ବିବାହ ପାଇଁ ଜିଦ କରିବାରୁ ପ୍ରେମିକାକୁ ହତ୍ୟା କରି ପଥର ବାନ୍ଧି ପୋଖରୀରେ ଫିଙ୍ଗିଦେଲା ପ୍ରେମିକ

ଭଣ୍ଡାରିପୋଖରୀ :  ବିବାହ ପାଇଁ ଜିଦ କରିବାରୁ ହତ୍ୟା କରିଛି । ଭଣ୍ଡାରିପୋଖରୀ ରେବ ଗାଁ ପୋଖରିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ସତ ସ୍ବୀକାର କରିଛି ଅଭିଯୁକ୍ତ । ଦୀର୍ଘ ବର୍ଷ ହେବ ଭଲ ପାଉଥିବା ପ୍ରେମିକାକୁ ହତ୍ୟା…
Read More...

ପ୍ରେମରେ କଣ ଚାହେଁ ପୁରୁଷ ମନ, କାହାକୁ ବେଶୀ ଧ୍ୟାନ ଦିଅନ୍ତି ମହିଳା

ପୁରୁଷ ଓ ମହିଳାଙ୍କ ମନରେ ପ୍ରେମକୁ ନେଇ କଣ ଥାଏ ଭାବନା । ଏହାକୁ ନେଇ ଅନେକ ଯୁକ୍ତି ଓ ତର୍ଜମା ହୋଇଛି । କେହି କେହି ପୁରୁଷ ମାନେ ଶାରୀରିକ ସଂପର୍କୁ ଅଧିକ ଧ୍ୟାନ ଦେଉଥିବା କହୁଥିବାବେଲେ ମହିଲାମାନେ ଅଧିକ ରୋମାନ୍ସ ପ୍ରିୟ…
Read More...

୧୪ରୁ ୧୬ ଯାଏ ପ୍ରବଳ ବର୍ଷା, ଲଘୁ ଚାପ ରୂପ ନେବ ଘୃଣ୍ଣିବଳୟ

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ଭିତରେ ଲଘୁ ଚାପ ରୂପ ନେବ । ଏହାର ପ୍ରଭାବରେ ୧୨ରୁ ୧୬ ତାରିଖଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ୧୫ ତାରିଖ ଯାଏ ଦକ୍ଷିଣ ଓ ଉପକୂଳ…
Read More...

ଉଡିବ ସି-ପ୍ଲେନ : ଚିଲିକାରେ ୱାଟର୍ ଏୟାରପୋର୍ଟକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଓଡ଼ିଶାର ଚିଲିକା ସମେତ ଦେଶର ପାଞ୍ଚୋଟି ରାଜ୍ୟରେ ୱାଟର୍ ଏରୋଡ୍ରମ୍ ସ୍ଥାପନ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଆସାମ, ଗୁଜରାଟ୍, ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶରେ ୱାଟର୍ ଏରୋଡ୍ରମ୍ ନିର୍ମାଣ କରି…
Read More...

ଦୀପିକାଙ୍କ ରାସ୍ତାରେ ସିଂହଳୀ ସୁନ୍ଦରୀ

ମମ୍ବାଇ : ବଲିଉଡର ଲୋକପ୍ରିୟ ନାୟିକାଙ୍କ ମନ ଆଉ ବଲିୁଢରେ ନାହିଁ । ସେଥିଲାଗି କିଛି ଦିନ ହେଲା ତାଙ୍କ ଫିଲ୍ମୀ ଆଉ ପରଦାରେ ଦେଖିବାକୁ ମିଳୁନି । କୁହାଯାୁଛି ଜାକଲିନଙ୍କ ମନ ଆଇଟମ ମନ୍ୱର କରିବାକୁ । ସେଥିଲାଗି ସେ ବଲିଉଡ…
Read More...

ବନ୍ଧୁକ ମୁନରେ ସୁନା ବ୍ୟାଗ ଝାମ୍ପିନେଲେ

ଭଦ୍ରକ : ଫିଲ୍ମୀ ଷ୍ଟାଇଲେ ବାଇକରେ ଆସି ବନ୍ଧୁକ ମୁନରେ ଝାମ୍ପି ନେଲେ ସୁନା ଭର୍ତି ବ୍ୟାଗ । ୩ ଲୁଟାରେ ଆସି ସୁନା ବ୍ୟବସାୟୀଙ୍କ ଠାରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କରା ସୁନା । ସୁନା ଦୋକାନ ବନ୍ଦ କରି ଘରକୁ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପୋଷ୍ଟ ମଟର୍ମ : ସରୁନି ଲାଭ କ୍ଷତିର ହିସାବ

ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରିଛି ହେଲେ ରାଜନୀତିରେ ସରୁନି ଲାଭକ୍ଷତିର ହିସାବ ।ନିଜେ ନିଜର ଅଙ୍କ କଷୁଛନ୍ତି ପ୍ରାୟ ସବୁ ଦଳ । ଏକଥା ଏଇଥି ପାଇଁ ଉଠୁଛି କାହିଁକି ନା’ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ…
Read More...

ସୁନ୍ଦରୀ ପତ୍ନୀକୁ ବେଶ୍ୟାଳୟରେ ବିକୁ ଥିଲା ସ୍ୱାମୀ,ପୋଲିସ ସାଜିଲା ଗ୍ରାହକ

ନୂଆଦିଲ୍ଲୀ : ଦ୍ୱିତୀୟ ପତ୍ନୀ ଥିଲେ ଅତି ସୁନ୍ଦରୀ । ଅନନ୍ୟା ସୁନ୍ଦରୀ ପତ୍ନୀଙ୍କୁ ନେଇ ସ୍ୱାମୀ ବାହାରକୁ ଯିବାବେଲେ ଲୋକେ ରାସ୍ତାରେ ବୁଲି ବୁଳି ଚାହୁଁଥିଲେ । ଇଙ୍ଗୀତ ବି କରୁଥିଲେ । ଏହାôରକୁ ନେଇ ବ୍ୟସ୍ତ ହୋଇ ପଡିଥିଲେ…
Read More...

ପୋଖରୀରେ  ବୁଡିଗଲେ ଦୁଇ ଭଉଣୀ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଘଟିଛି ଅଘଟଣ । ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅନ୍ତର୍ଗତ ମାଳିଗୁଡା ଗ୍ରାମର ଦୁଇ ଜଣ ଶିଶୁ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବରଣ କରିଥିବା ଦୁଇ ଶିଶୁ…
Read More...

କ୍ୟାନସରେ ପୀଡିତ ସୋନାଲି ପୁଅର ଜନ୍ମ ଦିନରେ ଭିଡିଓ ସେୟାର କରି ଜଣାଇଲେ ଶୁଭେଛା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ କ୍ୟାନସରରେ ପୀଡିତ ହୋଇ ଛିକିତ୍ସିତ ହେଉଛନ୍ତି । ନିଜ ପିଲା ପରିବାରଠୁ ଦୂରରେ ଏବେ ସୋନାଲି । ଆଜି ହେଉଛି ସୋନାଲି ବିନ୍ଦ୍ରେଙ୍କ ପୁଅର ଜନ୍ନ ଦିନ । ୧୩ ବର୍ଷ ବୟସରେ ପାଦ…
Read More...