ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଲା

ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଲା । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ଚଳିତ ବର୍ଷ କଳାରେ ମୋଟ୍ ପାସ୍ ହାର ହେଉଛି ୬୮.୭୯% ।…
Read More...

ମୌସୁମୀ ଓଡିଶା ଛୁଇଁଲା

ମୌସୁମୀ ଓଡିଶା ଛୁଇଁଲା । ଏହାର ପ୍ରଭାବରେ ମାଲକାନଗିରି ସମେତ ଓଡିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ ମେଘୁଆ ରହିଛି । ଶନିବାର ରାତି କିମ୍ବା ରବିବାର ସକାଳ…
Read More...

ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ

ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ସପ୍ତାହରେ ତାଙ୍କ ଜାମିନ ବଲାଙ୍ଗୀର ଅତିରିକ୍ତ ଜିଲ୍ଲା ଦୌରା ଜଜ ଅଗ୍ରାହ୍ୟ…
Read More...

ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ କଟୁ ସମାଲୋଚନା କରିଛନ୍ତି । ଏହା ସହ ଶ୍ରୀମନ୍ଦିର ପ୍ରଶାସନ ବଷ୍ଣୋଦେବୀ, ତିରୁପତି ମନ୍ଦିର ପରିଚଳନାରୁ ବ୍ୟବସ୍ଥା…
Read More...

ତୃତୀୟ ପୂର୍ବଏସିଆ ସମ୍ମିଳନୀ ଉଦ୍ଘାଟିତ :  ପୂବ ଏସୀୟ ଦେଶମାନଙ୍କର ସହ ଓଡିଶାର ଭାବଗତ ସମ୍ପର୍କ ବହୁ ପୁରାତନ –…

ଭୁବନେଶ୍ୱର : ପୂର୍ବ ଏସୀୟ ଦେଶ ଗୁଡିକ ସହ ଓଡିଶାର ସମ୍ବନ୍ଧ ବହୁ ପୁରୁଣା ଓ ସମୁଦ୍ର ହିଁ ଉଭୟ ଭୂଖଣ୍ଡର ସମ୍ପର୍କର ଆଧାର ବୋଲି ତୃତୀୟ ପୂର୍ବଏସିଆ ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…
Read More...

କେନ୍ଦ୍ରମନ୍ତ୍ରୀଙ୍କ ଏନ୍‍ଡିଏ ସରକାର ୪ବର୍ଷର ରିପୋର୍ଟରେ ଓଡ଼ିଶା ସଂପର୍କିତ ତଥ୍ୟ ବାସ୍ତବତା ଠାରୁ ବହୁ ଦୂରରେ-ବିଜେଡି

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ସାମ୍ନାରେ ଏନ୍‍ଡିଏ ସରକାରଙ୍କ ୪ବର୍ଷର ଯେଉଁ ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି, ସେଥିରେ ମୋଟାମୋଟି ଭାବରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଡେଇ ଯାଇ ଏକ…
Read More...

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବ୍ୟାପକ ଜନ ଜାଗରଣ କରିବ ବିଜେପି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟ ସରକାର ଦାଷୀକୁ ଧରିବା ପାଇଁ ଠୋସ ଆଇନଗତ ପଦକ୍ଷେପ ନେବା ପରିବର୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ କେବଳ ସମୟ ଗଡାଇ ଦେବା…
Read More...

ଦେଶର ଅର୍ଥନୀତିରେ ଚାଟାର୍ଡ ଏକାଉଂଟାଂଟଙ୍କ ଭୂମିକା ଗୁରୁତ୍ୱପୂର୍ଣ – ଧର୍ମେନ୍ଦ୍ର ପ୍ରଧାନ

କଟକ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଦେଶର ଅର୍ଥନୀତି ସବୁଠାରୁ ଉଜ୍ୱଳ ଦେଖା ଯାଉଥିବା ବେଳେ ଦେଶର ଚାଟାର୍ଡ ଏକାଉଂଟାଂଟ ସମୁଦାୟର ଭୂମିକା ମଧ୍ୟ ଆହୁରି ଗୁରୁତ୍ୱପୂର୍ଣ ହୋଇଛି ବୋଲି ଚାଟାର୍ଡ ଏକାଉଂଟାଂଟ୍ସ…
Read More...