ଏଡିଜିଙ୍କ ସୂଚନା; ଡବଲ ବ୍ୟାରିକେଟିଂ ଜରିଆରେ ଗଣତି କେନ୍ଦ୍ରର ସୁରକ୍ଷା

ମତଗଣନା ପୂର୍ବରୁ ଆଇନ ଶୃଙ୍ଖଳା ଏଡିଜିଙ୍କ ସୂଚନା । ଡବଲ ବ୍ୟାରିକେଟିଂ ଜରିଆରେ ଗଣତି କେନ୍ଦ୍ରର ସୁରକ୍ଷା । ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି । ଗାର୍ଡ ଡାଇରି ଜରିଆରେ ରଖାଯିବ ତଥ୍ୟ । ଲୋକଙ୍କୁ ଅବଗତ…
Read More...

ତାଜ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ତାଜ୍ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍‌ର ୪ଟି ବଗିରେ ନିଆଁ ଲାଗି ଯାଇଛି। ଦକ୍ଷିଣ-ପୂର୍ବ ଦିଲ୍ଲୀର ସରିତା ବିହାର ନିକଟରେ ଘଟିଛି ଏହି ଘଟଣା। ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।…
Read More...

ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ

ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ । ଏହା ସହିତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ବି ଭାଙ୍ଗିଛି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସୋମବାର ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି…
Read More...

ପ୍ରକାଶ ପାଇଲା OJEE ପରୀକ୍ଷା ଫଳ

ପ୍ରକାଶ ପାଇଛି ୨୦୨୪ ଓଡ଼ିଶା ଯୁଗ୍ମ ପ୍ରବେଶିକା(OJEE)ପରୀକ୍ଷା ଫଳ। ଚଳିତ ଥର ୫୬ହଜାର ୪୭ଜଣ ପରୀକ୍ଷାର୍ଥୀଙ୍କୁ ରାଙ୍କ କାର୍ଡ ମିଳିଛି। ବି-ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍‌.ଫାର୍ମାରେ ପଦ୍ମାଳୟା ମିଶ୍ର…
Read More...

ରାଜ୍ୟ କ୍ୟାବିନେଟ୍ ବୈଠକ; ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ

ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ଶେଷ ହୋଇଛି। ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି। RP actର ଧାରା ୨୭୦ ଅନୁସାରେ…
Read More...

ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି: ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ । କହିଲେ ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଉପରେ…
Read More...

ବଢ଼ିଲା କ୍ଷୀରର ମୂଲ୍ୟ, ଅମୁଲ ଓ ମଦର ଡାଏରୀର ବଢ଼ିଲା ଦାମ୍

ଅମୁଲ ପରେ ଏବେ ମଦର ଡାଏରୀ କ୍ଷୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଦେଶର ଦୁଇଟି ବୃହତ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଲୋକସଭା ନିର୍ବାଚନ ଶେଷ ହେବା ପରେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍…
Read More...

ଜୁନ୍ ୪ର ରେଜଲ୍ଟକୁ ଅପେକ୍ଷା କରନ୍ତୁ, ଫଳାଫଳ ଏକଜିଟ୍ ପୋଲର ସମ୍ପୂର୍ଣ୍ଣ ବିପରୀତ ହେବ: ସୋନିଆ ଗାନ୍ଧି

ଆସନ୍ତାକାଲି ଆସିବ ନିର୍ବାଚନ ଫଳାଫଳ। ହାତୀ କାହା ମୁଣ୍ଡରେ କଳସ ଢ଼ାଳିବ, କିଏ ସରକାର ଗଢ଼ିବ ସବୁକିଛି ହୋଇଯିବ ସ୍ପଷ୍ଟ। ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏବଂ ସର୍ଭେ ଏଜେନ୍ସିର ଏକଜିଟ୍ ପୋଲକୁ ନେଇ ଏବେ…
Read More...

ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲି ମୃତ୍ୟୁ…
Read More...

ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ୍

ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବାଣ ଫୁଟା ଓ ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଛି । ନିଶାଡିଙ୍କ ଉପରେ କଡାନଜର ରଖା ଯିବ । ଆବଶ୍ୟକ ସ୍ଥଳେ ସ୍ପଟ ଉପରେ ସନ୍ଦିଗ୍ଧଙ୍କ ଆଲକହଲ ଡିଟେକସନ୍…
Read More...