ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି: ବଦଳିଲା ସଂସ୍କୃତି ବିଭାଗର ନାଁ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ରାଜ୍ୟ ସରକାର ଗୁରୁବାର ନୂତନ ଭାବରେ ଅନୁମୋଦନ ଦେଇଛନ୍ତି। ସଂସ୍କୃତି ବିଭାଗର ନାମକୁ ବଦଳାଇ ଏହି ନୂଆ ବିଭାଗ କରାଯାଇଛି। ଭାଷା ଆନ୍ଦୋଳନର ପ୍ରଭାବରେ ଏହି ବିଭାଗର…
Read More...

ବିଜେପୁର ଉପନିର୍ବାଚନ : ୧୪ ନାମାଙ୍କନ ବୈଧ, ୩ ଖାରଜ

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ବୁଧବାର ପ୍ରାର୍ଥୀପତ୍ର ଯାଂଚ ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ୧୭ଟି ନାମାଙ୍କନରୁ ୩ଟି ଖାରଜ ହୋଇଛି। ଏହି ତାଲିକାରେ ଅଛନ୍ତି ଉତ୍କଳ ଭାରତ ପ୍ରାର୍ଥୀ ଜଗତରାମ ପୁଟେଲ, ଦୁଇ…
Read More...

୧୫ ଜିଲ୍ଲା ପାଇଁ କେନ୍ଦ୍ର ଏଫ୍ଏକୁ୍ୟ ମାନ କୋହଳ କଲା

ଭୁବନେଶ୍ବର :ଓଡ଼ିଶାର ୧୫ଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ଧାନ କିଣାରେ ଫେୟାର୍ ଆଭରେଜ୍ କ୍ବାଲିଟି ‘ଏଫ୍ଏକୁ୍ୟ’ ମାନ କୋହଳ କରିଛନ୍ତି। ଆଜି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ୧୫…
Read More...

କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣା : ଏସ୍ଆଇଟି କରିବ ତଦନ୍ତ

ଭୁବନେଶ୍ବର :କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଓ ଆମôହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ବେଶ୍ ଉଷ୍ମ ହୋଇପଡ଼ିଥିବା ବେଳେ ଆଜି ଘଟଣା ସଂପର୍କରେ ଏସ୍ଆଇଟି (ସ୍ପେଶାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍)ତଦନ୍ତ କରିବ ବୋଲି ମୁଖ୍ୟମନ୍ରୀ…
Read More...

ପୃଥ୍ଵୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ଵୀ-୨’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରସ୍ଥିତ ଲଞ୍ଚ କଂପ୍ଲେକ୍ସ-୩ରୁ ‘ପୃଥ୍ଵୀ-୨’ର ପରୀକ୍ଷଣ ପୂର୍ବାହ୍ନ ୧୧ଟା ୩୫ ମିନିଟରେ…
Read More...

ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍ ଇଞ୍ଜିନ୍ , ସବୁ ଟ୍ରାକ୍ରେ ଚାଲିବ ଇଲେକ୍ଟ୍ରି ଇଞ୍ଜିନ୍

ଭୁବନେଶ୍ୱର : ପୂର୍ବତଟ ରେଲୱେରେ ଆଉ ଗଡିବନି ଡିଜେଲ୍ ଇଞ୍ଜିନ୍ । ଏଣିକି ସବୁ ଟ୍ରାକ୍ରେ ଇଲେକ୍ଟ୍ରି ଇଞ୍ଜିନ୍ ଚାଲିବ। ଏଥର ବଜେଟ୍ରେ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଏମିତି ସୂଚନା ଦେଇଛି ପୂର୍ବତଟ ରେଲୱେ । ଚଳିତ ବଜେଟରେ…
Read More...

ରେଳ ବଜେଟ : ଓଡ଼ିଶାର ଦାବି ଥିଲା ୬୫୦୦ କୋଟି, ମିଳିଲା ୫୨୫୨ କୋଟି ,ଯୋର ଧରିଲା ରାଜନୀତି

ଭୁବନେଶ୍ବର : ଏଥର ବଜେଟରେ ରେଳବାଇ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୧ ଲକ୍ଷ ୪୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରଛନ୍ତି। ତେବେ ଆଜି ସଂସଦରେ ରେଳବାଇ ପାଇଁ ୨୦୧୮-୧୯ ବଜେଟ୍ରେ ପ୍ରସ୍ତାବିତ ଅର୍ଥ କିପରି ବିନିଯୋଗ ହେବ, ସେ…
Read More...