Sports ଆଇପିଏଲରେ ସମ୍ମାନିତ ହେବେ ଟୋକିଓ ଅଲମ୍ପିକ୍ସ ଖେଳାଳୀ OPA Mar 26, 2022 0 ଆଉ କିଛି ସମୟ ପରେ ଆରମ୍ଭ ହେବ ଆଇପିଏଲ ୨୦୨୨ । ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଚଳିତବର୍ଷ ମଧ୍ୟ ଉଦଘାଟନୀ ସମାରୋହ ଉତ୍ସବ ଆୟୋଜନ ହେବ ନାହିଁ । କିନ୍ତୁ… Read More...
Odisha ୨୯ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ OPA Mar 26, 2022 0 ମାର୍ଚ୍ଚ ୨୯ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ। ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନର ପୃଷ୍ଠଭୂମିରେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଯେଉଁଠାରେ ବିଜୁ ଜନତା ଦଳ କେଉଁ… Read More...
Politics ଐତିହାସିକ ବିଜୟ ଆଡକୁ ଆଗ୍ରସର ହେଉଛି ବିଜେଡି OPA Mar 26, 2022 0 ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସମୟ ବଢିବା ସହ ଐତିହାସିକ ବିଜୟ ଆଡକୁ ଆଗ୍ରସର ହେଉଛି ବିଜେଡି । ୩ ମହାନଗର ନିଗମ ମଧ୍ୟରୁ ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟ ହାସଲ କରିଛନ୍ତି । କଟକ ଓ… Read More...
Politics ଚାଲିଛି ଭୋଟ ଗଣତି; ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ମେୟର ଆସନରେ ବିଜେଡି ଆଗୁଆ OPA Mar 26, 2022 0 ପୌର ଫଳାଫଳ । ଚାଲିଛି ଭୋଟ ଗଣତି । ରାଜ୍ୟର ତିନି ମହାନଗର ନିଗମ ଆସନରେ ଆଗରେ ଚାଲିଛି ବିଜେଡି । କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି… Read More...
National ଦ୍ୱିତୀୟ ଇନିଂସ୍ରେ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା; ଆଉ ୩ ମାସ ମାଗଣା ମିଳିବ ରାସନ୍ ସାମଗ୍ରୀ OPA Mar 26, 2022 0 ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରି ସେ ସୃଷ୍ଟି କରିଛନ୍ତି ରେକର୍ଡ। ତେବେ ୟୁପିରେ ନିଜ ଦ୍ୱିତୀୟ ଇନିଂସ୍ ଆରମ୍ଭ… Read More...
Odisha ବିନାନୁମତିରେ ପାଳନ କରାଯାଇପାରିବନି ବିଜୟ ଉତ୍ସବ OPA Mar 26, 2022 0 କରୋନା କଟକଣା ସବୁ ହଟିଗଲାଣି । ବିଜୟ ଉତ୍ସବ ପାଳନ ପାଇଁ ମଧ୍ୟ ନିର୍ବାଚନ କମିଶନ ଅନୁମତି ଦେଇସାରିଛନ୍ତି । ହେଲେ ଭୁବନେଶ୍ୱରେ ବିନାନୁମତିରେ ବିଜୟ ଉତ୍ସବ ପାଳନ କରାଯାଇପାରିବ ନାହିଁ । ଯେଉଁମାନେ ଅନୁମତି ନନେଇ ବିଜୟ ଉତ୍ସବ… Read More...
Sports ଆଜିଠୁ ଆରମ୍ଭ ହେଉଛି ଆଇପିଏଲର ୧୫ତମ ସଂସ୍କରଣ ; ପ୍ରଥମ ମ୍ୟାଚରେ କେକେଆରକୁ ଭେଟିବ ସିଏସ୍କେ OPA Mar 26, 2022 0 ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ ମହାକୁମ୍ଭ। ଆଇପିଏଲର ୧୫ତମ ସଂସ୍କରଣ ଆଜିଠୁ ଖେଳାଯିବ। ଆଜି ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ (କେକେଆର) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମଧ୍ୟରେ ଖେଳାଯିବ । ମୁମ୍ବାଇର… Read More...
Odisha ସମ୍ ଅଲ୍ଟିମେଟରେ ଅତ୍ୟାଧୁନିକ ଇୟୁଏସ୍ ଅସ୍ତ୍ରୋପଚାର OPA Mar 25, 2022 0 ସମ୍ ଅଲ୍ଟିମେଟ୍ ମେଡିକେୟାରର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ଡାକ୍ତରମାନେ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଅଲ୍ଟ୍ରାସାଉଣ୍ଡ (ଇୟୁଏସ୍) ବ୍ୟବହାର କରି ସଫଳତାର ସହ ଜଣେ ୨୭ ବର୍ଷୀୟ ରୋଗୀଙ୍କ ପାଚନ ଗ୍ରନ୍ଥିରେ ଜମା… Read More...
Sports ପୁଣିଥରେ ପଡିଆକୁ ଫେରିଲେ ବୀରେନ୍ଦ୍ର ଲାକ୍ରା OPA Mar 25, 2022 0 ଭାରତୀୟ ହକି ଇତିହାସରେ ପ୍ରଥମ । ଅବସର ପରେ ହକି ଫେଡେରେସନର ଡାକରା ପାଇ ପୁଣି ଥରେ ଟିମ୍ ଇଣ୍ଡିଆ ସହ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି ଅଲିମ୍ପିକ ପଦକ ବିଜେତା ତଥା ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ପୁଣି ଦର୍ଶକ ଦେଖିବେ… Read More...
Politics ପୌର ନିର୍ବାଚନ ପରାଜୟ ଭୟରେ ହତାଶ ହୋଇପଡ଼ିଛି ବିଜେପି: ବିଜେଡି OPA Mar 25, 2022 0 ଭୁବନେଶ୍ୱର: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଥିବା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି… Read More...