ଆଜି ହେରାପଞ୍ଚମୀ: ରଥର ଚକ ଭାଙ୍ଗିବେ ମା’ମହାଲକ୍ଷ୍ମୀ

ପୁରୀ :ଆଜି ହେରାପଞ୍ଚମୀ । ଜଗତ୍ଜନନୀ ମା'ମହାଲକ୍ଷ୍ମୀ ଶରଧାବାଲିକୁ ଯାଇ ନନ୍ଦିଘୋଷ ରଥର ଚକ ଭାଙ୍ଗିବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ଧରି ୪ଦିନ ହେଲା ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ…
Read More...

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ସପ୍ତମ କମିଶନ ହାରରେ ଲାଗୁ ହେବ ମହଙ୍ଗା ଭତ୍ତା ସହ କର୍ମଚାରୀଙ୍କ ହାଉସ୍ ରେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ, ସପ୍ତମ ବେତମ କମିଶନରେ ବହୁ…
Read More...

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ଆଜି ନାମାଙ୍କନ ପତ୍ର ଯାଞ୍ଚ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ। ଏନଡିଏ ପକ୍ଷରୁ ରାମନାଥ କୋବିନ୍ଦ ଏବଂ ୟୁପିଏ ପକ୍ଷରୁ ମୀରା କୁମାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ନାମାଙ୍କନପତ୍ରର କରାଯିବ ଯାଞ୍ଚ। ଜୁଲାଇ ୧୭ରେ ହେବ ନିର୍ବାଚନ।…
Read More...

ବ୍ରହ୍ମପୁରରେ ଡେଙ୍ଗୁ ରୋଗୀ ଚିହ୍ନଟ

ବ୍ରହ୍ମପୁରେ :ବ୍ରହ୍ମପୁରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ଚିହ୍ନ ରୋଗୀ ନୂଆ ବସଷ୍ଟାଣ୍ଡ ନିକଟ ସାଇଣ୍ଟିଫିକ୍ ନଗର ବାସିନ୍ଦା ସୂର୍ଯ୍ୟ ବେହେରା । ସୂର୍ଯ୍ୟଙ୍କ ନିଜ ଘର କୋଦଳା ବ୍ଲକ ଅନ୍ତର୍ଗତ ବିଲିପଡା ଗାଂରେ…
Read More...

ଆଠଗଡରେ ହାତୀ ଛୁଆର ମୃତଦେହ ଠାବ

ଆଠଗଡ: ଖୁଣ୍ଟୁଣି ରେଞ୍ଜ ଉର୍ଦ୍ଦା ନାଳ ନିକଟରୁ ହାତୀ ଛୁଆର ମୃତଦେହ ଠାବ ହୋଇଛି । ମୃତ ହାତୀ ଛୁଆର ବୟସ ୩ ବର୍ଷ । ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ଖୁଣ୍ଟୁଣି ରେଞ୍ଜର ସୂଚନା ଦେଇଛନ୍ତି ।
Read More...

ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ : ଗ୍ରାଣ୍ଡ ଓପନିଂ ଲାଗି ଜୋର ଦାର ପ୍ରସ୍ତୁତି

ଭୁବନେଶ୍ବର:ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ ପାଇଁ ସଜେଇ ହେଲାଣି କଳିଙ୍ଗ ଷ୍ଟାଡିଅମ୍‌ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ କାମ । ଦିଆଯାଉଛି ଫାଇନାଲ୍ ଟଚ୍‌ । ସେପଟେ ଗ୍ରାଣ୍ଡ ଓପନିଂ ସେରିମନି ପାଇଁ ଖୁବ୍‌ ଜୋର…
Read More...

ନିଆଳି ମେଣ୍ଢା ମୃତ୍ୟୁ ଘଟଣା: ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ- ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର:ନିଆଳି ମେଣ୍ଢା ମୃତ୍ୟୁ ଯନ୍ତୁଙ୍କ  କାଣ୍ଡ । ମେଣ୍ଢାଙ୍କୁ ମାରି କଲିଜା କାଢି ନେଉଛି ରାମଶିଆଳ । ଆଜି ଏମିତି ସ୍ପଷ୍ଟ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ଭଅଁରାଗଡ଼ ଜଙ୍ଗଲରେ ରାମଶିଆଳର…
Read More...

ପୋଲିସ ଫୋର୍ସର ଆଧୁନିକି କରଣ ପାଇଁ ଖର୍ଚ୍ଚ ହେବ ୪୦ କୋଟି,କିଣା ଯିବ ଡ୍ରୋନ୍

ଭୁବନେଶ୍ବର:ଚଳିତ ଆର୍ଥିକ ବର୍ଷରେ ପୋଲିସ ଫୋର୍ସର ଆଧୁନିକି କରଣ ପାଇଁ ଖର୍ଚ୍ଚ ହେବ ୪୦ କୋଟି ଟଙ୍କା । ଏଥିରେ ମାଓ ମୁକାବିଲା ପାଇଁ ଡ୍ରୋନ୍ କିଣାଯିବା ସହ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ । ଏନେଇ ସଚିବାଳୟରେ…
Read More...

ଆଡପ ମଣ୍ଡପରେ ଶ୍ରୀଜିୟୁ

ପୁରୀ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆଡପମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜିଉ । ନିତୀରେ ଶୃଙ୍ଖଳା ସହ ସେବାୟତ ଓ ପ୍ରଶାସନ ମଧ୍ୟରେ ସମନ୍ବୟ ଯୋଗୁ ମହାପ୍ରଭୁଙ୍କ ପହଣ୍ଡିବିଜେ ବହୁତ ଶିଘ୍ର ଶେଷ ହୋଇଥିଲା। ମହାପ୍ରଭୁଙ୍କର…
Read More...

ବନ୍ୟା ପରିଚାଳନା ନିୟମକୁ ମାନୁନି ଛତିଶଗଡ, ସିଡବ୍ଲ୍ୟୁ ସି ପାଖରେ ଫେରାଦ ହେବେ ଓଡିଶା

ଭୁବନେଶ୍ବର:ପୁଣି ଦେଜିଛି ମହାନଦୀ ଜଳ ବିବାଦ ପ୍ରସଂଗ । ଖରା ଦିନେ ମହାନଦୀକୁ ପାଣି ଛାଡୁ ନଥିବା ଛତିଶଗଡ ଏବେ ନିଜ ଇଛାରେ ପାଣି ଛାଡିବାକୁ ନେଇ ଆଗକୁ ବଢିଛି ବିବାଦ । ବେଆଇନ ବ୍ୟାରେଜ ନିର୍ମାଣ କରିଥିବା ଛଡିଶଗଡ ଓଡିଶାକୁ…
Read More...