ଆଜି ପଥର ବ୍ଲାଷ୍ଟିଂ କରାଯାଇ ଉଦ୍ଧାର କରାଯିବ ୨ଜେସିବି ଅପରେଟରଙ୍କୁ

ଜୟପୁର ରାଣୀଗଡ ପଥର କ୍ଵାରିରେ ଫସି ରହିଥିବା ୨ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଆଜି ପଥର ବ୍ଲାଷ୍ଟିଂ ହେବ । ଏଥିପାଇଁ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ । ଉଦ୍ଧାର ପାଇଁ ରାଞ୍ଚିରୁ ସେନା ଆସିଥିଲେ…
Read More...

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଏବର୍ଷ ଇଫତାର ପାର୍ଟି ଦେବେନି ରାଷ୍ଟ୍ରପତି । ଦେଶର ପ୍ରଥମ ନାଗରିକଙ୍କ ଆବାସରେ କେବଳ ଇଫତାର ନୁହେଁ କୌଣସି ଧାର୍ମିକ ଉତ୍ସବ ଆୟୋଜନ ହେବନାହିଁ । ଟିକସଦାତାଙ୍କ ପଇସାରେ ଏପରି ଆୟୋଜନ ନକରିବାକୁ…
Read More...

ସ୍ୱାଭାବିକ ହେଲା ପୋଷ୍ଟାଲ ସେବା

୧୬ ଦିନର ଆନ୍ଦୋଳନ ପରେ ଓହରିଲା ଜାତୀୟ ଓ ଭାରତୀୟ ଗ୍ରାମୀଣ ଡାକ କର୍ମଚାରୀ ସଂଘ । ସଂଘ ପକ୍ଷରୁ ହୋଇଥିବା ୧ ଦଫା ଦାବିକୁ କେନ୍ଦ୍ର ସରକାର ମାନିନେବା ପରେ ଆନ୍ଦୋଳନକୁ ଓହରିଛି ସଂଘ । ଗତ ୨୨ ତାରିଖରୁ ସମସ୍ତ କର୍ମଚାରୀ ଡାକ…
Read More...

ଡେଙ୍ଗୁରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଜଧାନୀରେ ଜଣେ ମହିଳାଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଚନ୍ଦ୍ରଶେଖରପୁରର ପ୍ରତିମା ଦାସ । ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ପ୍ରତିମା । ୨ ଦିନ ତଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି…
Read More...

୯ ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ

ଭୁବନେଶ୍ବର  : ଆସନ୍ତା ୯ ତାରିଖରେ ଆସିବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ରେଜଲ୍ଟ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ୮ ତାରିଖ…
Read More...

ନୂଆପଡା ହଳଦୀ ଗାଁରେ ପୁଣି ବାଘ ଆତଙ୍କ : ଶାରଦା ମନ୍ଦିରକୁ ବାଘ ଆସିବାକୁ ନେଇ ଚର୍ଚ୍ଚା

ନୂଆପଡା : ନୂଆପଡା ଜିଲ୍ଲା ହଳଦୀ ଗାଁରେ ପୁଣି ବାଘ ଆତଙ୍କ । ଗାଁ ନିକଟରେ ବୁଲୁଛନ୍ତି ବାଘ । କିଛି ଦିନ ତଳେ ଦୁଇଟି ବାଘକୁ ଏଠାରୁ ଧରା ଯାଇଥିବା ବେଳେ ପୁଣି ଗୋଟିଏ ବାଘ ବୁଲୁଥିବା ଗାଁ ଲୋକେ ଦେଖିଛନ୍ତି । ତେବେ ବାଘଟି ଗାଁ…
Read More...

ଗୁମା ପାହଡ ଧସିବା ଟ୍ରାଜେଡି : ସେନା ପରେ ବାୟୁ ସେନାକୁ  ଭରସା, ୬ ଦିନ ପରେ ବି ପଥର ତଳୁ ଉଦ୍ଧାର ହୋଇପାରୁ ନାହାନ୍ତି…

ଜୟପୁର : ସେନା ଆସିଲା, ତଥାପି ବାୟୁ ସେନାକୁ ଅପେକ୍ଷା । ଲଗାତାର ୬ ଦିନ ଧରି ଅକ୍ଳାନ୍ତ ପରିଶ୍ରମ ପରେ ସପ୍ତମ ଦିନରେ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ଦିଲ୍ଲୀରୁ ବାୟୁସେନାର ଟେକ୍ନିକାଲ୍ ଟିମ୍ ଆସିବା ପରେ…
Read More...

କଂଗ୍ରେସର ମିଶ୍ରଣ ପର୍ବ : ବାହୁଡିଲେ ଦଳ ଛାଡିଥିବା ପୁରୁଣା ନେତା  

ଭୁବନେଶ୍ବର : କଂଗ୍ରେସର ମିଶ୍ରଣ ପର୍ବ । ଘରକୁ ବାହୁଡ଼ିଲେ କାର୍ତିକ ପାତ୍ର, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଅଶୋକ ସାମଲ ପ୍ରମୁଖ ଅନେକ ନେତା । ନିଜର ଶହ ଶହ ସମର୍ଥକଙ୍କ ସହ ଏହି ନେତାମାନେ କଂଗ୍ରେସକୁ ଫେରିଛନ୍ତି । ପିସିସି…
Read More...

ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା,ବଢିଲା ରେପୋ ରେଟ

ଭୁବନେଶ୍ବର  : ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ପରେ ଆଜି ରେପୋ ରେଟରେ ବୃଦ୍ଧି  ଘୋଷଣା କରିଛନ୍ତି। ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି RBI । RBI ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ନେତୃତ୍ବରେ ୬…
Read More...