Crime ଝିଅ ବାହାଘର ଆଗରୁ ଜ୍ୱାଇଁ ସହ ଶାଶୁ ଫେରାର, ତେବେ ରେଳ ଧାରଣାରୁ ମିଳିଲା କେଉଁ ଦୁଇ ଶବ? OPA Sep 29, 2018 0 ମଧ୍ୟପ୍ରଦେଶ : ଝିଅ ବାହାଘର ଠିକ ହୋଇସାରିଥିଲା । ହେଲେ ଝିଅ ବାହାଘର ଆଗରୁ ( ବର ) ଜ୍ୱାଇଁ ସହ ଫେରାର ହେଲା ଶାଶୁ । ଏମିତି ଏକ ଖବର ଏବେ ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣଆ ଘଟିବା ପରେ ପରେ ଯାହା… Read More...
Odisha ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୫ ପ୍ରଶାସନିକ ଅଧିକାରୀ ନିଯୁକ୍ତ କଲେ ସରକାର OPA Sep 29, 2018 0 ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ୬୫ଟି ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ… Read More...
Politics ଏବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ହେବନି ଛାତ୍ର ସଂସଦ ନିର୍ବାଚନ OPA Sep 29, 2018 0 ଭୁବନେଶ୍ୱର : ଚଳିତ ବର୍ଷ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ପିଜି କାଉନସିଲ ବୈଠକରେ ଏହି ନିଷ୍ପତି ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି ।‘ଉତ୍କଳ ବିଶ୍ୱବିଦ୍ୟାଳୟ’ରେ ଶିକ୍ଷାବର୍ଷ ୨୦୧୮-୧୯… Read More...
Politics ଇଣ୍ଡିଆ ଟୁଡେ ସର୍ଭେ : ନବୀନ ଏବେ ବି ନମ୍ବର ଓାନ, ଧମେନ୍ଦ୍ର ଦ୍ୱିତୀୟ ପସନ୍ଦ OPA Sep 29, 2018 0 ଭୁବନେଶ୍ବର : ୧୮ ବର୍ଷ କ୍ଷମତାରେ ଥାଇ ବି ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମିନି । ଏବେ ବି ସେ ଏକ ନମ୍ବର୍ । ରାଜ୍ୟର ୫୯ ପ୍ରତିଶତ ଲୋକ ତାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ… Read More...
Crime ବାହାଘର ଭାଙ୍ଗିଗଲା ବୋଲି , କୂଅକୁ ଡେଇଁଲା ବଡ ଭଉଣୀ ,ସାନ ବି ଡେଇଁ ପଡିଲା OPA Sep 29, 2018 0 ଗଜପତି : ଗଜପତି ଜିଲ୍ଲା ଆର .ଉଦୟଗିରି ଛେଳିଗଡ ଗାଁରେ ଅଘଟଣ । କୂଅ ଭିତରୁ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ । ଛେଳିଗଡ ଗାଁର ପ୍ରମୋଦ ଆଚାରୀଙ୍କ ଝିଅ ସ୍ବପ୍ନା ଏବଂ କିରଣଙ୍କ ମୃତଦେହ ବାଡ଼ି କୂଅରୁ ମିଳିଛି । ପାରିବାରିକ… Read More...
National ଭୂକମ୍ପ ଆଉ ପରେ ସୁନାମି, ସୁନାମି, ଉଠିଲା ୬ଫୁଟ୍ ଉଚ୍ଚର ଢେଉ ନେଲା ୪ଶହରୁ ଅଧିକ ଜୀବନ OPA Sep 29, 2018 0 ଇଣ୍ଡୋନେସିଆ :ପ୍ରଥମେ ଭୂକମ୍ପ ଆଉ ପରେ ସୁନାମି ଆତଙ୍କ । ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ତାଣ୍ଡବ । ବିନାଶ ଆଣିଛି ସୁନାମି, ନେଇଛି ଶହ ଶହ ଜୀବନ। ଘର ଭାଙ୍ଗିଛି, ଧୋଇ ଯାଇଛି ସହର । ବାସହରା ହୋଇଛନ୍ତି… Read More...
Politics ପିସିସି ସାଙ୍ଗଠନିକ ସ୍ତରରେ ଅଦଳ ବଦଳ OPA Sep 29, 2018 0 ଭୁବନେଶ୍ବର : ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ମହିଳା ସଭାପତିଙ୍କୁ ପରିବର୍ତନ କରିଛି ଦଳ । ସସ୍ମିତା ବେହେରାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ ମହିଳା ସଭାପତି ଦାୟିତ୍ବ ଦେଇଛି ଦଳ । ଏଆଇସିସି… Read More...
Politics ତେଲ ବାହାନାରେ ଧର୍ମେନ୍ଦ୍ରଙ୍କ ଉପରେ ରାଜନୈତିକ ଆକ୍ରମଣର ବାହାନା କରିଛି ବିଜେଡ଼ି : ବିଜେପି OPA Sep 28, 2018 0 ଭୁବନେଶ୍ୱର : ଦେଶରେ ତୈଳଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ବିଜେଡ଼ିର ଆନ୍ଦୋଳନ ସାଧାରଣ ଗରିବ ଓଡ଼ିଆ ଲୋକଙ୍କୁ ଲାଭ ପହଂଚାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ବିଜେଡ଼ି ତେଲ ବାହାନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ… Read More...
Politics ପେଟ୍ରୋଲ-ଡିଜେଲ୍ ଦର ୧୨୦ରେ ପହଞ୍ଚାଇ ଓଡ଼ିଶାରେ ବିଜେପି ତା’ର ମିଶନ ପୂରା କରିବ- ବିଜେଡି OPA Sep 28, 2018 0 ଭୁବନେଶ୍ୱର : ଭାରତବର୍ଷର ଇତିହାସରେ ଆଜି ପର୍ଯ୍ୟନ୍ତ ଏ ପ୍ରକାରର ସ୍ଥାଣୁ ଏବଂ ଅପାରଗ ସରକାର କେନ୍ଦ୍ରରେ ବୋଧେ ଆସୀନ ହୋଇନଥିଲେ, ଯାହାକି ଏବେ କେନ୍ଦ୍ରରେ ଥିବା ବିଜେପି ନେତୃତ୍ୱାଧୀନ ସରକାରଙ୍କ ଠାରେ ଦେଖାଯାଉଛି । ସାଢ଼େ… Read More...
Bignews ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନ OPA Sep 28, 2018 0 ଭୁବନେଶ୍ୱର : କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବ। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧ ତାରିଖରେ… Read More...