କ୍ୟାନ୍‌ସର ସହ ଲଢୁଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ

ମୁମ୍ବାଇ:  ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବି କ୍ୟାନ୍‌ସର ସହିତ ଯୁଦ୍ଧ କରୁଛନ୍ତି । ଆଜି ଟ୍ବିଟ କରି ସୋନାଲି ଏହା ଜଣାଇଥିବା ବେଳେ ତାଙ୍କୁ ସିରିୟସ କ୍ୟାନ୍‌ସର ହୋଇଥିବା ଲେଖିଛନ୍ତି ।  କିଛି ଦିନ ତଳେ ଇର୍ଫାନ ଖାନ ମଧ୍ୟ…
Read More...

୧୧ ଦିନ ହେଲା ଗୁମ୍ଫାରେ ଫସିଛନ୍ତି ୧୨ ଜୁନିୟର ଫୁଟବଲ ଖେଳାଳି, ଉଦ୍ଧାର ଲାଗି ଉଦ୍ୟମ ଜାରି ,ଗୁମ୍ଫାରେ ପହଁଚିଲା ଔଷଧ ଓ…

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ଏକ ଗୁମ୍ଫା ଭିତରେ ଗତ ୧୧ ଦିନ ଧରି ଫସି ରହିଥିବା  ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଏବଂ ସେମାନଙ୍କ କୋଚକୁ ଉଦ୍ଧାର କରିବା ଲାଗି ଜୋରଦାର ଉଦ୍ୟମ ଜାରି ରହିଛି। ଆଜି ପିଲାମାନଙ୍କ ପାଖକୁ ଔଷଧ ଓ…
Read More...

ଭାଟିଆ ପରିବାର ୧୧ ମ୍ୟୃତ ଦେହ ମିଳିବା ଘଟଣା : ଖୋଲିଲା ୧୧ ପାଇପ ରହସ୍ୟ,ମିଳିଲା ୧୧ ରଡ୍‍

ନୂଆଦିଲ୍ଲୀ : ଭାଟିଆ ପରିବାରର ମୃତ ଦେହ ମିଳିଥିବା ଘଟଣାରେ କିଛି ବି ଠୋସ ସୁରାକ ପାଇ ପାରିନି ପୋଲିସ । ଏତିକିବେଳେ ଚିତରରେ ରହୁଥିବା ବାଟିଆ ପରିବାରର ତୃତୀୟ ଭାଇ ଦିନେଶ ମୁହଁ ଖୋଲିଛନ୍ତି । ଏପରି ଘଟଣା ତନ୍ତ୍ର ମନ୍ତ୍ର…
Read More...

ବୁରାରି ଭାଟିଆ ପରିବାରର ୧୧ ମୃତଦେହ ମିଳିବା ଘଟଣା : ଲଳିତ ମାଷ୍ଟରମାଇଣ୍ଡ !

ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ଅଞ୍ଚଳରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ସାମୂହିକ ମୃତ୍ୟୁ ଘଟଣା ଆଜି ରୋଚକ ସ୍ଥିତିରେ ପହଞ୍ଚିଛି । ଅନ୍ଧବିଶ୍ୱାସ ଯେ ଏଭଳି ଗଣଆତ୍ମହତ୍ୟାର କାରଣ ସେକଥା ଧୀରେଧୀରେ ସ୍ପଷ୍ଟ ହେଉଥିବା ବେଳେ…
Read More...

ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୭ରେ : ରକ୍ତବର୍ଣ୍ଣ ହେବ ଚନ୍ଦ୍ରମା

କୋଲକାତା : ଆସନ୍ତା ୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଙ୍ଘଟିତ ହେବ ଏବଂ ଏହା ଦେଶର ସମସ୍ତ ଭାଗକୁ ଦୃଶ୍ୟମାନ ହେବ । ୧ ଘ ୪୩ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ । ଏହି ଚନ୍ଦ୍ରଗ୍ରହଣ…
Read More...

ପୋସିସ ଡିଜି ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ଅଙ୍କୁଶ :ୟୁପିଏସସି ବିନା ସୁପାରିଶରେ ରାଜ୍ୟ ଦେଇ କରିପାରିବନି ଡିଜି…

ଭୁବନେଶ୍ବର  : ପୋଲିସ ଡିଜି ନିଯୁକ୍ତିରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ଏଣିକି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିଜ ଇଚ୍ଛାରେ ପୋଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ଦେଇପାରିବେ ନାହିଁ । ୟୁପିଏସସିର ଅନୁମୋଦନ…
Read More...

ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର ,ଫାଷ୍ଟଫୁଡ ଖାଇବାରୁ ୧୪ ବର୍ଷରେ ହୋଇଥିଲା ୨୩୭ କେଜି ଓଜନ

ଦିଲ୍ଲୀ : ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର । ପଶ୍ଚିମ ଦିଲ୍ଲୀର ଉତ୍ତର ନଗର ବାସିନ୍ଦା ମିହିର ଜୈନଙ୍କ ମେଦ ବହୁଳତା ହ୍ରାସ ଲାଗି ଅସ୍ତ୍ରୋପଚାର କରିଛନ୍ତି ଦିଲ୍ଲୀ ଡାକ୍ତର । ଅସ୍ତ୍ରୋପଚାର  ପୂର୍ବରୁ ୧୪ ବର୍ଷୀୟ ମିହିରଙ୍କ…
Read More...

ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା : ୪ ରୁ ୭ ନାମ ଲେଖା

ଭୁବନେଶ୍ବର  : ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା । ନାମଲେଖା ପାଇଁ ୨ ଲକ୍ଷ ୨୧ ହଜାର ୨୮୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୮୮ ହଜାର ୯୬୦ଜଣଙ୍କୁ ଇଣ୍ଟିମେସନ…
Read More...

ହାତୀ ପାଇଁ ହରତାଳ : ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାନ୍ତରକୁ ବିରୋଧ କରି ହାତୀ ଆଗରେ ଲୋକଙ୍କ ଧାରଣା

ଭୁବନେଶ୍ବର : ହାତୀ ସ୍ଥାନାନ୍ତରକୁ ବିରୋଧ । ଶିମିଳିପାଳ ଅଭୟାରଣ୍ୟରୁ ହାତୀ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ବନ ବିଭାଗ କର୍ମଚାରୀ ଆଜି ହାତୀଙ୍କୁ ସାତକୋଶିଆ ନେବା ବେଳେ ବାହାରଭଙ୍ଗା ଜଙ୍ଗଲଠାରେ…
Read More...

ଚିଟଫଣ୍ଡ ସ୍କାମ : ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ୪ ବର୍ଷ ପରେ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ବର : ଚିଟପଣ୍ଡ କମ୍ପାନୀରେ ସଂପୃକ୍ତ ଅଭିଯୋଗରେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜାମିନ ମିଳିଛି । ୪ ବର୍ଷ ପରେ ସୁପ୍ରିମକୋର୍ଟରୁ ହାଁସଦାଙ୍କୁ ସର୍ତ୍ତମୂଳକ ଜାମିନ୍…
Read More...