇ କେଜ୍ରିୱାଲ୍‌ କହିଛନ୍ତି ଓଡିଶାରେ ବିରୋଧୀ ନାହାନ୍ତି, ଏଠି…
Read More...

ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ।ନିର୍ବାଚନୀ ବର୍ଷ। ଆଉ ରାଷ୍ଟ୍ରପତି ରାମନାଥ…
Read More...

ଗ୍ରାହକଙ୍କ ପାଇଁ ଖୁସି ଖବର : ଏଲପିଜି ସିଲିଣ୍ଡର ଦର କମିଲା

ଆଇଓସିଏଲ ଘରୋଇ ରିହାତିଯୁକ୍ତ ରନ୍ଧନଗ୍ୟାସର ଦର ହ୍ରାସ କରିଛିନୂଆଦିଲ୍ଲୀ : ଏଲପିଜି ଦର ହ୍ରାସ କମିଲା । ଆଇଓସିଏଲ ନୂଆ ସଂଶୋଧିତ ଦର ତାଲିକା ଜାରି କରିଛି । ସବସିଡି ଥିବା ସିଲିଣ୍ଡର ଉପରେ ୧ଟଙ୍କା ୪୬ ପଇସା ହ୍ରାସ…
Read More...

ଅବିବାହିତ ଏକତା କପୁର ୪୩ ବର୍ଷରେ ପୁତ୍ର ସନ୍ତାନର ମା ହେଲେ

ମୁମ୍ବାଇ : ଏକତା କୁପର ମା ହେଲେ । ୪୩ ବର୍ଷ ବୟସରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ସିନେ ପ୍ରଯୋଜକ ଓ ନିର୍ଦେଶକ ଏକତା କାପୁର । ଟେଲି ଭିଜନରେ ସରିଏଲ ପାଇଁ ଘରେ ଘରେ ପରିଚିତ ଏକତା କପୁର ମା ହେବାକୁ ନେଇ ବି ଟାଉନରେ…
Read More...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଫାଇନାଲ୍ ଚାର୍ଜ ସିଟ୍ ଦାଖଲ

ଅଭିଯୁକ୍ତ ପୁଞ୍ଜିଲାଲ ବିରୋଧରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚକଟକ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚୂଡାନ୍ତ ଚାର୍ଜସିଟି ଦାଖଲ ପାଟଣାଗଡ ଏସଡିଜେଏମ୍ କୋର୍ଟରେ ମୁଖ୍ୟ…
Read More...

କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି, ଭୁଲରେ ଯାଇଥିବା ଟଙ୍କା ଫେରିବ : ସଚିବ

ଭୁବନେଶ୍ବର :  କାଳିଆ ଯୋଜନାକୁ ନେଇ ଅନେକ ଗୁଜବ ହେଉଛି । ଏହା ସତ ନୁହେଁ । ଯେଉଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଯାଇଛି ତାହା ଚେକ ଟେଷ୍ଟ ଥିଲା । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛୁ କି ନାହିଁ ତାହା ଟେଷ୍ଟ କରିବାକୁ…
Read More...

ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାପନ୍ନ କମିଟି ବୈଠକ : ରାଜ୍ୟରେ ଆଖି ରୋଗ ସଂପର୍କରେ ସର୍ଭେ କରାଯିବ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ କରାଯାଇଥିବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ନିମନ୍ତେ ଗଠନ କରାଯାଇଥିବୀ କ୍ଷମତାପନ୍ନ କମିଟି ବୈଠକ ଗତ କାଲି ଅନୁଷ୍ଠିତ ହୋଇଯାଇଛି । 'ସୁନେତ'୍ର ଯୋଜନା…
Read More...

ତେଲଗୁ ଭୋଟରଙ୍କୁ ଆଖି, ୧୩ରେ ନବୀନଙ୍କ ଦକ୍ଷିଣି ବିଜେ, ଗଡ ଜଗିବେ ଭାସ୍କର

ଭୁବନେଶ୍ୱର : ପୂର୍ବ- ପଶ୍ଚିମ ଆଉ ଉତ୍ତର ତିନିଗଡ ଜଗିବା ପରେ ଏବେ ନବୀନଙ୍କ ନଜରେ ଦକ୍ଷିଣ ଦ୍ୱାର ଉପରେ । ଖାସ କରି ଦକ୍ଷିଣରେ ଭାରି ପଡୁଥିବା ତେଲଗୁ ଭୋଟରଙ୍କୁ ମନେଇବାକୁ ଆରମ୍ଭ ହୋଇଛି ପ୍ରୟାସ । ଏମିତିବି ଆନ୍ଧ୍ର…
Read More...

ଲେସ୍‌ବିଆନ୍‌ ସୋନମ ! ଭିଡିଓ ଭାଇରାଲ

ମୁମ୍ବାଇ : ଅଭିନେତ୍ରୀ ସୋନମ ଲେସବିଆନ୍ । କୈଣସି ଅଭିନେତାଙ୍କୁ ନୁହେଁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ସୋନମ । ଆଉ ଏମିତି ଜାଣଇବା ପରେ ଦୁଖରେ ଭାଙ୍ଗି ପଡିଛନ୍ତି ସୋନମଙ୍କ ପରିବାର ଲୋକେ । ଏମିତି ଏକ ଭିଡିଓ ଏବେ ସୋସିଆଲ…
Read More...