Politics ଓଡିଶାରେ ବିକାଶ ଲାଗି କର୍ମୀଙ୍କୁ ସରକାର ବଦଳାଇବାର ମନ୍ତ୍ର ଦେଲେ ଅମିତ ଶାହା OPA Jul 5, 2017 0 ଯାଜପୁର: ସରକାର ଓ ବିକାଶ ଦୁଇଟି ଯାକ ପରସ୍ପର ସହ ଯୋଡି ହୋଇ ରହିଛି । ଓଡିଶାରେ ବିକାଶ ଆଣିବାକୁ ହେଲେ ସରକାର ବଦଳାଇବାକୁ ପଡିବ । ବିଜେପି ସରକାର ଆସିଲେ ଘରକୁ ଚବିଶ ଘଣ୍ଟା ଶୁଦ୍ଧ ପିଇବା ପାଣି । ୨୪ ଘଣ୍ଟା ବିଜୁଳି… Read More...
Odisha ୯ ବର୍ଷ ପରେ ପୁଣି ଜନ ଦରବାରେ ଉଭାହେବେ ନବୀନ OPA Jul 5, 2017 0 ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ ଦରବାର ଚମକିବ । ଦରବାରେ ନିଜେ ଉଭାହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୈକିରେ ବସି ଲୋକଙ୍କ ଅଭିଯୋଗ ଶୁଣିବେ । ରାୟ ଦେବେ ସମସ୍ୟା ସୁଧୁରିବ । ୯ ବର୍ଷ ପରେ ପୁଣି ଥରେ… Read More...
Bignews ଆରମ୍ଭ ହେଲା ଏସିଆନ ଆଥଲେଟିକ ଚାମ୍ପିୟନସିପ : ୪୩ ଦେଶର ୬୦୦ରୁ ଅଧିକ ଆଥଲେଟ୍ ସାମିଲ OPA Jul 5, 2017 0 ଭୁୁବନେଶ୍ୱର: ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ ହୋଇଛି । ଏସିଆନ ଆଥଲେଟିକ ଚାମ୍ପିୟନସିପ । ଏହି ମହାକୁମ୍ଭ ଆରମ୍ଭ ସହ ଓଡିଶା ସହ ୍େୟାଡି ହୋଇଛି ଆଉ ଏକ ଏ÷÷ତିହାସିକ ଅଧ୍ୟାୟ । ଦେଶରେ ତୃତୀୟ ଥର ଓ ଓଡିଶାରେ ପ୍ରଥମ ଥର… Read More...
Odisha ସୁନାବେଶରେ ଶ୍ରୀ ବିଗ୍ରହ,ରଥରେ ରାଜରାଜେଶ୍ୱ ବେଶରେ ଦର୍ଶନକଲେ ଲକ୍ଷ ଲକ୍ଷ ଭକ୍ତ OPA Jul 4, 2017 0 ପୁରୀ: ସୁନାବେଶରେ ଝଟକିଲେ ତିନି ଠାକୁର । ରଥରେ ରାଜରାଜେଶ୍ୱ ବେଶରେ ଦର୍ଶନ ଦେଲେ କାଳିଆ ଠାକୁର । ଆଜି ବଡ ଏକାଦଶୀରେ ତିନି ଠାକୁରଙ୍କୁ ଦର୍ଶନକଲେ ଲକ୍ଷାଧିକ ଭକ୍ତ । ମହଣ ମହଣ ସୁନାରେ ଛାଇ ହୋଇଥିଲେ ଦାରୁ ଦେବତା ।… Read More...
Politics ନବୀଙ୍କ ଗଡରେ ଅମିତଙ୍କ ଗର୍ଜନ,୨୦୧୯ରେ ଓଡିଶାରେ ଫୁଟିବ ପଦ୍ମ,୧୨୦ ସିଟରେ ଜିତିବ ବିଜେପି OPA Jul 4, 2017 0 ଭୁବନେଶ୍ୱର: ୨୦୧୯ରେ ଓଡିଶାରେ ପଦ୍ମ ଫୁଟିବ । ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ୧୨୦ ସିଟ ଜିତ ସରକାର କରିବ ବିଜେପି । ବିଜେଡି ରାଜ୍ୟ ସଭାପତି, ମୁଖ୍ୟ ମନ୍ତୀ ନବୀନଙ୍କ ଗଡରେ ପସି ଆଜି ଏମିତି ଖୋଲା ଖୋଲି ଚ୍ୟାଲେଜଂ… Read More...
