Bignews କର୍ଣ୍ଣାଟକ ନିର୍ବାଚନରେ ଏକଜିଟ୍ ପୋଲ : ଗ୍ରେସ୍-ବିଜେପି ଭିତରେ କଡା ଟକ୍କର OPA May 12, 2018 0 ଭୁବନେଶ୍ବର : ମତଦାନ ସରିଲା ଏଥର ନିର୍ବାଚନ ଫଳାଫଳକୁ ଅପେକ୍ଷା । କିଏ ଜିତିବ କର୍ଣ୍ଣାଟକ । ୧୫ତାରିଖ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍ ପୋଲ ଆକଳନ ଅନୁଯାୟୀ, କଂଗ୍ରେସ ଆଗୁଆ ରହିଛି । ତେବେ… Read More...
National କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଆଜି ମତଦାନ OPA May 12, 2018 0 ବାଙ୍ଗାଲୁର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଯାଇଛି ମତଦାନ । ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ ପାଇଁ ଲମ୍ବା ଧାଡ଼ି ବାନ୍ଧିଛନ୍ତି । ରାଜ୍ୟରେ ୫୫,୬୦୦ରୁ ଅଧିକ ମତଦାନ କେନ୍ଦ୍ର… Read More...
More News ବତିଘର-ଖୋଳା ସେତୁ ଲୋକାର୍ପିତ OPA May 12, 2018 0 ମହାକାଳପଡ଼ା : ଗମନା ଗମନର ସୁବିଧା ପାଇଁ ବତୀଘର ପଞ୍ଚାୟତର ମଧ୍ୟଭାଗରେ ବହିଯାଇଥିବା ଶାଖାନଦୀ ଉପରେ ଗତ ଦୁଇ ବର୍ଷ ତଳେ ପରିକଳ୍ପନା କରାଯାଇଥିବା ଖୋଳା ସେତୁକୁ ଶୁକ୍ରବାର ଅପରାହ୍ନରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ… Read More...
More News ନିମାପଡ଼ା ଥାନା ଆଇଆଇସି ସସ୍ପେଣ୍ଡ୍ OPA May 12, 2018 0 ନିମାପଡ଼ା : ଥାନାରେ ଅଟକ ରଖି ଜନୈକା ବୃଦ୍ଧାଙ୍କୁ ମାଡ଼ ମାରିବା ଘଟଣାରେ ଆଜି ରାଜ୍ୟ ପୁଲିସ ଡିଜି ଡା. ଆର୍କେ ଶର୍ମା ନିମାପଡ଼ା ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ସସ୍ପେଣ୍ଡ୍ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ କି,… Read More...
Odisha କାଲି ହଟିବ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ୍-ଏ-ଡାଏ , ୧୭ରୁ ୨୦ ପରୀକ୍ଷା, ୨୭ରେ ରେଜଲ୍ଟ OPA May 11, 2018 0 କଟକ : କାଲି ଅପରାହ୍ନ ୫ ଟା ପୂର୍ବରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଉପରୁ ସାଇନ୍-ଏ-ଡାଏ ହଟିବ ବୋଲି ବିଶ୍ୱ ବିଦ୍ୟାଳୟ କୁଳପତି ଈଶାନ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , ଆସନ୍ତାକାଲି ସାଇନ-ଏ-ଡାଏ ହଟାଯିବ,… Read More...
Bignews କାଲି ହଟିବ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ସାଇନ୍-ଏ-ଡାଏ , ୧୭ରୁ ୨୦ ପରୀକ୍ଷା, ୨୭ରେ ରେଜଲ୍ଟ OPA May 11, 2018 0 କଟକ : କାଲି ଅପରାହ୍ନ ୫ ଟା ପୂର୍ବରୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଉପରୁ ସାଇନ୍-ଏ-ଡାଏ ହଟିବ ବୋଲି ବିଶ୍ୱ ବିଦ୍ୟାଳୟ କୁଳପତି ଈଶାନ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , ଆସନ୍ତାକାଲି ସାଇନ-ଏ-ଡାଏ ହଟାଯିବ,… Read More...
Crime ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ OPA May 11, 2018 0 ସାଲେପୁର : ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମାତ୍ର ୧୨ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ। କଟକ ପୋକ୍ସୋ କୋର୍ଟରେ ସାଲେପୁର ପୋଲିସ ଏହି ଚାର୍ଜସିଟ୍ ଦାଖଲ କରିଛି । ଦଫା ୩୭୬ (କ), ୩୭୬(ଖ), ଦଫା… Read More...
National ୟୁଏଇ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ୟୁଏଇର ଶକ୍ତି ଓ ଶିଳ୍ପ ମନ୍ତ୍ରୀଙ୍କ ସହ ହାଇଡ୍ରୋ କାବର୍ନ… OPA May 11, 2018 0 ଭୁବନେଶ୍ୱର : ତିନି ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ ( ୟୁଏଇ) ଗସ୍ତରେ ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଇ ୧୨ରୁ ୧୪ ଯାଏ ଶ୍ରୀ ପ୍ରଧାନଙ୍କର ୟୁଏଇ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫେବୃଆରୀ… Read More...
Odisha ଜମିହୀନ ଚାଷୀଙ୍କୁ ଋଣ ଦେବେ ରାଜ୍ୟ ସରକାର OPA May 11, 2018 0 ଭୁବନେଶ୍ୱର : ଜମିହୀନ ଚାଷୀଙ୍କୁ ଋଣ ସୁବିଧା । ରାଜ୍ୟ ସରକାର ପୂର୍ବ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଏଣ୍ଟ ଲାଇବିଲିଟି ଗ୍ରୁପ୍ ଜରିଆରେ ୫ ଜଣ ଚାଷୀଙ୍କୁ ୧ ପ୍ରତିଶତ ସୁଧରେ ଗ୍ରୁପ୍ ପିଛା… Read More...
Odisha ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମକୁ ଫେରିବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ OPA May 11, 2018 0 ଭୁବନେଶ୍ୱର : କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ର୍ ଶଗରିଆ ଧର୍ମ ପରିବର୍ତ୍ତନ କରିବେ। ଶନିବାର ସପରିବାରେ ସେ ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ। ଧର୍ମ ପରିବର୍ତନ ନେଇ ପୂର୍ବରୁ କୋରାପୁଟ ଏକଜିକ୍ୟୁଟିଭ୍… Read More...