Odisha ବିଜେବି କଲେଜ ଷ୍ଟଙ୍ଗରୁମରେ ଜଣେ ସନ୍ଦିଗ୍ଧ ପ୍ରବେଶ କରିବା ନେଇ ଉତ୍ତେଜନା OPA Mar 25, 2022 0 ବିଜେବି କଲେଜରେ ଥିବା ଷ୍ଟଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପଶିଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ଷ୍ଟ୍ରଙ୍ଗ୍ରୁମ୍ ବାହାରେ ଉତ୍ତେଜନା ଲାଗିରହିଛି ରହିଛି। ବିଜେପି ଅଭିଯୋଗ ଆଣିଛି ଯେ, ଷ୍ଟ୍ରଙ୍ଗ ରୁମରେ କେହି ଜଣେ… Read More...
National ସୋମାଲିଆର ଭୋଟିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ; ୪୮ ମୃତ OPA Mar 25, 2022 0 ସୋମାଲିଆର ଭୋଟିଂ ସେଣ୍ଟରରେ ଦୁଇ ଦୁଇଟି ଆତ୍ମଘାତୀ ବିସ୍ଫୋରଣ। ଜଣେ ମହିଳା ସାଂସଦଙ୍କ ସମେତ ୪୮ ମୃତ। ସୋମାଲିଆର ରାଜଧାନୀ ମୋଗାଦିଶୁର ହିରେନ ଅଞ୍ଚଳର ବେଲେଡବେୟନ କସବେରେ ଏହି ଆକ୍ରମଣ ହୋଇଛି। ମୃତକ ମହିଳା ସାଂସଦ ଜଣଙ୍କ… Read More...
Odisha ଗୋପରେ ମିଳିଲା ପେଟ୍ରୋଲ ଓ ଗ୍ୟାସର ସନ୍ଧାନ OPA Mar 25, 2022 0 ଗୋପ ତହସିଲ ଅଂଚଳର ୨ଟି ସ୍ଥାନରେ ପେଟ୍ରୋଲିୟମ ପଦାର୍ଥ ଥିବା ସୂଚନା ମିଳିଛି। ଅଏଲ ଇଣ୍ଡିଆ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅଏଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଗୋପ ଅଞ୍ଚଳରେ ଉଭୟ ପେଟ୍ରୋଲ ଓ ଗ୍ୟାସ୍ର… Read More...
Entertainment ଅଫ ଏୟାର୍ ହେବ ଦ କପିଲ ଶର୍ମା ଶୋ’ OPA Mar 25, 2022 0 ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସି ଥିବାବେଳେ ଏବେ କପିଲଙ୍କ ଶୋ'କୁ… Read More...
National ପ୍ରଥମେ ସୀମାକୁ ସେନା ହଟାଅ; ତାପରେ ଆଲୋଚନା OPA Mar 25, 2022 0 ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଗତକାଲି ଭାରତ ଗସ୍ତରେ ଆସିଥିବା ବେଳେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି। ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି… Read More...
National ପଞ୍ଜାବର ବିଧାୟକ ପେନସନ ଯୋଜନାରେ ଏଭଳି ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ OPA Mar 25, 2022 0 ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ୍ । ତେବେ ଥରେ ବିଧାୟକ ହେଲେ… Read More...
Sports ଆଇପିଏଲ୍ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା OPA Mar 25, 2022 0 ଶନିବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ମ୍ୟାଚ୍ । ଚଳିତ ଆଇପିଏଲ୍ ସଂସ୍କରଣର ଲିଗ୍ ମ୍ୟାଚ୍ କେବଳ ମୁମ୍ବାଇ ଓ ପୁନେରେ ଖେଳାଯିବ । ମୋଟ ୭୦ଟି ଲିଗ୍ ମ୍ୟାଚରୁ ୨୦ଟି ମ୍ୟାଚ୍ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ… Read More...
National ଯୁଦ୍ଧ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ପୁଟିନ୍ OPA Mar 25, 2022 0 ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର କେବେ ଅନ୍ତ ଘଟିବ ତାହା ଅନିଶ୍ଚିତତା ଥିବା ବେଳେ ୟୁକ୍ରେନ୍ ସେନା ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଯୁଦ୍ଧ କେବେ ବନ୍ଦ ହେବ ସେନେଇ ଏକ ସମ୍ଭାବ୍ୟ ତାରିଖ ଘୋଷଣା କରିଛି… Read More...
National କ୍ରମାଗତ ଦ୍ଵିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ OPA Mar 25, 2022 0 ପୁଣି ୟୁପିରେ ଆରମ୍ଭ ହେଲା ଯୋଗୀ ରାଜ। ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରାୟ ୫୦ ହଜାର ଅତିଥିଙ୍କ ଉପସ୍ଥିତିରେ ରାଜ୍ୟପାଳ… Read More...
Odisha ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ OPA Mar 24, 2022 0 ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ପାଇଁ ସଂଗଠିତ ହେୁଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସ ୨୦ ରୁ ୨୨ ତାରିଖ ଯାଏଁ ଦିବାରାତ୍ର କ୍ରିକେଟ ମ୍ୟାଚ୍… Read More...