ଆଜିଠୁ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ୨୫ ଲକ୍ଷ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଗାନ୍ଧି ଜୟନ୍ତୀରୁ ଆରମ୍ଭ କରିବେ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।…
Read More...

ବିବାହିତ ବୋଲି ଜାଣିବା ପରେ ପ୍ରେମିକକୁ ହତ୍ୟା କଲା ପ୍ରେମିକା

ଛତିଶଗଡ : ପ୍ରେମିକାକୁ ସତ ଲୁଚେଇବା ପ୍ରେମିକ ପାଇଁ ମହଅଗା ପଡିଛି । ଏମିତିକି ପଦେ ମିଛ ପାଇଁ ଜୀବନ ଦେବାକୁ ପଡିଛି ପ୍ରେମିକଙ୍କୁ । ଏଭଳି ଘଟଣା ଏବେ ଛତିଶଗଡର ରାୟପୁରରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହିତ ହୋିବି ପ୍ରେମ…
Read More...

୩ ବିଶ୍ୱବିଦ୍ୟାଳୟ ଓ ୫ କଲେଜ ସହ ୮ ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ସୋମବାର ୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଛି। ଏଥିରେ ୩ଟି…
Read More...

ନାନା ପାଟେକର ଓ ତୁନୁଶ୍ରୀଙ୍କ ଏକାଠି ଥିବା ୨୦୦୮ ଭିଡିଓ ହେଲା ଭାଇରାଲ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ।ଣିବାକୁ ନେଇ ଏବେ ସାରା ଦେଶରେ ସିନେ ପ୍ରେମୀଙ୍କ ଭିତରେ ଚର୍ଚା ଚାଲିଛି । ଏତିକିବେଳେ ୨୦୦୮ର ଏକ ଭିଡିଓ ଭାଇରାଲ ହୋଇଛି ।…
Read More...

ଚୁମ୍ବନରୁ ହୋଇପାରେ ସଂକ୍ରମଣ, ଜାଣନ୍ତୁ କିସିଙ୍ଗ ଡିଜିଜର ଲକ୍ଷଣ ଓ କାରଣ

ପ୍ରେମର ପରିଭାଷା ଚୁମ୍ବନ । ପ୍ରେମର ବଢିଲେ ତାହା ଚୁମ୍ବନରୁ ହିଁ ସଂପର୍କ ଆଗକୁ ବଢେ । ହେଲେ ଏହି ଚୁମ୍ବନ ଯେ ଅନେକ ସମୟରେ କ୍ଷତିକାରକ ହୋଇଥାଏ ତାହା ହୁଏତ ସମସ୍ତେ ଜାଣି ନଥିବେ । ଚୁମ୍ବନ ଯୋଗୁ ଅନେକ ସମୟରେ ସଂକ୍ରମଣ…
Read More...

ଗାନ୍ଧୀ ଜୟନ୍ତୀରୁ ୬ ସହରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟାନ୍‌

ଭୁବନେଶ୍ବର : ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ବ୍ୟାନ୍‌ ହେବ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ।ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ଏହା ଉପରେ ପ୍ରତିବନ୍ଧ ଲାଗିବ । ପରେ ସାରା ରାଜ୍ୟରେ ଏହି ପ୍ରତିବନ୍ଧକ ଲାଗିବ । ପଲିଥିନ୍‌ ଓ…
Read More...

ବାଜିଲା ପିଇସିର ମୋହର ,୫୦ ନୁହେଁ ୪୪ ପ୍ରାର୍ଥୀ ତାଲିକା ସ୍ଥିର କଲା କଂଗ୍ରେସ,୯ ନୂଆ ମୁହଁ

ଭୁବନେଶ୍ବର :  ୫୦ ନୁହେଁ ୪୪ ଜଣ ପ୍ରାର୍ଥୀ ତାଲିକା ସ୍ଥିର କରିଛି କଂଗ୍ରେସ ।  ହେଲେ ଏହି ତାଲିକା କେବେ ଘୋଷଣା ହେବ ସେ ନେଇ ଡେଡ ଲାଇନ ନାହିଁ। ପିଇସି ଏବଂ ସ୍କ୍ରିନିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…
Read More...

ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ, ରାଜଭବନ ଆଗରେ ଧାରଣା

ଭୁବନେଶ୍ବର :  ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ପୁଣି ଆନ୍ଦୋଳନ । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି ରୋକିବାରେ ବିଫଳ ଅଭିଯୋଗ ରାଜଭବନ ଆଗରେ ଧାରଣା ଦେବା ସହ ପ୍ରତିବାଦ କରିଛି ଦଳ । ସେପଟେ ଲୋକଙ୍କ ସ୍ବାର୍ଥ ପାଇଁ…
Read More...

ଦୀପିକା ପାଦୁକନଙ୍କ ଭାରାଲ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ : ନଭେମ୍ବରରେ ରଣବୀରଙ୍କୁ ଦୀପିକା ବାହାହେବେ ବଲି ଏକ ପ୍ରକାର ସ୍ଥିର ହୋଇ ସାରିଛି । ହେଲେ ଏତିକିବେଳେ ଦୀପିକାଙ୍କ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ବି- ଟାଉନ କାହିଁକି ତାଙ୍କ ଫ୍ୟାନଙ୍କ ଭିତରେ ବି ଚର୍ଚ୍ଚା…
Read More...

ନିଷ୍ଠୁର ସ୍ୱାମୀ : ଚଳନ୍ତା ଟ୍ରେନରୁ ସ୍ତ୍ରୀକୁ ଠେଲିଦେଲା ସ୍ୱାମୀ

ଯାଜପୁର : ଯାଜପୁରରୋଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣଆ ଘଟିଛି । ଚଳନ୍ତା ଟ୍ରେନରୁ ଜଣେ ସ୍ୱାମୀ ତାର ସ୍ତ୍ରୀକୁ ଠେଲି ଦେଇଛି । ରବିବାର ସଂଧ୍ୟାରେ ଘଟିଛି ଏହି ଘଟଣା । ଟ୍ରେନରୁ ପଡି ମହିଳା ଗୁରୁତ୍ୱର ହୋଇଥିବାରୁ ତାଙ୍କୁ…
Read More...