Odisha ଜଷ୍ଟିସ୍ କେ.ଏସ୍. ଜାଭେରୀ ହୋଇପାରନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି OPA Jul 20, 2018 0 ନୂଆଦିଲ୍ଲୀ: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟବିଚାରପତି ନିଯୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଷ୍ଟିସ୍ କେ.ଏସ୍ ଜାଭେରୀ ଓଡ଼ିଶା ହାଇକାର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବାର ସମ୍ଭାବନା ରହିଛି। ସୁପ୍ରିମକୋର୍ଟ କଲେଜିୟମ… Read More...
National ଗାଳି ଦେଲେ,ଆଖିମାରି କୋଳେଇଲେ ନେଇ ସଂସଦରେ ତାଗିଦ ଶୁଣିଲେ ରାହୁଲ OPA Jul 20, 2018 0 ଭୁବନେଶ୍ୱର: ଆଜି ସଂସଦରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥାର ଆଲୋଚନା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଚରଣକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଆଜି ଲୋକସଭାରେ ଗୃହରେ ବିରଳ ଦୃଶ୍ୟ ମଧ୍ୟ ଦେଶବାସୀ… Read More...
Odisha ବଜ୍ରପାତରେ ୧୫ମୃତ,୬ ଆହାତ OPA Jul 20, 2018 0 ଭୁବନେଶ୍ୱର: ବଜ୍ରପାତରେ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ବଢୁଥିବା ଦେଖାଦେଇଛି । ଆଜି ବାଲେଶ୍ୱରରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୟୁରଭଞ୍ଜରେ ୪ ଜଣ ଓ… Read More...
Bignews ସମଦୂରତା ଫଣ୍ଡା : ଅନାସ୍ଥାରେ ଭାଗନନେଇ କକ୍ଷ ତ୍ୟାଗ କଲା ବିଜେଡି OPA Jul 20, 2018 0 ନୂଆଦିଲ୍ଲୀ : ଲୋକସଭାରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବରେ ଭାଗ ନେଲାନି ବିଜେଡି । ସମୟ କମ କଥା କହି ଓ ରାଜ୍ୟକୁ କିଛି ଲାଭ ମିଳିବନି ବୋଲି କହି ସଂସଦରେ ଆଲୋଚନା ଆରମ୍ଭରୁ କକ୍ଷତ୍ୟାଗ କରିଛି ବିଜେଡି ।… Read More...
Odisha ଟ୍ରକ ମାଡି ମୃତ୍ୟୁ ୫ ସ୍କୁଲ ପିଲାଙ୍କ ସରିଲା ଶେଷକୃତ୍ୟ : କାନ୍ଦୁଛି ଗାଁ ,ଗଣ୍ଡଗୋଳ ଲାଗି ଗିରଫ ଭୟରେ ଗାଁ ଚାଡିଲେ… OPA Jul 20, 2018 0 ଭଦ୍ରକ : ସ୍କୁଲରୁ ଘରକୁ ଫେରୁଥିବାବେଳେ ଟ୍ରକ ମାଡିଯାଇ ୫ ସ୍ୱୁଲ ପିଲାଙ୍କ ଭଦ୍ରକର ରାହଂଚରେ ମୃତ୍ୟୁ ହୋଇଥିଲା । ଆଜି ମୃତ ଛାତ୍ର ଛାତ୍ରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହାକୁ ନେଇ ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ।… Read More...
Crime ୪ ବର୍ଷର ଶିଶୁକୁ ଦୁଷ୍କର୍ମ OPA Jul 20, 2018 0 ଉତ୍ତର ପ୍ରଦେଶରେ : ଉତ୍ତର ପ୍ରଦେଶରେ ଜଣେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି । ଘଟଣାରେ ସଂପୃକ୍ତ ଅଛି ଜଣେ ୧୫ ବର୍ଷିଅ ବାଳକ । ମୁରଦାବାଦ ଜିଲ୍ଲାରେ ଏହି ଅଭବନୀୟ ଘଟଣା ଘଟିଛି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର… Read More...
National ଆଜିଠାରୁ ଟ୍ରକ୍ ଧର୍ମଘଟ : ରାଜ୍ୟର ୯୨ ହଜାର ଟ୍ରକ ଚକାଜାମ OPA Jul 20, 2018 0 କଟକ : ଟୋଲ୍ ଗେଟ୍ ଉଚ୍ଛେଦ, ଡିଜେଲ ମୂଲ୍ୟ ହ୍ରାସ, ତୃତୀୟ ପକ୍ଷ ବୀମା ପ୍ରମିୟମ୍ରେ ହ୍ରାସ ସମେତ ୬ ଦଫା ଦାବି ନେଇ ଅଖିଳ ଭାରତୀୟ ମୋଟର ପରିବହନ କଂଗ୍ରେସ (ଏଆଇଏମ୍ଟିଏସ୍) ପକ୍ଷରୁ ଆଜି ଠାରୁ ଟ୍ରକ ଧର୍ମଘଟ ଆରମ୍ଭ ହେଉଛି ।… Read More...
Lifestyle ଜନ୍ମ ତାରିଖରୁ ଜାଣନ୍ତୁ ଆପଣ କେମିତି କରିବେ ବିଭାହ,ଲଭ ନା ଆରେଞ୍ଜ ମ୍ୟାରେଜ ହେବ OPA Jul 20, 2018 0 ମୂଲ୍ୟାଙ୍କ: ୧ ( ୧, ୧୦ ୧୯ ଓ ୨୮ )ଏହି ଅଙ୍କରେ ଜନ୍ମ ହାଇଥିବା ବ୍ୟକ୍ତି ଲାଜକୁଳା ସ୍ୱାଭାବର ହାଇଥାନ୍ତି । ଏମାନେ ପ୍ରେମ ତ କରନ୍ତି ହେଲେ ପ୍ରେମ ବିବାହ କରିପାରନ୍ତି ନାହିଁ । ମୂଲ୍ୟାଙ୍କ ୧ ସୂର୍ଯ୍ୟଙ୍କର ଅଟେ ।… Read More...
Politics ଗ୍ୟାଙ୍ଗଷ୍ଟାର ଟିଟୋର ଅପରାଧିକ ସାମ୍ରାଜ୍ୟ ପଛରେ ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି : ବିଜେପି OPA Jul 19, 2018 0 ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟାର ଟିଟୋଙ୍କ ଦଶ ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ୧୯ ବର୍ଷର ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି ବୋଲି ବିଜେଡି ଉପରେ ପାଲଟା ଆକ୍ରମଣ କରି ଅଭିଯୋଗ କରିଛନ୍ତି ବିଜେପି… Read More...
Politics ଟିଟୋ ପରିବାରକୁ ପେଟ୍ରୋଲ ପମ୍ପ ଆବଣ୍ଟନ ହେବା ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା… OPA Jul 19, 2018 0 ଭୁବନେଶ୍ୱର : ନିକଟରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଟାସ୍କ ଫୋର୍ସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟେଦ ଉସମାନ ଅଲ୍ଲୀକୁ ଗିରଫ କରିଛି । ଟିଟୋ ନାମରେ ହତ୍ୟା, ଅପହରଣ, ଲୁଣ୍ଠନ, ଦାଦାବଟି ଆଦାୟ ଭଳି ୪୫ରୁ ଅଧିକ ସଂଗୀନ ମାମଲା… Read More...