Politics ବିଜେପୁର ଲାଗି ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମେନର ତାଲିକା: ନବୀନ ସୁପରଷ୍ଟାର OPA Feb 6, 2018 0 ଭୁବନେଶ୍ବର : ବିଜେପୁର ନିର୍ବାଚ ପ୍ରଚାର ଲାଗି ବିଜେଡି ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରସ୍ତୁତ କରିଛି। ତେବେ ମୁଖ୍ୟ ପ୍ରଚାରକ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ସୁପରଷ୍ଟାର ଭାବେ ନବୀନ ହିଁ… Read More...
Politics ସରିଲା ନାମାଙ୍କନ ଦାଖଲ : ଏଥର ବିଜେପୁରରେ ହେବ ଷ୍ଟାର ଓ୍ବାର, ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ସ୍ମୃତି ଇରାନୀ OPA Feb 6, 2018 0 ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ଲାଗି ସରିଲା ନାମାଙ୍କନ ଦାଖଲ ଶେଷ ତାରିଖ । ମଇଦାନକୁ ଓହ୍ଳାଇଛନ୍ତି ୧୭ ପ୍ରାର୍ଥୀ । ପ୍ରାର୍ଥୀ ପତ୍ର ଦାଖଲ ସରିଥିବାରୁ ଏବେ ପ୍ରଚାର ମୁହାଁ ହୋଇଛନ୍ତି ତିନି ଦଳ । ନିଜ ନିଜ ବ୍ରାଣ୍ଡ… Read More...
Politics ବିଜେପୁର ଉପନିର୍ବାଚନ : କଂଗ୍ରେସ ପ୍ରାଥ୍ରୀ ପ୍ରଣୟ ସାହୁଙ୍କ ନାମାଙ୍କନ ପତ୍ର ଦାଖଲ OPA Feb 6, 2018 0 ବିଜେପୁର : ବିଜେପୁର ଉପନିର୍ବାଚନ ଲାଗି ଆଜିଥିଲା ନାମାଙ୍କନ ଦାଖଲ ଶେଷ ତାରିଖ । ଶେଷ ଦିନରେ କଂଗ୍ରେସ ପ୍ରାଥ୍ରୀ ପ୍ରଣୟ ସାହୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରଣୟ ନିଜ ସମର୍ଥକ ଓ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଏକ… Read More...
ଲଟେଷ୍ଟ ଅଳିଆଗଦାରେ ଡେଉଁଛି ନିଆଁ,ଲୋକେ ଅଣନିଶ୍ବାସୀ OPA Feb 6, 2018 0 ଭୁବନେଶ୍ବର : ବିଏମସି ପାଇଁ ଅସୁବିଧାରେ ଦାରୁଠେଙ୍ଗ ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୂଆଷୁଣୀ ପାହାଡରେ ଆବର୍ଜନା ପକାଇ ଆସୁଛି ବିଏମସି । ଦୀର୍ଘ ୧୦ ବର୍ଷ ଧରି ବିଏମସି ଏହାକୁ ଡମ୍ପିଂ ୟାର୍ଡ ଭାବେ ବ୍ୟବହାର… Read More...
Crime ସମ୍ପର୍କରେ କଳଙ୍କ : ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ପୀଉସି ପୁଅର ଦୁଷ୍କର୍ମ ଅଭିଯେ।ଗ OPA Feb 6, 2018 0 ଭୁବନେଶ୍ବର : ଭାଇ-ଭଉଣୀ ସମ୍ପର୍କରେ କଳଙ୍କ । ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ପୀଉସି ପୁଅର ଦୁଷ୍କର୍ମ ଅଭିଯେ।ଗ । ପରିଣାମ ସ୍ବରୂପ ଝିଅଟି ଏବେ ୫ମାସର ଗର୍ଭବତୀ । ଅଭିଯେ।ଗ ପରେ ଅଭିଯୁକ୍ତ ଭଣଜାକୁ ଅଟକ ରଖି ତଦନ୍ତ… Read More...
Crime କଟକରେ ପୁଣି ଧଳା ଜହର ଜବତ ,ଜଣେ ଗିରଫ OPA Feb 6, 2018 0 କଟକ : କଟକରୁ ପୁଣି ଧଳା ଜହର ଜବତ । ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଲାଗିଛି ୫ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଧଳା ଜହର କାରବାର କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜଣକ କଲେଜ ଛାତ୍ରଙ୍କୁ… Read More...
Odisha ସାରଥିଙ୍କ ଜାମିନ ଆବେଦନ ମାମଲା : ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ OPA Feb 6, 2018 0 ଦିଲ୍ଲୀ: ସୁପ୍ରିମକୋର୍ଟରେ ସାରଥିଙ୍କ ଜାମିନ ଆବେଦନ ମାମଲା । ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କାହିଁକି ସାରଥୀଙ୍କୁ ଜାମିନ ଗ୍ରହଣ କରାଯାଇପାରିବ ନାହିଁ ଜଣାଇବାକୁ… Read More...
Politics ବଢିବ ବିଜୁଳି ବୋଝ ! କମ୍ପାନୀଙ୍କ ଯୁକ୍ତି , ବଢୁଛି ଉତ୍ପାଦନ ଏବଂ ପରିଚାଳନା ଖର୍ଚ୍ଚ,ବଢାଅ ବିଦ୍ୟୁତ ଦର OPA Feb 5, 2018 0 ଭୁବନେଶ୍ବର : ବଢିପାରେ ବିଦ୍ୟୁତ ଶୁଳ୍କ । ଶୁଳ୍କ ବଢାଇବାନେଇ ଓଇଆରସିଙ୍କ ପାଖରେ ଯୁକ୍ତି ବାଢିଛନ୍ତି ଉତ୍ପାଦନକାରୀ ସଂସ୍ଥା ଏବଂ ବଣ୍ଟନ କମ୍ପାନିଙ୍କ । ଏମାନଙ୍କ ଆବେଦନ ଉପରେ ଆରମ୍ଭ ହୋଇଛି ଶୁଣାଣି । ସୋମବାର କମିଶନ… Read More...
Odisha ସୁସ୍ଥ ହେଉଛନ୍ତି ଜଗା କାଳିଆ,କାଳିଆ ଠୁ ଜଗା ବେଶୀ ଫିଟ OPA Feb 5, 2018 0 ଦିଲ୍ଲୀ : ଯୋଡାମୁଣ୍ଡ ଲାଗି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଜଗା-କାଳିଆଙ୍କ ଦିଲ୍ଲୀର ଏମସରେ ଅପରେସନ କରାଯାଇ ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା । ଏବେ ଦୁଇ ଭାଇ ଜଗା କାଳିଆ ସୁସ୍ଥ ହେଉଛନ୍ତି । କାଳିଆ ଠୁ ଜଗା ଆହୁରୀ… Read More...
Politics କୁନ୍ଦୁଲି ପ୍ରସଂଗ : ନବୀନ ନିବାସକୁ ଧସେଇ ପଶିବାକୁ ବିଜେପିର ଉଦ୍ୟମ OPA Feb 5, 2018 0 ଭୁବନେଶ୍ବର : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ପୁଣି ରାସ୍ତାକୁ ଓହ୍ଲାଇଛି ବିଜେପି । କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇ ନ ପାରିଥିବା ମୁଖ୍ୟମନ୍ତ୍ରୀ ଗାଦି ଛାଡ଼ନ୍ତୁ ବୋଲି ନାରା ଦେଇ ରାଜଧାନୀରେ… Read More...