ତାଜମହଲକୁ ସୁରକ୍ଷା ଦିଅ,ନହଲେ ବନ୍ଦକର-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲର ରକ୍ଷଣାବେକ୍ଷଣରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ତାଜମହଲ ସୁରକ୍ଷା ଏବେ ହୋପଲେସ୍ କଜ୍…
Read More...

ବିଚ ରାସ୍ତାରେ ଭିଡ ଭିତରେ କ୍ୟାଟ୍ରିନାଙ୍କୁ ଖରାପ ବ୍ୟବହାରର ଭିଡିଓ ଭାଇରାଲ

ମୁମ୍ବାଇ : ବଲିଉଡ୍‍ ଅଭିନେତ୍ରୀ କ୍ୟାଟ୍ରିନାକୈଫଙ୍କୁ ବିଚ ରାସ୍ତାରେ ଖରାପ ବ୍ୟବହାର ହେବା ଏବେ କେବଳ ବଲିଉଡ୍‍ କାହିଁକି ସାରା ସିନେ ପ୍ରେମୀଙ୍କ ମନରେ ଚର୍ଚ୍ଚାର ବିଷୟ ହୋଇଛି । କ୍ୟାଟ୍ରିନାଙ୍କୁ ଭିଡ ଭିତରେ ଖରାପ…
Read More...

‘ଇଜ ଅଫ ଡୁଇଙ୍ଗ ବିଜିନେସ’ ଓଡିଶା ତଳକୁ ଖସିବା ପ୍ରସଙ୍ଗ :“ବୁଡିଗଲା ଗୋଡ ତଳକୁ ତଳକୁ”-ବିଜେପି

ଭୂବନେଶ୍ୱର : ପ୍ରତିକୂଳ ବ୍ୟବସ୍ଥା କାରଣରୁ ଆଜି ବହୁ ଶିଳ୍ପ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟରେ ପୁଂଜି ନିବେଶ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟରେ…
Read More...

ବୁରାରିରେ ୧୧ ଜଣଙ୍କ ମୃତ୍ୟୁ ସଂପର୍କରେ ପୋଲିସକୁ ନୂଆ ତଥ୍ୟ ଦେଲେ କିନ୍ନର,ଜାଣନ୍ତୁ କଣ ସେ ତଥ୍ୟ 

ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ମନାକୁ ଆସିବାରେ ଲାଗିଛି । ଏବେ ଘଟଣାରେ ।ଉ ଏକ ରୋଚକ ତଥ୍ୟ ସାମ୍ମନାକୁ ଆସିଛି । ଭାଟିଆ…
Read More...

ଅରବିନ୍ଦ ଢାଲି ହେଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଳିଙ୍କୁ ମିଳିଲା ନୂଆ ଦାୟୀତ୍ୱ । ଅରବିନ୍ଦଙ୍କୁ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ପଦରେ ନ୍ୟିୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...

ଇଜ ଅଫ ଡୁଇଙ୍ଗ ବିଜିନେସରେ ତଳକୁ ଖସୁଛି ଓଡିଶା ,ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ

ଭୁବନେଶ୍ବର  : ଦେଶରେ ବ୍ୟବସାୟ ଅନୁକୂଳ ପରିବେଶ ଲାଗି ହେଉଥିବା ତାଲିକାରେ ପୁଣି ଥରେ ତଳକୁ ଖସିଲା ଓଡିଶା । ୨୦୧୫ରେ ସପ୍ତମ ସ୍ଥାନରେ ଥିବା ଓଡିଶା ୧୪ ତମ ସ୍ଥାନକୁ ଖସିଛି । ତାଲିକାରେ ରାଜ୍ୟ ତଳକୁ ଖସିବା ରାଜ୍ୟରେ ଶିଳ୍ପ…
Read More...

ରଥଯାତ୍ରା ପାଇଁ ସବୁଠୁ ବଡ଼ ସୁରକ୍ଷା : ୧୪୦ ପ୍ଲାଟୁନ ଫୋର୍ସ ସହ ରହିବେ ହଜାରେ ଅଧିକରୀ,ଜଗିବ ସିସିଟିଭି

ପୁରୀ : ରଥଯାତ୍ରାରେ ସୁରକ୍ଷା ବଳୟରେ ରହିବ ପୁରୀ ସହର । ବଡ଼ଦାଣ୍ଡ, ମନ୍ଦିର, ଜାତୀୟ ରାଜପଥରେ ଆଇନଶୃଖଂଳା, ଅପରାଧ ଓ ଭିଡ ନିୟନ୍ତ୍ରଣ ଉପରେ ନଜର ରଖିବ ସିସିଟିଭି । ସନ୍ଦିଗ୍ଧଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ…
Read More...

ସାଙ୍ଗ ସାଜିଲା ଶତ୍ରୁ : ତିନି ସାଙ୍ଗ ମିଶି ଟାଙ୍ଗିଆରେ ହାଣି ହତ୍ୟାକଲେ ସାଙ୍ଗକୁ

ବୌଦ୍ଧ  :  ସାଙ୍ଗ ସାଜିଲା ଶତ୍ରୁ । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମଲିକପଡା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ।  ଗତକାଲି ବିଳମ୍ବିତ ରାତିର ଘଟଣା । ସାମାନ୍ୟ ବଚସାକୁ କେନ୍ଦ୍ର କରି ସୌମିତ୍ର ନାଏକଙ୍କୁ ହତ୍ୟା କରାଯାଇଛି ।…
Read More...

ଓଲିଉଡରେ ଗ୍ୟାଙ୍ଗଷ୍ଟାର ଟିଟୋ ଟଙ୍କା,ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍

ଭୁବନେଶ୍ବର  :  ଓଲିଉଡରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ! ଏଭଳି ଏକ ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍ ।  ଟିଟୋ ମାମଲାର ତଦନ୍ତ କରୁଥିବା ଏସଟିଏଫରୁ ସୂଚନା ମିଳିଛି । ଯେ,ଏକ ଓଡିଆ ଫିଲ୍ମ ନିର୍ମାଣରେ ଟିଟୋ…
Read More...

ସୁସ୍ଥ ହେଉଛନ୍ତି ଜଗା ବଳିଆ : ଅପରେସନ ମୁଣ୍ଡରୁ ଖୋଲା ହେଲା ଷ୍ଟିଚ

ଭୁବନେଶ୍ବର  :ଯୋଡା ମୁଣ୍ଡ ଥିବା ଶିଶୁ ଅପରସେସନ ପରେ  ଦିଲ୍ଲୀ ଏମ୍ସେରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ବାସ୍ଥ୍ୟ ଅବଲ୍ଥାରେ ସୁଧାର ଆସିଛି ।  ସେମାନଙ୍କ ଅପରେସନ ମୁଣ୍ଡରୁ ଷ୍ଟିଚ ଖୋଲିଛନ୍ତି ଡାକ୍ତର । ଏନେଇ  …
Read More...