Politics ଅମିତ ନବୀନଙ୍କ ଘରେ ଖାଇଲେ, ଦୁଃଶାସନଙ୍କ ଘରେ ଶୋଇଲେ OPA Jul 4, 2017 0 ବ୍ରହ୍ମପୁର: ଓଡିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କର ମଙ୍ଗଳବାର ଥିଲା ଗଂଜାମ ଗସ୍ତ । ନବୀନଙ୍କ ଗଡ ଗଂଜାମ ଜିଲ୍ଲାର ହୁଗୁଳାପଟା ଗାରୁ ଅମିତ ଆରମ୍ଭ କରିଥିଲେ ମୋ ବୁଥ ସବୁଠୁ ମଜଭୁତ… Read More...
Odisha ନଇଆଳି ମେଣ୍ଢା ମୃତ୍ୟ ଘଟଣା : ଧରା ପଡୁନି ଅଜଣା ଜନ୍ତୁ ଶିମିଳି ପାଳରୁ ଆସିଲେ ସ୍ୱତନ୍ତ୍ର ଟିମ, ବୁଲିଲା ଡ୍ରୋନ୍,… OPA Jul 4, 2017 0 ଭୁବନେଶ୍ୱର: ନିଆଳି ମେଣ୍ଢା ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦାହଟୁନି। ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ଟିମ୍ ନିଆଳିରେ ପହଞ୍ଚିଛି। ବାରିପଦା ଡିଏଫ୍ଓ ସଂଜୟ ସ୍ୱାଇଁଙ୍କ ନେତୃତ୍ୱରେ… Read More...
More News ଝରିଗାଁ ନିକଟରେ ଅଟୋ-ବାଇକ ଧକ୍କା ୨ ମୃତ OPA Jul 3, 2017 0 ଝରିଗାଁ : ଝରିଗାଁରୁ ପ୍ରାୟ ୮କିମି ଦୂର ଉମରକୋଟ ରାସ୍ତାର ଧନପୁର ନିକଟରେ ଅଟୋ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଦୁହେଁ ଝରିଗାଁ ନିକଟସ୍ଥ ସିରାଗୁଡାର ଖଗେଶ୍ୱର ଗୌଡ(୨୬)… Read More...
Odisha ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁ ଆତଙ୍କ ଟାର୍ଗେଟରେ ଛେଳି OPA Jul 3, 2017 0 ଭୁୁବନେଶ୍ୱର: ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁର ଆତଙ୍କ ଦେଖା ଦେଇଛି । ହେଲେ ଏଠାରେ ମେଣ୍ଢା ନୁହେଁ ଜନ୍ତୁର ଟାର୍ଗେଟରେ ରହିଛି ଛେଳି । ଛେଳିକୁ ମାରି ଅନ୍ତବୁଜୁଲା କାଢି ପକାଇଛି ଅଜଣା ଜନ୍ତୁ । ନୂଆପଡ଼ା ବ୍ଲକ୍ ଜୁନାନୀ… Read More...
Odisha ସଧାବାଲିରେ ମହିଳାଙ୍କୁ ଅସଦାଚରଣ; ପୁରୀ ଏସପିଙ୍କ ଅପସାରଣ ଦାବି କଲା ବିଜେପି ମହିଳା ମୋର୍ଚ୍ଚା OPA Jul 3, 2017 0 ଭୁବନେଶ୍ୱର: ପୁରୀ ଗୁଣ୍ଡିଚା ମନ୍ଦିରରେ ନବମୀ ଦର୍ଶନ ବେଳେ ମହିଲାଙ୍କୁ ପୋଲିସ ଅସଦାଚରଣ ଘଟଣାରେ କଡା ଆଭିମୁଖ୍ୟ ରଖିଛି ବିଜେପି । ଦୋଷୀ ପୋଲିସଙ୍କ ବିରୋଧରେ ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ପୁରୀ ଏସପିଙ୍କୁ ଅପସାରଣ… Read More...