ସଡକ ଦୁର୍ଘଟଣା: ଢେଙ୍କାନାଳ ଜୀବନଖୋଲରେ ବୋଲରୋକୁ ଧକ୍କା ଦେଲା ଟ୍ରକ ୨ମୃତ,୭ ଗୁରୁତ୍ବର

ଢେଙ୍କାନାଳ: ସାଙ୍ଗ ବାହାଘର ସାରି ଫେରୁଥିବାବେଳେ ଦୁର୍ଘଟଣାରେ ୨ ସାଙ୍ଗଙ୍କ ଜୀବନ ଯାଇଛି । ମୋଟଙ୍ଗା ଥାନା ଅନ୍ତର୍ଗତ ଜୀବନଖୋଲ ଛକ ନିକଟରେ ଏକ ବୋଲରୋକୁ ଆଜି ଭୋର ପ୍ରାୟ ସାଢେ ୫ଟାରେ ଏକ ଟ୍ରକ ଧକ୍କା ଦେଇ ପଳାଇଯାଇଥିବା…
Read More...

ନିଆଳିରେ ଥମୁନି ଜନ୍ତୁ ଆତଙ୍କ: ପୁଣି ୩ ମେଣ୍ଢାଙ୍କ କଲିଜା ନେଲା

ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା…
Read More...

ନାବାଳକ କଲେଜଛାତ୍ରର ଏକତରଫା ପ୍ରେମ,ବିଭାହିତା ମହିଳାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ପ୍ରେମପାଗଳଙ୍କ ଏକତରଫା ପ୍ରେମ ଅନେକ ପରିବାର ଉଜାଡୁଛି । ଅନେକ ଜୀବନ ମଧ୍ୟ ନେଉଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭରବଙ୍କନଶ୍ୱରର ୟୁନିଟ-୮ ଗୋପବନ୍ଧୁନଗର କଲୋନିରେ। ଜଣେ କଲେଜଛାତ୍ରର ଏକ…
Read More...

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା : ଆଜି ଆସିବେ ପାକିସ୍ଥାନ ଖେଳାଳୀ

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ବହୁ ପ୍ରତୀକ୍ଷିତ ପାକିସ୍ତାନ ଦଳ ସୋମବାର ଭୁବନେଶ୍ୱର ପହଞ୍ଚିବ। ଭାରତ ସରକାର ଭିସା ଅନୁମୋଦନ କରିବା ପରେ ୬ ଜଣ ଖେଳାଳି ଏବଂ ୨ ଜଣ ପ୍ରଶିକ୍ଷକଙ୍କୁ ନେଇ ପାକିସ୍ତାନ ଦଳ…
Read More...

ନିରୁପମ୍ ସେନ୍ ଙ୍କ ପରଲୋକ

ନୂଆଦିଲ୍ଲୀ : ପୂର୍ବରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ନିରୁପମ୍ ସେନ୍ଙ୍କର ଏଠାରେ ପରଲୋକ ଘଟିଛି । ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ୨୦୦୪ ସେପ୍ଟେମ୍ବରରୁ ୨୦୦୯ ମାର୍ଚ୍ଚ ପର୍ଯ୍ୟନ୍ତ ଜାତିସଂଘରେ ଭାରତର…
Read More...

ଆଜି ପ୍ରଚାରରେ ଓଡ଼ିଶା ଆସିବେ ମୀରାକୁମାର

ଭୁବନେଶ୍ୱର: ଆଜି କଂଗ୍ରେସ ସମର୍ଥିତରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାର ଓଡ଼ିଶା ଗସ୍ତରେ ଆସିବେ । ନିର୍ବାଚନ ପ୍ରଚାର ପାଇଁ ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ମୀରା ତାଙ୍କ ଏହି ଗସ୍ତ ସମୟରେ…
Read More...

ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ଉଡ଼ାଣ ବାତିଲ

ଭୁବନେଶ୍ବର: ଭୁବନେଶ୍ୱର-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ଯାତ୍ରୀମାନେ ବିମାନରେ ବସିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ସେମାନଙ୍କୁ ଓହ୍ଲାଇ ଦିଆଯାଇଛି। ଭୁବନେଶ୍ୱର…
Read More...

ଜଟଣୀସ୍ଥିତ ପୂର୍ବତଟ ରେଳ ବିଭାଗର ଅର୍ବାନ ବ୍ୟାଙ୍କରୁ ଚୋରି ଅଭିଯୋଗ

ଖୋର୍ଦ୍ଧା:ଜଟଣୀସ୍ଥିତ ପୂର୍ବତଟ ରେଳ ବିଭାଗର ଅର୍ବାନ ବ୍ୟାଙ୍କରୁ ଚୋରି ଅଭିଯୋଗ ହୋଇଛି । ଗୋଟିଏ କମ୍ପ୍ୟୁଟର ସହ ବିଭିନ୍ନ କାଗଜପତ୍ର ଚୋରି ହୋଇଥିବା ହୋଇଛି ଅଭିଯୋଗ ।ଗତକାଲି ରାତିରେ ଚୋରି ହୋଇଥିବା ନେଇ ଜଟଣୀ ଥାନାରେ…
Read More...

ହଷ୍ଟେଲରେ ଚାଲିଥିଲା ବ୍ଲୁ ଫିଲ୍ମ ସୁଟିଂ : ଭିଡିଓ ଭାଇରାଲ୍ ପରେ ଅଙ୍କୁରପାଲୀ ଗାଁରେ ଉତ୍ତେଜନା

ସୁନ୍ଦରଗଡ଼ : ହଷ୍ଟେଲରେ ଚାଲିଥିଲା ବ୍ଲୁ ଫିଲ୍ମ ସୁଟିଂ । ଏହାକୁ ନେଇ ବ୍ଲାକମେଲ୍ କରି ନିଜ କଳା ଧନ୍ଦା ଚଳାଇଥିଲେ ଅଭିଯୁକ୍ତମାନେ । ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ସୁନ୍ଦରଗଡ଼ ଅଙ୍କୁରପାଲୀ ଗାଁରେ…
Read More...

ଆଜି ବାହୁଡା: ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି,,୨ଟାରେ ରଥଟଣା

ପୁରୀ:ଆସନ୍ତାକାଲି (ସୋମାବାର) (ବାହୁଡ଼ା ଯାତ୍ରା। ଏହା ପୂର୍ବରୁ ସାଂଧ୍ୟ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଆସନ୍ତାକାଲି ଦିନ ୧୧ଟାରୁ ଆରମ୍ଭ ହେବ ପହଣ୍ଡି। ସୁରକ୍ଷା ପାଇଁ ଆଜି ୩୦ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା ହୋଇଥିବା…
Read More...